ଗୋପାଳ ସମାଜ ପକ୍ଷରୁ ନନ୍ଦ ଉତ୍ସବ ;ଗିନି, ମୃଦଙ୍ଗ ଓ ହରିନାମରେ ମୁଖରିତ ହେଲା କୁଲାଙ୍ଗି ଗାଁ

ବେଲଗୁଣ୍ଠା,୦୫/୦୯,-(ଶିବରାମ ଚୌଧୁରୀ )-ଗାଙ୍ଗପୁର ଥାନା ଅନ୍ତର୍ଗତ କୁଲାଙ୍ଗି ଗୋପାଳ ସମାଜ କୋଠାଘର ପରିସରରେ ଗୋପାଳ ସମାଜ ପକ୍ଷରୁ ପାରମ୍ପରିକ ରୀତିନୀତି ଓ ଆଧ୍ୟାତ୍ମିକ ଭାବାବେଗର ସହ ନନ୍ଦ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ଶ୍ରୀକୃଷ୍ଣଙ୍କ ବିଧିବଦ୍ଧ ପୂଜାର୍ଚ୍ଚନା ସହ

ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ଗୁରୁ ପୂଜନ ଓ ନନ୍ଦ ଉତ୍ସବ ପାଳିତ .

ବେଲଗୁଣ୍ଠା.୦୫/୦୯, -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବ୍ଲକ ଅଧୀନ ମଙ୍ଗଳପୁର ଗ୍ରାମରେ ଅବସ୍ଥିତ ସ୍ଵାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ରେ ଆଜି ଗୁରୁ ପୂଜନ ଓ ନନ୍ଦ ଉତ୍ସବ ପାଳନ ହୋଇଛି. ପ୍ରଥମେ ଛାତ୍ରଛାତ୍ରୀ ଫୁଲ ଚନ୍ଦନ ଦେଇ ଗୁରୁମା ଗୁରୁଜୀଙ୍କୁ ପୂଜାଅର୍ଚନା କରିଲେ. ପରେ

ଡିଏଭିରେ ନିଆରା ଢଙ୍ଗରେ ଗୁରୁ ଦିବସ ପାଳିତ

ଝାରସୁଗୁଡ଼ା,୦୫/୦୯/୨୦୨୬:ଝାରସୁଗୁଡ଼ା ଡିଏଭି ପବ୍ଲିକ ସ୍କୁଲ ପରିସରରେ ଭକ୍ତି, ଆଗ୍ରହ ଓ ଉତ୍ସାହର ସହିତ ନିଆରା ଢଙ୍ଗରେ ଗୁରୁ ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ଦେବତାଙ୍କ ସଭାପତିତ୍ବରେ ଆୟୋଜିତ ଗୁରୁଦିବସ ପାଳନ ଅବସରରେ ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ

‘ଶିକ୍ଷକ ସେବା ନିବୃତ ହୋଇଥାନ୍ତି, କିନ୍ତୁ ଅବସର ନଥାଏ’: ଡ. ଅରୁଣ କୁମାର ସାହୁ

ଅବସରପ୍ରାପ୍ତ ଶିକ୍ଷକଙ୍କୁ ‘ଗୁରୁ ସମ୍ବର୍ଦ୍ଧନା ଉତ୍ସବ’ ଅନୁଷ୍ଠିତ ନୟାଗଡ଼(ବିଶ୍ୱଜିତ ନାୟକ):- ନୟାଗଡ଼ ଜିଲ୍ଲା ସଦରବ୍ଲକ ଓ ନଗରପାଳିକା ଆନୁକୁଲ୍ୟରେ ଆଜି ଅବସରପ୍ରାପ୍ତ ଶିକ୍ଷକଙ୍କୁ ନେଇ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପଠାଣି ସାମନ୍ତ ପ୍ରେକ୍ଷାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର ରେ ଗୁରୁଦିବସ ପାଳିତ ।

ପଦ୍ମପୁର/ଶିବାଶିଷ ପଟ୍ଟନାୟକ:- ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଗୁରୁଦିବସ ପାଳିତ ହୋଇଯାଇଛି । ଶିଶୁ ମନ୍ଦିର ପରିସରରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଭକ୍ତଚରଣ ସାହୁ ଯୋଗଦେଇ ଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମ କୁ ଆରମ୍ଭ କରି ଗୁରୁ ପରମ୍ପରା ବିଷୟରେ ଆଲୋଚନା

କଟକ ବୋର୍ଡ଼ ସେକେଣ୍ଡାରୀ ସ୍କୁଲ ରେ ଗୁରୁଦିବସ ପାଳନ କଲେ ମୁଖ୍ୟମନ୍ତ୍ରୀ

ସୋସିଆଲ ମିଡିଆରେ ଅଧିକ ସମୟ ନଷ୍ଟ ନକରିବାକୁ, ଅପପ୍ରଚାରର ବଶବର୍ତ୍ତୀ ନହୋଇ ଏକମନ ଓ ଏକପ୍ରାଣ ହୋଇ ପାଠ ପଢ଼ିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ କଟକ : ସୋସିଆଲ ମିଡିଆରେ ଅଧିକ ସମୟ ନଷ୍ଟ ନକରିବାକୁ, ଅପପ୍ରଚାରର ବଶବର୍ତ୍ତୀ ନହୋଇ ଏକମନ ଓ ଏକପ୍ରାଣ ହୋଇ ପାଠ ପଢ଼ିବାକୁ ଆଜି

ଐତିହ୍ୟ ଦିବ୍ୟ ସିଂହ ପିସିସି ସମ୍ପାଦକ ଭାବେ ମନୋନୀତ।

କେନ୍ଦୁଝର,ତା୫/୯-ଓଡିଶା ପ୍ରଦେଶ କଂଗ୍ରେସ କମିଟିର ସଦ୍ୟ ପ୍ରକାଶିତ ରାଜ୍ୟସ୍ତରୀୟ କମିଟିରେ ରାଜ୍ୟ ସମ୍ପାଦକ ଭାବେ କେନ୍ଦୁଝରର ଐତିହ୍ୟ ଦିବ୍ୟ ସିଂହ ମନୋନୀତ ହୋଇଛନ୍ତି । ସେ ଆଗରୁ ରାଜ୍ୟ ଯୁବ କଂଗ୍ରେସର ସାଧାରଣ ସମ୍ପାଦକ, ଜିଲ୍ଲା ଯୁବ କଂଗ୍ରେସ ଉପ ସଭାପତି, ଜିଲ୍ଲା ସାମାଜିକ ଗଣମାଧ୍ୟମ

ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ଲାମ୍ପସ୍ ପରିଦର୍ଶନ କଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ

କୃଷକ ପଞ୍ଜୀକରଣ ପ୍ରକ୍ରିୟାର ସ୍ଥିତି ସମୀକ୍ଷା — ନିର୍ଦ୍ଧାରିତ ସମୟସୀମାରେ ପଞ୍ଜୀକରଣ ସମ୍ପୂର୍ଣ୍ଣ ପାଇଁ ନିର୍ଦ୍ଦେଶ ନବରଙ୍ଗପୁର, ୦୫ ସେପ୍ଟେମ୍ବର ୨୦୨୬: କୃଷକମାନଙ୍କ ସୁବିଧା, ସ୍ୱଚ୍ଛତା ଏବଂ ସମୟବଦ୍ଧ ଭାବେ କୃଷିଜାତ ଉତ୍ପାଦ ସଂଗ୍ରହ ପ୍ରକ୍ରିୟାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ

ଉଲ୍ଲାସ ସାକ୍ଷରତା ଅଭିଯାନ ଅବସରରେ ନବରଙ୍ଗପୁରରେ ଜିଲ୍ଲାସ୍ତରୀୟ ସାକ୍ଷରତା ପଦଯାତ୍ରା

“ସାକ୍ଷରତା ହେଉଛି ଉନ୍ନତିର ମୂଳଦୁଆ” — ସାକ୍ଷର ନବରଙ୍ଗପୁର ଗଠନ ପାଇଁ ଆହ୍ୱାନ ନବରଙ୍ଗପୁର, ୦୫ ସେପ୍ଟେମ୍ବର ୨୦୨୬: ସାକ୍ଷରତାର ବିକାଶ, ନିରକ୍ଷରତା ଦୂରୀକରଣ ଏବଂ ସମାଜର ସମସ୍ତ ବର୍ଗଙ୍କୁ ଶିକ୍ଷାର ମୁଖ୍ୟସ୍ରୋତ ସହିତ ଯୋଡ଼ିବା ଲକ୍ଷ୍ୟରେ ଉଲ୍ଲାସ (ULLAS) ସାକ୍ଷରତା ଅଭିଯାନ ଅବସରରେ

ଅବସର ପ୍ରାପ୍ତ ଶିକ୍ଷକ ଓ ବରିଷ୍ଠ ନାଗରିକ ପାଳିଲେ ଗୁରୁଦିବସ

ଖୋର୍ଦ୍ଧାରୁ (ସେକ ଜାଫର ): ବରିଷ୍ଠ ନାଗରିକ ମଞ୍ଚର ସଭାଗୃହରେ "ଗୁରୁ ଦିବସ" ପାଳନ କରାଯାଇଥିଲା l ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ "ଭାରତ ରତ୍ନ" ରେ ସମ୍ମାନିତ ଭୂତପୂର୍ବ ରାଷ୍ଟ୍ରପତି, ଶିକ୍ଷାବିତ ଡ଼. ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କୁ ଆଜି ତାଙ୍କ ଜନ୍ମ ଜୟନ୍ତୀ ଅବସରରେ