କୋଭିଡ-୧୯ ଡ୍ୟୁଟିରେ କାର୍ଯ୍ୟ କରୁଥିବା ସମସ୍ତ ଶିକ୍ଷକଙ୍କୁ ସୁରକ୍ଷା ଦାବି 

ବରଗଡ଼ ଜିଲ୍ଲା ଉଚ୍ଚ ପ୍ରାଥମିକ ତାଲିମପ୍ରାପ୍ତ ସ୍ନାତକ ଶିକ୍ଷକ ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ  ବରଗଡ଼/ଶାସକ ପ୍ରଶାସକ : ବରଗଡ଼ ଜିଲ୍ଲା ଉଚ୍ଚ ପ୍ରାଥମିକ ତାଲିମପ୍ରାପ୍ତ ସ୍ନାତକ ଶିକ୍ଷକ ସଂଘ ତରଫରୁ ରାଜ୍ୟରେ କୋଭିଡ-୧୯ ଡ୍ୟୁଟିରେ କାର୍ଯ୍ୟ କରୁଥିବା ସମସ୍ତ ଶିକ୍ଷକବୃନ୍ଦଙ୍କୁ…

କୋଭିଡ଼-୧୯ : ୧୦୭୧ ସ୍ୱାବରୁ ୯୮୯ ନେଗେଟିଭ, ୮୨ ରିପୋର୍ଟକୁ ଅପେକ୍ଷା

ବାରିପଦା(ଦିଲ୍ଲୀପ ମହାନ୍ତି)- ଜିଲ୍ଲାରେ କୋଭିଡ଼-୧୯ ସ୍ୱାବର ନମୁନା ପରୀକ୍ଷା ହଜାରେ ଟପିଲା । ଏପ୍ରିଲ୨୭ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାରୁ ମୋଟ ୧୦୭୧ ଜଣଙ୍କ ନିକଟରୁ ସ୍ୱାବ ସଂଗ୍ରହ କରାଯାଇ କୋଭିଡ଼-୧୯   ପରୀକ୍ଷା ନିମନ୍ତେ ପଠା ଯାଇଥିଲା । ଏହା ମଧ୍ୟରୁ  ୯୮୯ ଟି ସ୍ୱାବର ରିପୋର୍ଟ ଆସିଥିବା…

ଲକ୍ ଡ଼ାଉନ ଅବମାନନା :ମୟୂରଭଞ୍ଜରେ ୧୦ମାମଲା ରୁଜୁ , ୧୨ ଗିରଫ,  ୫ ଫେରାର  

 ୪ ଗାଡ଼ି ଜବତ,  ୬୮ ହଜାର  ୯ ଶହ ଟଙ୍କା ଜୋରିମାନା ଆଦାୟ ,୨୭୫ ଲିଟର ଦେଶୀ ଚୋରା ମଦ ଜବତ ବାରିପଦା(ଦିଲ୍ଲୀପ ମହାନ୍ତି )- ଲକ୍ ଡ଼ାଉନ ମାର୍ଗଦର୍ଶୀକା ଅଣଦେଖା ଅଭିଯୋଗରେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଥାନାଗୁଡ଼ିକରେ ୧୦ ଟି ମାମଲା ରୁଜୁ ସହିତ ୧୦ ଜଣ  ଅଭିଯୁକ୍ତଙ୍କୁ ଗିରଫ କରାଯିବା ପରେ…

ନାଟ୍ୟକାର ବିଜୟ ମିଶ୍ରଙ୍କ ବିୟୋଗରେ ଗୋପବନ୍ଧୁ ସାହିତ୍ୟ ସଂସଦ ପକ୍ଷରୁ ଶୋକ

ବାରିପଦା(ଦିଲ୍ଲୀପ ମହାନ୍ତି )- ଓଡ଼ିଆ ନାଟ୍ୟ ଜଗତରେ ନୂତନ ଧାରା ପ୍ରବର୍ତ୍ତକ ଭାବେ ଜଣାଶୁଣା ତଥା ନବ ନାଟ୍ୟ ଆନ୍ଦୋଳନର  ସେନାପତି ବିଜୟ ମିଶ୍ରଙ୍କ ବିୟୋଗକୁ ନେଇ ବାରିପଦା ଗୋପବନ୍ଧୁ ସାହିତ୍ୟ ସଂସଦ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି । ଏହି ଅବସରରେ ଆୟୋଜିତ ଶୋକ ସଭାରେ ବିଜୟ…

 ଆମ ଦାନାପାଣି ବନ୍ଦ , ଆମକୁ ସରକାର ସହାୟତା ଦିଅନ୍ତୁ  

 ଓଡ଼ିଶା ମୋଟର ଟ୍ରାନ୍ସପୋର୍ଟ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର  ବାରିପଦା(ଦିଲ୍ଲୀପ ମହାନ୍ତି)- କରୋନା ମହାମାରୀରେ ସମଗ୍ର ବିଶ୍ୱକୁ ଗ୍ରାସ କରିଥିବା ବେଳେ ଏଥିରୁ ଓଡ଼ିଶା ବାଦ ପଡ଼ି ନାହିଁ । କରୋନା ମୁକାବିଲା ନିମନ୍ତେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟକୁ…

ବୀରମହାରାଜପୁର ମହାନଦୀ ନେତ୍ର ଚିକିତ୍ସାଳୟରେ ମାସ୍କ ବଣ୍ଟନ ।

ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର   ସ୍ଥିତ ମହାନଦୀ ନେତ୍ର ଚିକିତ୍ସାଳୟରେ  ରୋଗୀ ଓ ତାଙ୍କର ସମ୍ପକୀୟ ମାନଙ୍କୁ ମାସ୍କ ବଣ୍ଟନ କରିଥିଲେ । କରୋନା ଭୂତାଣୁ ଦାଉରୁ ରକ୍ଷା ପାଇବା ପାଇଁ ଚିକିତ୍ସାଳୟରେ ସମସ୍ତ ରୋଗୀ ମାନଙ୍କୁ…

ଗୁଗୁଲ ମ୍ୟାପ ସହାୟତାରେ ଯୋଗାଯୋଗ ବିଛିନ୍ନ ହୋଇଯାଇଥିବା ୪୭ ପ୍ରବାସୀ ଶ୍ରମିକଙ୍କୁ ଠାବ କଲେ ଦିବସ 

 ପ୍ରଶାସନକୁ ଅନୁରୋଧ କରି ଘର ଲେଉଟାଣି ପାଇଁ ଯୋଗେଇଦେଲେ ସହାୟତା   ବରଗଡ(ଶାସକ ପ୍ରଶାସକ) କରୋନା (କୋଭିଡ୍‌-୧୯) ଭୂତାଣୁ ସଂକ୍ରମଣକୁ ପ୍ରତିହତ ପାଇଁ ଦେଶବ୍ୟାପୀ ଲକ୍‌ ଡାଉନ୍‌ କଟକଣାକୁ ମାସାଧିକ କାଳ ବିତିଯାଇଛି। ଏଥିପାଇଁ ମୁଖ୍ୟତଃ ଗରିବ, ଅସହାୟଙ୍କଠାରୁ ଆରମ୍ଭ କରି ପ୍ରବାସୀ…

ଏପଟେ ଲକ ଡାଉନ , ସେପଟେ ମଦରେ ଲକ ନାହିଁ

ବିଦେଶୀ ଚୋରା ମଦ ଜବତ, ପିକ ଅପ ସହ ଦୁଇ ଗିରଫ ବାଟିପଦା(DILLIP MOHANTY)- ଗତ ରବିବାର ରାତି ପ୍ରାୟ ସାଢ଼େ ୯ ସମୟରେ ଓଡ଼ି ୦୨ ବିଡି ୪୦୮୭ ନମ୍ବର ବିଶିଷ୍ଟ ଏକ ପିକ ଅପ ଭ୍ୟାନ ଅଳ୍ପ ସଂଖ୍ୟକ ବୋଇତାଳୁ ଲୋଡ଼ କରି ପଡୋଶୀ ଝାଡ଼ଖଣ୍ଡ ରାଜ୍ୟରୁ ବହଳାଗୁଡା - ଝରପୋଖରୀଆ ରାସ୍ତାରେ  ମୟୂରଭଞ୍ଜ…

ସର୍ଗିପାଲି ଠାରେ ଯୋଗେଶ ସିଂଙ୍କ ନେତୃତ୍ୱରେ ରକ୍ତ ଦାନ ଶିବିର

ସୁନ୍ଦରଗଡ଼/ ହୋରାଚାନ୍ଦ ଦେଉରିଆ : ଆଜି ସର୍ଗିପାଲି ଠାରେ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ପୂର୍ବତନ ବିଧାୟକ ଯୋଗେଶ ସିଂଙ୍କ ନେତୃତ୍ୱରେ ବିଜୁ  ଜନତା ଦଳ ଦ୍ଵାରା ଏକ ରକ୍ତ ଦାନ ଶିବିର ର ଆୟୋଜନ କରା ଯାଇଥିଲା | ୩୫ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି। ଯଦିଓ ୮୦ ଜଣ ରୁ…

ଘରେ ଥାଇ ବି ସଂକ୍ରମିତ ହେଲେ ରାଜ୍ୟର ୧୦୧ ଓ ୧୦୨ତମ କରୋନା ଆକ୍ରାନ୍ତ 

ସୁନ୍ଦରଗଡ଼/   ହୋରାଚାନ୍ଦ ଦେଉରିଆ : ରାଜ୍ୟ ସରକାର ଆଜି ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ବିଶ୍ରା ବ୍ଲକର ଗୁଡ଼ଗୁଡ଼ଜୋରର ୧୦୧ ଓ ୧୦୨ ନଂ କରୋନା ଆକ୍ରାନ୍ତଙ୍କର ଗସ୍ତ ବିବରଣୀ ଦେଇଛନ୍ତି l ତାହା ଅନୁଯାୟୀ, ୧୦୧ ନଂ କରୋନା ଆକ୍ରାନ୍ତ ମାର୍ଚ୍ଚ ୨୨ ତାରିଖରୁ ଏପ୍ରିଲ ୨୪ ତାରିଖ ଯାଏଁ ଘରେ ରହିଥିଲେ।…