ଦାବି ସତ୍ତ୍ୱେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିଷ୍କ୍ରିୟତା ଯୋଗୁଁ ଜଳକଷ୍ଟ ଜାରି : ଜଳ ଯୋଗାଣ ପାଇଁ ରାସ୍ତା ଅବରୋଧ   

ସମ୍ବଲପୁର(ରମାକାନ୍ତ ବିଶ୍ବାଳ ) - ପ୍ରତ୍ୟେକ ବର୍ଷ ପରି ଏଇ ବର୍ଷ ମଧ୍ୟ ଗ୍ରୀଷ୍ମ ଋତୁରେ ଜଳକଷ୍ଟ ଭୋଗୁଛନ୍ତି ସମ୍ବଲପୁର ସହରର ବିଭିନ୍ନ ଅଞ୍ଚଳବାସୀ । ଏହି ମର୍ମରେ ଅଞ୍ଚଳର ଜଳକଷ୍ଟ ସମସ୍ୟା କୁ ନେଇ ଗତ ୧୧ ତାରିଖ ଦିନ ସମ୍ବଲପୁର ମହାନଦୀ ମଣ୍ଡଳ ପକ୍ଷରୁ ସମ୍ବଲପୁର ଜନ ସ୍ଵାସ୍ଥ୍ୟ  ବିଭାଗ ର…

ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତ କରି ମୁଖ୍ୟମନ୍ତ୍ରୀଙ୍କୁ ବିରୋଧୀ ଦଳ ନେତା କଲେ ଅନୁରୋଧ 

 କରୋନା ଯୁଦ୍ଧରେ ସାମିଲ ସମସ୍ତ ପଂଚାୟତ କର୍ମଚାରୀମାନଙ୍କୁ ବୀମାଭୁକ୍ତ କରାଯାଉ : ପ୍ରଦୀପ୍ତ  ଭୂବନେଶ୍ୱର(ଶାସକ ପ୍ରଶାସକ): ବୈଶ୍ୱିକ ମହାମାରୀ କରୋନା ବିରୁଦ୍ଧ ଯୁଦ୍ଧରେ ସାମିଲ ଥିବା କାର୍ଯ୍ୟରତ ସମସ୍ତ ପଂଚାୟତ କର୍ମଚାରୀମାନଙ୍କୁ ବୀମାଭୁକ୍ତ କରିବା ପାଇଁ ବିରୋଧୀ ଦଳ ନେତା ଶ୍ରୀ…

 ପ୍ରବାସୀଙ୍କୁ ହୃଦୟ ଖୋଲା ସ୍ୱାଗତ ଏତେ ହେଲା, ଯେ ସେମାନେ ଆସି ରାସ୍ତାରେ 

ନିମ୍ନ ମାନର ଖାଦ୍ୟକୁ ନେଇ କ୍ୱାରେଣ୍ଟାଇନ ସେଣ୍ଟରରେ ତାତିଲେ ଅନ୍ତେବାସୀ ରାଜପଥ ଅବରୋଧ କରି ପଦାରେ ପକେଇଲେ ଅଧିକାରୀଙ୍କ ଗୁମର  ବୋୖଦ୍ଧ(ଦୋଳଗୋବିବ୍ଦ ନାଏକ) :  ବୋୖଦ୍ଧ ଜିଲ୍ଲା ଆଜି ପର୍ଯ୍ୟନ୍ତ 4 ଜଣ କରୋନା ପଜେଟିଭ ବାହାରିବା ପରେ ଜିଲ୍ଲାବାସୀଙ୍କ ମଧ୍ୟରେ ଗୋଟିଏ ପ୍ରକାର ଆତଙ୍କ ଖେଳି…

ବେଲପଦର୍ କେନାଲରୁ ମିଳିଲା ମୃତ ଦେହ।

ଟିଟିଲାଗଡ ( ଗୌରବ ଦର୍ଜୀ):ଆଜି ସକାଳୁ ଟିଟିଲାଗଡ ପୋଲିସ ଷ୍ଟେସନ ଅନ୍ତର୍ଗତ  ବେଲପଦର୍ ଗ୍ରାମ ର କେନାଲ ନିକଟରୁ ପୋଲିସ  ଏକ ମୃତ ଦେହ ଉଦ୍ଧାର କରିଛି। ମୃତ ବ୍ୟକ୍ତି ଟି ହେଉଛନ୍ତି ସିରୁଲ୍ ଗ୍ରାମ ର ସୁରେଶ ବଗର୍ତ୍ତୀ। ମୃତକ ଙ୍କ ବୟସ ୫୫ ବର୍ଷ ବୋଲି ଜଣାପଡିଛି।  ସେ ଗତ କଲି  ସକାଳେ କାମ…

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଏସିଟିଓ ସଂଘ ପକ୍ଷରୁ 1 ଲକ୍ଷ ଟଙ୍କାର ସହାୟତା

ଭୁବନେଶ୍ୱର(ଶାସକ ପ୍ରଶାସକ): କରୋନା ମହାମାରୀ ବିରୋଧରେ ସମଗ୍ର ବିଶ୍ୱ ଲଢୁଥିବା ବେଳେ ଓଡିଶା ସରକାର ମଧ୍ୟ ଏହି ମହାମାରୀର ମୁକାବିଲା କରିବା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି । କରୋନା ବିରୋଧୀ ଏହି ଲଢେଇରେ ସହାୟତାର ହାତ ବଢ଼ାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ…

ନୂଆ 65 ସହ 737ରେ କରୋନା

ଭୁବନେଶ୍ୱର : ରାଜ୍ୟରେ ଆଉ ୬୫ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବିଷୟ ସୂଚନା ଦେଇଛନ୍ତି ରାଜ୍ୟ ସରକାର । ଏମାନଙ୍କୁ ମିଶାଇ ଚିହ୍ନଟ ଆକ୍ରାନ୍ତଙ୍କ ସଂଖ୍ୟା 737ରେ ପହଞ୍ଚୀଛି । ଆଜି ସକାଳେ ୮ଟି ଜିଲ୍ଲାରେ  ଚିହ୍ନଟ ହୋଇଥିବା ହୋଇଛନ୍ତି । ସେଥିମଧ୍ୟରୁ ଯାଜପୁରରୁ ୩୧, ଗଞ୍ଜାମରୁ ୧୩, କଟକରୁ…

ରେଢ଼ାଖୋଲ ରୁ ସଂଗ୍ରହ ହେଲା ୬୩ ସ୍ୱାବ୍     

 ରେଢ଼ାଖୋଲ ଉପଖଣ୍ତ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ  : ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ୍ ର ବିଭିନ୍ନ ସଂଗରୋଧ କେନ୍ଦ୍ର ରେ ରହିଥିବା ପ୍ରବାସୀ ଓଡିଆ ଙ୍କ ଠାରୁ ସଂଗ୍ରହ କରାଯାଇଛି ୬୩ ସ୍ୱାବ୍ I ସୂଚନା ଯୋଗ୍ୟ ଯେ , ସମ୍ବଲପୁର ରୁ ଏକ ସ୍ୱତନ୍ତ୍ର ଡ଼ାକ୍ତରୀ ଟିମ ଆସି ସ୍ୱାବ…

ଅସହାୟଙ୍କ ଦେବଦୁତ ସାଜିଛି ଜୟ ଜବାନକ୍ଳବ

ମେଲଛାମୁଣ୍ଡା(ମନୋଜ ଭୋଇ)-ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ଦିପ୍ତିପୁରସ୍ଥିତ ଜୟ ଜବାନ କ୍ଳବ ଅସହାୟଙ୍କ ପାଇଁ ଦେବଦୁତ ପାଲଟିଛି । ଲକ ଡାଉନ ସମୟରେ ଗରିବ, ଅସହାୟ, ବୃଦ୍ଧ, ବୃଦ୍ଧା, ବିକଳାଙ୍ଗ ମାନଙ୍କୁ ଘରକୁ ଘର ବୁଲି ଶୁଖିଲା ଖାଦ୍ୟ ବଂଟନ କରି ଜନସାଧାରଣଙ୍କ ପ୍ରିୟ ଭାଜନ ହୋଇଥିବା ବେଳେ ଏବେ…

ସିଜିନାଲ କେନ୍ଦୁପତ୍ର ଛଟେଇ କର୍ମଚାରୀଙ୍କ ପ୍ରତିବାଦ ସଭା:ଆଗାମୀ ଦିନରେ ପୁଣି ହେବ ଲଢେଇ

ମେଲଛାମୁଣ୍ଡା,(ମନୋଜ ଭୋଇ)-ବରଗଡ ଜିଲ୍ଳା ମେଲଛାମୁଣ୍ଡାସ୍ଥିତ କେନ୍ଦୁପତ୍ର ରେଂଜ କାର୍ଯ୍ୟାଳୟ ପରିସରରେ ଗୁରୁବାର ଅପରାହ୍ନରେ ରେଂଜ ଅଧିନସ୍ଥ ସମସ୍ତ ମୁନସି ଏବଂ ଚପରାସି ମାନଙ୍କୁ ନେଇ ଏକ ପ୍ରତିବାଦ ସଭା ଅନୁଷ୍ଠିତ  ହୋଇଥିଲା । ଏଥିରେ ଡିଭିଜନ ସଂପାଦକ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ…

ସିଜିନାଲ କେନ୍ଦୁପତ୍ର ଛଟେଇ କର୍ମଚାରୀଙ୍କ ପ୍ରତିବାଦ ସଭା:ଆଗାମୀ ଦିନରେ ପୁଣି ହେବ ଲଢେଇ

ମେଲଛାମୁଣ୍ଡା,(ମନୋଜ ଭୋଇ)-ବରଗଡ ଜିଲ୍ଳା ମେଲଛାମୁଣ୍ଡାସ୍ଥିତ କେନ୍ଦୁପତ୍ର ରେଂଜ କାର୍ଯ୍ୟାଳୟ ପରିସରରେ ଗୁରୁବାର ଅପରାହ୍ନରେ ରେଂଜ ଅଧିନସ୍ଥ ସମସ୍ତ ମୁନସି ଏବଂ ଚପରାସି ମାନଙ୍କୁ ନେଇ ଏକ ପ୍ରତିବାଦ ସଭା ଅନୁଷ୍ଠିତ  ହୋଇଥିଲା । ଏଥିରେ ଡିଭିଜନ ସଂପାଦକ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ…