ବାଧ୍ୟ ହୋଇ ରାସ୍ତାକୁ ଓହ୍ଲାଇଲେ ଯମ, ଚିତ୍ରଗୁପ୍ତଙ୍କ ସହ କରୋନା
http://www.youtube.com/watch?v=aBeTYieC7NU
ଗଜପତି ଜିଲ୍ଲା ପୋଲିସ୍ ପ୍ରଶାସନର ନୂତନ ପ୍ରୟାସ
ଯମରାଜ , ଚିତ୍ରଗୁପ୍ତ ଓ କରୋନାକୁ ନେଇ ପଥପ୍ରାନ୍ତ ନାଟକ ମାଧ୍ୟମରେ ଲୋକଙ୍କୁ ସଚେତନତା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି…