ରାଜ୍ୟବାସୀଙ୍କୁ ତାଗିଦ କଲେ ଡିଜିପି : ନିୟମ ନମାନିଲେ ଆବଶ୍ୟକ ସ୍ଥଳେ ବାଂଧିବୁ

ମାସ୍କ ପିନ୍ଧିବା, ଛେପ ନପକାଇବା ତଥା କର୍ଫ୍ୟୁକୁ ମାନିବାକୁ ଦେଲେ ଚେତାବନୀପୁର୍ଣ ପରାମର୍ଶ   ରାତ୍ରିକାଳୀନ କର୍ଫ୍ୟୁ : କେନ୍ଦ୍ର ସରକାରଙ୍କ ନିୟମ ନୁହେ, ରାଜ୍ୟ ସରକାରଙ୍କ ନିଷ୍ପତ୍ତି କାର୍ଯ୍ୟକାରୀ ହେବ  ଭୁବନେଶ୍ୱର: କରୋନା ପାଇଁ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ତାକୁ ସମସ୍ତ…

ସମସ୍ତେ ମିଳିମିଶି ଗାନ କଲେ ‘ବନ୍ଦେ ଉତ୍କଳ ଜନନୀ’ 

http://www.youtube.com/watch?v=ud7lsveg3VI ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହି : ଦେଶରେ ଚାଲିଛି କରୋନା ବିରୋଧରେ ସଂଗ୍ରାମ । ଓଡିଶା ସରକାର ବି ଏଇ ଭୁତାଣୁ ବିରୋଧରେ ସଶକ୍ତ ଲଢେଇ ଜାରି ରଖିଛନ୍ତି । ବାସ୍ତବିକ ଗ୍ରାଉଣ୍ଡ ଜିରୋରେ ଏ ଲଢ଼େଇକୁ ଜୀବନ ବାଜି ଲଗେଇ ଲଢ଼ୁଛନ୍ତି…

ପୁଣି ସୁସ୍ଥ ହେଲେ ୧୧୯ ଜଣ 

ଭୁବନେଶ୍ୱର (ଶାସକ ପ୍ରଶାସକ) ରାଜ୍ୟରେ ଆଜି ରେକର୍ଡ ସଂଖ୍ୟକ ୧୫୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇ କରୋନା ପଜିଟିଭ ସଂଖ୍ୟା  ୨,୧୦୪ରେ ପହଁଚିଥିବା ବେଳେ ପୁଣି ଆଜି ସୁସ୍ଥ ହୋଇଛନ୍ତ ୧୧୯ ଜଣ | ଫଳରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୮୫୦ ରହିଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ୧,୨୪୫ ରେ ପହଂଚିଛି |ଆଜି…

ଉପକାରାଗାରକୁ ୫ଟି କୁଲର ଦାନ କଲେ ପାଟଣାଗଡ ବିଧାୟକ

ପାଟଣାଗଡ/ ବିମଳ କୁମାର ବାଗ: ରାଜ୍ୟରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଯାହା ଫଳରେ ଅସହୟ ଗୁଲୁଗୁଲି ଅନୁଭୁତ ହେବା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ । ସୂର୍ଯ୍ୟର ପ୍ରଖର କରିଣ ଯୋଗୁଁ ଦିନ ୧୦ ପରେ ଅତ୍ୟଧିକ ତାପମାତ୍ରା ବଢିବାରୁ ଲୋକେ ବାହାରକୁ ବାହାରି ପାରୁନାହାନ୍ତି ।…

ଚମ୍ପୁଆରେ ତୃତୀୟ କରୋନା ରୋଗୀ ଚିହ୍ନଟ

ଚମ୍ପୁଆ (ଶାସକ ପ୍ରଶାସକ)  ଚମ୍ପୁଆରେ ତୃତୀୟ କରୋନା ରୋଗୀ  ଚିହ୍ନଟ ହୋଇଛନ୍ତି। ୪୫ ବର୍ଷ ବୟସ୍କ  ସମ୍ପୃକ୍ତ ବ୍ୟକ୍ତିଙ୍କ ଘର ଚମ୍ପୁଆ ଅଞ୍ଚଳରେ ହୋଇଥିବା ସେ ଛତିଶଗଡରେ କାମ କରୁଥିଲେ। ସେ ଛତିଶଗଡ଼ରୁ ଏକ ସାଇକେଲ ଯୋଗେ ଚମ୍ପୁଆକୁ ଫେରିଥିଲେ। ୧୭ ତାରିଖ ଦିନ ସେ  ଚମ୍ପୁଆରେ ପହଞ୍ଚି ମହତାବ…

ଓଡିଶାରେ ନାଇଟ୍ କର୍ଫ୍ୟୁ ସନ୍ଧ୍ୟା ୭ ରୁ ସକାଳ ୭ ଯାଏଁ ବଳବତ୍ତର : ୧୧ ଜିଲ୍ଲାରେ ସପ୍ତାହାନ୍ତ ସମ୍ପୂର୍ଣ  ଲକ ଡାଉନ 

