ଚବିଶି ଘଂଟାରେ ୫୩,୬୦୧ ଆକ୍ରାନ୍ତ, ୮୭୧  ମୃତ 

0

ନୂଆଦିଲ୍ଲୀ (ଶାସକ ପ୍ରଶାସକ) ଆଜି ସାରା ଦେଶରେ ଗତ ୨୪ ଘଣ୍ଟା ଭିତରେ ୫୩,୬୦୧  କୋଭିଡ ପଜିଟିଭ କେଶ ଚିହ୍ନଟ ହୋଇଥିବା ବେଳେ  ୮୭୧ ଜଣଙ୍କ ମୃତ୍ୟୁ ହୋଇଛି | ଦେଶରେ ମୋଟ ପଜିଟିଭଙ୍କ ସଂଖ୍ୟା  ୨୨,୬୮,୬୭୬ ହୋଇଥିବା ବେଳେ ସକ୍ରିୟ ଅଛନ୍ତି  ୬,୩୯,୯୨୯  ଜଣ | ଏ ଯାବତ ଦେଶରେ ୧୫,୮୩,୪୯୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି | ମୃତ୍ୟୁ ସଂଖ୍ୟା  ୪୫,୨୫୭ରେ ପହଂଚିଛି | ବର୍ତ୍ତମାନ ଦେଶରେ ସକ୍ରିୟ କରୋନା ଆକ୍ରାନ୍ତ ୨୮.୨୧% ରହିଥିବା ବେଳେ ୬୯.୮୦% ସୁସ୍ଥ ହୋଇ ଡାକ୍ତରଖାନାରୁ ଛାଡ ପାଇଲେଣି | ଆଉ ମୃତ୍ୟୁ ହାର ରହିଛି ୧.୯୯% | 

Leave A Reply

Your email address will not be published.