“ବନ୍ଦେ ଉତ୍କଳ ଜନନୀ”କୁ ସରକାରୀ ସ୍ବୀକୃତି ପାଇଁ ବିଶ୍ବ ଓଡ଼ିଆ ସମ୍ମିଳନୀର ମୁଖ୍ୟମନ୍ତ୍ରୀଙ୍କୁ ଚିଠି
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନରେ ଓଡ଼ିଶା ସମେତ ଦେଶବିଦେଶରେ ଗାନ କରାଯାଇଥିଲା ଉତ୍କଳ ସଂଗୀତ "ବନ୍ଦେ ଉତ୍କଳ ଜନନୀ"ର ସଫଳତା ପାଇଁ ଓଡ଼ିଶାର ଭାଷାଭିତ୍ତିକ ଅନୁଷ୍ଠାନ ପକ୍ଷରୁ ସଭାପତି ଡକ୍ଟର ମୁରଲୀ ମନୋହର ଶର୍ମା , ସମ୍ପାଦକ ବିଭୁପ୍ରସାଦ ନାୟକ ( ଧର୍ମଛଡା)…