ସୋଆର ୯୩ ରୁ ୯୮ ପ୍ରତିଶତ ଛାତ୍ରଛାତ୍ରୀ ଅନଲାଇନରେ ପଢ଼ୁଛନ୍ତି ପାଠ

ଭୁବନେଶ୍ୱର(ଶାସକ ପ୍ରଶାସକ) : ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ଅଧୀନସ୍ଥ  ବିଭିନ୍ନ ଶିକ୍ଷାନୁଷ୍ଠାନରେ ୯୩ ରୁ ୯୮ ପ୍ରତିଶତ ଛାତ୍ରଛାତ୍ରୀ ଅନଲାଇନ ଶିକ୍ଷା ଗ୍ରହଣ କରୁଛନ୍ତି । କରୋନା ମହାମାରୀକୁ ନେଇ ସାରା ଦେଶ ଏବେ ଲକଡାଉନରେ ଥିବାବେଳେ ଛାତ୍ରଛାତ୍ରୀଙ୍କର ପାଠପଢ଼ା…

ନୟାଗଡ଼ ଜିଲ୍ଲା ଗସ୍ତରେ ଉନ୍ନୟନ କମିଶନର ଓ ୫-ଟି ସଚିବ

ନୟାଗଡ (ବିଶ୍ୱଜିତ ନାୟକ) :  ଆଜି ନୟାଗଡ଼ ଜିଲ୍ଲା ଗସ୍ତରେ ଉନ୍ନୟନ କମିଶନର ସୁରେଶ ମହାପାତ୍ର ଓ ୫-ଟି ସଚିବ ଭି କେ ପାଣ୍ଡିଆନ  | ଏଯାବତ ନୟାଗଡ ଜିଲ୍ଲାରେ କୌଣସି କୋଭିଡ ରୋଗୀ ଚିହ୍ନଟ ହୋଇନଥିବା ବେଳେ ବାହାର ରାଜ୍ୟରୁ ଶ୍ରମିକ ବା ପ୍ରବାସୀ ଓଡ଼ିଆ ମାନଙ୍କ ଆଗମନ ପରିପ୍ରେକ୍ଷୀରେ ଜିଲ୍ଲାରେ…

ଗଞ୍ଜାମରେ ଆଉଜଣେ ସୁରାଟ ଫେରନ୍ତା ପଜିଟିଭ : ମୋଟ ୧୭୭ ପଜିଟିଭରୁ ୬୦ ହେଲେଣି ସୁସ୍ଥ

ଦେଶରେ ୧୨୭୨୬  ଜଣ କୋଭିଡ ରୋଗୀ ଆରୋଗ୍ୟ, ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୬ ୪୩୩ ଭୁବନେଶ୍ୱର : ଆଜି ବି ଜଣେ କରୋନା ପଜିଟିଭ ଗଂଜାମ ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି | ତାଙ୍କ ବୟସ ୧୮ ବର୍ଷ ଓ ସେ ସୁରାଟ ଫେରନ୍ତା | ଏହାକୁ ମିଶାଇ ରାଜ୍ୟରେ ଏଯାବତ ୧୭୭ ଜଣ କରୋନା ପଜିଟିଭ ଚିହ୍ନଟ ହେଲେଣି |…

ଗଞ୍ଜାମ ସର୍ଭେଲାନସ ଓ କଣ୍ଟେନମେଣ୍ଟ ତଦାରଖ ପାଇଁ ଡେପୁଟେସନରେ ଗଲେ ଦୁଇ ବରିଷ୍ଠ ଅଧିକାରୀ 

ଭୁବନେଶ୍ୱର :  ଗଞ୍ଜାମରେ ଗତ ଦୁଇଦିନ ମଧ୍ୟରେ ୩ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ରାଜ୍ୟ ସରକାର ଏହାକୁ ଗୁରୁତ୍ୱର ସହ ନେଇଛନ୍ତି  । ତେଣୁ ଜିଲ୍ଲାରେ ଜାରି ରହିଥିବା କଣ୍ଟେନମେଣ୍ଟ ଓ ସର୍ଭେଲନ୍ସ କାର୍ଯ୍ୟକୁ ତଦାରଖ କରିବା ପାଇଁ ଦୁଇଜଣ ବରିଷ୍ଠ ଅଧିକାରୀଙ୍କୁ ଡେପୁଟେସନରେ ପଠାଯାଇଛି  ।…

କୃଷକ ମୋର୍ଚା ଦ୍ୱାରା କରୋନା ଯୋଦ୍ଧାଙ୍କୁ ସମ୍ମାନ

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : କରୋନା ମହାମାରୀରୁ ଜନସାଧାରଣଙ୍କୁ ସୁରକ୍ଷା ଦେବା ପାଇଁ କାର୍ଯ୍ୟରତ ପୋଲିସ କର୍ମଚାରୀ, ସ୍ୱାସ୍ଥ୍ୟକର୍ମି ଓ ପ୍ରଶାସନୀକ ଅଧିକାରୀ ମାନଙ୍କୁ ଉତ୍ସାହିତ  କରିବା ଉଦେଶ୍ୟରେ ବିଭିନ୍ନ ଅନୁଷ୍ଠାନ  ଆଗେଇ ଆସୁଥିବା ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷିରେ ନୟାଗଡ଼…

ଲକଡାଉନ: ଚିନ୍ତା ଆଉ ଆଶଙ୍କାରେ ପିଆଜ ଚାଷୀ 

କୋମନା (ଶାସକପ୍ରଶାସକ)- ସାରା ଦେଶରେ ମେ ୧୭ ଯାଏଁ ଲକଡାଉନ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଯାହାର ପ୍ରଭାବ ଚାଷୀକୂଳ ଉପରେ ପଡିଛି । ନୂଆପଡା ଜିଲା କୋମନା ବ୍ଲକ ର ପିଆଜ ଚାଷୀ ବର୍ତମାନ ଚିନ୍ତାରେ । ଗୋଟିଏ ପଟେ ବର୍ଷା ସାଙ୍ଗକୁ କୁଆପଥର ମାଡ ଚାଷକୁ କ୍ଷତି କରିଥିବା ବେଲେ ଏବେ ଲକଡାଉନ…

ରାଜ୍ୟରେ ଚିକିତ୍ସାଧୀନ କରୋନା ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର(ଶାସକ ପ୍ରଶାସକ) ଦୁଃଖ ଖବର | ରାଜ୍ୟରେ କରୋନା ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେବା ଅବସ୍ଥାରେ ରୋଗୀଙ୍କ ମୃତ୍ୟୁ ଘଟିଛି | ମୃତ ବ୍ୟକ୍ତି ଜଣକ ଭୁବନେଶ୍ୱର ମଧୁସୂଦନ ନଗରର | ତାଙ୍କ ବୟସ ୭୭ ବର୍ଷ | ସେ କୀମସ କୋଭିଡ ହସ୍ପିଟାଲରେ କରୋନା ପଜିଟିଭ ଭାବେ ଚିହ୍ନଟ ହୋଇ ଚିକିତ୍ସିତ…

ବାହାର ରାଜ୍ୟରୁ ମୟୂରଭଞ୍ଜକୁ ଘର ବାହୁଡ଼ା ଯୁବକ ଯୁବତୀମାନଙ୍କ ନିମନ୍ତେ ନୂତନ ଯୋଜନା କାର୍ଯ୍ୟକାରୀ ଦାବି

ବାରିପଦା(ଦିଲ୍ଲୀପ ମହାନ୍ତି )- କରୋନା ମୁକାବିଲା ନିମନ୍ତେ ଲକ୍ ଡ଼ାଉନ ପରେ ବାହାର ରାଜ୍ୟକୁ ଯାଇଥିବା ଲକ୍ଷ ଲକ୍ଷ ଯୁବକ ଯୁବତୀମାନଙ୍କର ଘର ବାହୁଡ଼ା ପଞ୍ଜିକରଣ ଓଡ଼ିଶା ବିକାଶର ଅସଲ ଚିତ୍ର ଉପରୁ ପରଦା ହଟାଇ ଦେଇଛି ।  ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାକୁ ଫେରିବା ନିମନ୍ତେ ୩୦…

ପରଲୋକରେ ଶିକ୍ଷାବିତ୍ ଶତ୍ରୁଘନ ମନ୍ତ୍ରୀ

ବାରିପଦା(ଦିଲ୍ଲୀପ ମହାନ୍ତି )- ଆଜି ଅପରାହ୍ନ ୨ଟା ସମୟରେ ବାରିପଦା ପୌରପରିଷଦର ତୁଳସୀଚଉରା ନିବାସୀ ବିଶିଷ୍ଟ ଶିକ୍ଷାବିତ୍ ତଥା ସମାଜସେବୀ ଶତ୍ରୁଘନ ମନ୍ତ୍ରୀଙ୍କର ୮୧ ବର୍ଷ ବୟସରେ ତାଙ୍କର ବାସଭବନରେ ପରଲୋକ ହୋଇଯାଇଛି । ଏହି ସମୟରେ ପ୍ରତିରକ୍ଷା ବିଭାଗରୁ ଅବସର ଗ୍ରହଣ କରିଥିବା ଜ୍ୟେଷ୍ଠ …

କ୍ୱାରେଣ୍ଟାଇନ ସେଣ୍ଟର ଓ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ବୁଲି ସ୍ଥିତି ପରଖିଲେ ମନ୍ତ୍ରୀ ସୁଦାମ

ବାରିପଦା(ଦିଲ୍ଲୀପ ମହାନ୍ତି )- ଓଡ଼ିଶା ରାଜସ୍ୱ ଓ  ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁଦାମ ମାର୍ଣ୍ଡି ବାରିପଦା ଗସ୍ତରେ ଆଦି ପ୍ରୟାସ ଭବନ ପରିସରରେ କ୍ୱାରେଣ୍ଟାଇନ ସେଣ୍ଟର ପରିଦର୍ଶନରେ ଯାଇ ସେଠାରେ ରାଜସ୍ଥାନ ରାଜ୍ୟ କୋଟାରୁ ଫେରି ସଙ୍ଗରୋଧରେ ରହିଥିବା ଛାତ୍ରଛାତ୍ରୀ, ଅଭିଭାବକମାନଙ୍କ ସହିତ…