ରାଜ୍ୟରେ ୨୯ ଜିଲ୍ଲାରୁ ୧୪୩୪ ଜଣ ଚିହ୍ନଟ
ଗଂଜାମ ୩୨୦ ଜଣ, ଖୋର୍ଦ୍ଧା ୨୧୮ , ରାୟଗଡାରୁ ୧୯୭, କଟକରୁ ୧୨୩, ଗଜପତିରୁ ୯୧
ଭୁବନେଶ୍ୱର (ଶାସକ ପ୍ରଶାସକ) : ଆଜି ରାଜ୍ୟରେ ୨୯ ଜିଲ୍ଲାରୁ ୧୬୦୨ ଜଣ ଚିହ୍ନଟ ହୋଇଛନ୍ତି | ସେମାନଙ୍କ ମଧ୍ୟରୁ କବାରେଣ୍ଟାଇନ ସେଂଟରରୁ ୮୮୯ ଜଣ ଚିହ୍ନଟ ହୋଇଥିବା ବେଳେ ୫୪୫ ଜଣ ଚିହ୍ନଟ ହୋଇଛନ୍ତି |…