ଜୁନ୍ ରେ କରୋନା ଆହୁରି ବଢିପାରେ, ଜୁନ୍ ମାସ ଆମକୁ ସର୍ବାଧିକ ସତର୍କ ରହିବାକୁ ହେବ ଜୁଲାଇ ୩୧ ଯାଏଁ ରାଜ୍ୟର ସମସ୍ତ ସ୍କୁଲ କଲେଜ ଓ କୋଚିଂସେଣ୍ଟର ବନ୍ଦ  ମାସ୍କ ନ ପିନ୍ଧିଲେ ଜୋରିମାନା, ପ୍ରଥମ ଦିଥର ୫୦୦,୩ୟ ଥରଠୁ ୧୦୦୦ ବାହାରେ ଛେପ ପକାଇଲେ ବି ଗଣିବେ ୫୦୦ ଟଙ୍କା…

ରାୟଗଡ ପୋଲିସର ସଫଳତା : ଧରିଲା କୋଟିଏ ଟଙ୍କାର ଗଞ୍ଜେଇ

 ଗୁଣୁପୁର ଉପଖଣ୍ଡ ରୁ ସିଦ୍ଧାର୍ଥ ଦାଶ ଙ୍କ ରିପୋର୍ଟ ::  ଗତ ମେ ୩୧ ତାରିଖ ଦିନ ଗୁଡାରି ଥାନାର ଏସ.ଆଇ ପି ଜେନା ଥାନାର ଅନ୍ୟ କର୍ମଚାରୀ ମାନଙ୍କ ସହ ପେଟ୍ରୋଲିଂ କରୁଥିବା ସମୟରେ ଗୁଡାରି ଥାନା ଅଧିନସ୍ତ  ଖାରିଗୁଡାର ଏକ ଭାଲିଆ ତୋଟାରେ କିଛି ବ୍ୟକ୍ତି ଗଞ୍ଜେଇ ପ୍ୟାକିଙ୍ଗ କରୁଥିବା ଖବର…

ବୌଦ୍ଧ ରେ ଚିହ୍ନଟ ହୋଇଥିବା କରୋନା ପଜିଟିଭ୍ ଆଡେଣିଗଡ଼ କ୍ୱାରେଣ୍ଟାଇନ ରୁ

ହରଭଙ୍ଗା :- ପ୍ରତାପ ମେହେର //ବୌଦ୍ଧ ଜିଲ୍ଲାରୁ ପୂର୍ବରୁ ବାହାରିଥିବା ୩୩ଟି କରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ବୌଦ୍ଧ କରୋନା ମୁକ୍ତ ହେଲା ବୋଲି ଆଲୋଚନା ହେଉଥିଲା । ହେଲେ  ବୌଦ୍ଧ କରୋନା ମୁକ୍ତ ହେବାର ୨୪ ଘଣ୍ଟା ମଧ୍ୟରେ ପୁଣି ଜଣେ କରୋନା ସଂକ୍ରମିତ ତାଲିକାରେ ଯୋଡି…

ରାସ୍ତା ତଳକୁ ଖସିଲା କାର

ହରଭଙ୍ଗା :- ପ୍ରତାପ ମେହେର // ଗତ ରାତିରେ ଜାତୀୟ ରାଜପଥ ନମ୍ବର ୫୭ର ବୌଦ୍ଧସହର ଉପକଣ୍ଠ ହରଭଙ୍ଗା ବ୍ଲକ୍ ସରସରା ପଞ୍ଚାୟତ ର  ରଇଠାଣୀ ଗ୍ରାମ ନିକଟରେ ଏକ ଇଣ୍ଡିକୋ ଗାଡି ଭାରସାମ୍ୟ ହରାଇ ରାସ୍ତାତଳକୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ଇଣ୍ଡିକୋର ପଞ୍ଜିକରଣ ନମ୍ବର ହେଉଛି…

କରୋନାର ରେକର୍ଡ ହାଇ ଜମ୍ପ : ନୂଆ 156 ପଜିଟିଭ ସହ ଆକ୍ରାନ୍ତଙ୍କ ସଂଖ୍ୟା 2104

କେନ୍ଦ୍ରାପଡାରେ ହାପ  ସେଞ୍ଚୁରୀ ମାରିଲା କରୋନା ଭୁବନେଶ୍ବର : ଆଜି ନୂଆ ୧୫୬  କରୋନା ପଜିଟିଭ ସହ ଆକ୍ରାନ୍ତଙ୍କ ସଂଖ୍ୟା  ୨୧୦୪ ରେ ପହଞ୍ଚିଛି ।  ସକ୍ରିୟଙ୍କ ସଂଖ୍ୟା 969 ରହିଥିବା ବେଳେ ଏ ଯାଏ ସୁସ୍ଥ ହେଲେନା ୧୧୨୬  ଜଣ  । ମୃତ୍ୟୁ ସଂଖ୍ୟା ରହିଛି ୭  | ଆଜିର ଆକ୍ରାନ୍ତଙ୍କ  ମଧ୍ୟରେ…