ବିଧାୟକଙ୍କ ଦ୍ୱାରା ବୃକ୍ଷରୋପଣ କାର୍ଯ୍ୟକ୍ରମ
ଲୋଇସିଂହା : ଲୋଇସିଂହା ବିଧାୟକ ଡ.ମୁକେଶ ମହାଳିଙ୍ଗଙ୍କ ଦ୍ଵାରା ବୁଢ଼ୀପଦର ଗ୍ରାମ ପଂଚାୟତରେ ଚାରା ରୋପଣ କାରମ ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ଲକ୍ଷ୍ମୀ ପଧାନଙ୍କ ଉପସ୍ଥିତିରେ ସ୍ଥାନୀୟ ହାଇସ୍କୁଲ ପରିସର, ଖେଳ ପଡିଆ ତଥା ଗୁହୁରୀ ବନ୍ଧ ନିକଟରେ ପ୍ରାୟ ଦୁଇଶହ ଚାରା ରୋପଣ କରାଯାଇଥିଲା ।…