ଶ୍ରୀ ହନୁମାନ ଚାଳିଶା ସୁନ୍ଦରକାଣ୍ଡ ପାରାୟଣ ପ୍ରବଚନ ଜ୍ଞାନ ଯଜ୍ଞ
ଓଡ଼ଗାଁ୨୨।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ଦଲକ ଛକସ୍ଥିତ ମା’ ଗୟଳ ସିଂହ ମନ୍ଦିର ପ୍ରାଙ୍ଗଣରେ ଚାଲିଥିବା ୫ମ “ଶ୍ରୀ ହନୁମାନ ଚାଳିଶା ସୁନ୍ଦରକାଣ୍ଡ ପାରାୟଣ ପ୍ରବଚନ ଜ୍ଞାନ ଯଜ୍ଞ” ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛି। ପୁରୀର ବ୍ୟାସସନ୍ଥ ଶିବରାମ ଦାସ…