କରୋନା ଯନ୍ତ୍ରଣା ବେଳେ ସହାୟତାର ହାତ ବଢ଼ାଇ ଦେଇଛି ଲାୟନସ କ୍ଲବ ଭୁବନେଶ୍ୱର
ଭୁବନେଶ୍ୱର (ଶାସକ ପ୍ରଶାସକ) ମହାମାରି କରୋନାର କଡା ମୁକାବିଲା କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍ ଡାଉନ୍ ଘୋଷଣା କରାଯାଇଛି । ଏଭଳି ସଙ୍କଟମୟ ସମୟରେ ଅଭାବୀ-ଗରିବ ଲୋକମାନେ କାମଧନ୍ଦା ଅଭାବ ଯୋଗୁଁ ଖାଇବା ଓ ଚଳିବା କ୍ଷେତ୍ରରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ…