ଅସହାୟ ଚତୁର୍ଭୁଜଙ୍କୁ ସହାୟତାର ହାତ ବଢ଼ାଇଲେ ପ୍ରଦୀପ ପୁରୋହିତ
ପଦ୍ମପୁର(ଶାସକପ୍ରଶାସକ)-ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପଲସାପାଲି ପଂଚାୟତ ଅଧିନ ରେ ଯାଉଥିବା ଘନାମାଲ ଗ୍ରାମର ଚତୁର୍ଭୁଜ ମେହେରଙ୍କୁ ଆଜି କରୋନା ମହାମାରୀ ପାଇଁ ଯନ୍ତ୍ରଣା ଘାରି ଦେଇଛି । ଏପଟେ ଲକଡାଉନ ସମୟ ରେ କାମ ଧନ୍ଦା ନ ମିଳିବାରୁ ଚତୁର୍ଭୁଜ ସଂପୂର୍ଣ୍ଣ ରୂପେ ନିଃସହାୟ। ହଠାତ…