ରେକର୍ଡ ଭାଙ୍ଗି ଚାଲିଛି ଅମାନିଆ କରୋନା  

0

ନୂଆଦିଲ୍ଲୀ (ଏଜେନ୍ସି) କରୋନା ଏବେ ଅମାନିଆ ହୋଇପଡିଥିବା ଭଳି ଅନୁଭୂତ ହେଉଛି | ଦିନକୁ ଦିନ ତାହାର ପଞ୍ଜାକୁ ସେ ବିସ୍ତାର କରିଚାଲିଛି | ଗତକାଲି ତୁଳନାରେ ଅଧିକ ୩୦୦୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ଗତ ୨୪ ଘଣ୍ଟା ଭିତରେ ୩୨,୬୯୫  କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ପ୍ରାଣ ହରାଇଛନ୍ତି ୬୦୬ଜଣ | ସୂଚନାଯୋଗ୍ୟ ଯେ, ଗତ ୨୪ ଘଣ୍ଟା ଭିତରେ ଦେଶରେ ୨୯,୪୨୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପ୍ରାଣ ହରାଇଥିଲେ  ୫୮୨ ଜଣ | ଫଳରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯, ୬୮, ୮୭୬ରେ ପହଂଚି ଥିବା ବେଲେ ମୃତ୍ୟୁ ସଂଖ୍ୟା ୨୪,୯୧୫ ଛୁଇଁଛି |  ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩, ୩୧, ୧୪୬ ରେ ପହଂଚିଛି | ଏଯାଏ ସୁସ୍ଥ ହେଲେଣି ୬,୧୨,୮୧୫ଜଣ | 

Leave A Reply

Your email address will not be published.