ବାହାଘର ହେଲା : ବାଜା ବାଜିଲାନି ବରଯାତ୍ରୀ ନଥିଲେ 

ଆଦର୍ଶ ବିବାହ ପରେ ବିବାହ ଖର୍ଚ୍ଚକାଟ ବାବଦ ରାଶି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀଙ୍କ ରିଲିଫପାଣ୍ଠିକୁ  ନିଆରା  ଉଦାହରଣ ସୃଷ୍ଟି କଲେ ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତିରଞ୍ଜନ  ଭୁବନେଶ୍ୱର(ଶାସକ ପ୍ରଶାସକ): ଆଗରୁ ବାହାଘର ଠିକ ହୋଇସାରିଥିଲା | ହେଲେ କରୋନା ସାଜିଥିଲା…

ସାଂସଦ ନିଖୋଜ ପୋଷ୍ଟର ମାମଲା ଗିରଫଦାରୀକୁ  କଂଗ୍ରେସର ନିନ୍ଦା

ବାଲେଶ୍ୱର(ଶାସକ ପ୍ରଶାସକ): କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ନିଖୋଜ ପୋଷ୍ଟର ମାମଲାରେ ଦୁଇଜଣଙ୍କ ଗିରଫକୁ ନେଇ କଂଗ୍ରେସ ଦଳ ପକ୍ଷରୁ ଦୃଢ଼ ବିରୋଧ କରାଯାଇଛି । ଏନେଇ ରାଜ୍ୟ ଛାତ୍ର କଂଗ୍ରେସ ପକ୍ଷରୁ ନିରବ ପ୍ରଦିବାଦ ପ୍ରଦର୍ଶିତ ହୋଇଥିବା ବେଳେ ବାଲେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ…

ମୋଦି ସରକାରଙ୍କ ଦ୍ୱିତୀୟ ପାଳି:  ବିକାଶର ବର୍ଷିକିଆ ରିପୋର୍ଟ କାର୍ଡ ରଖିଲେ କେନ୍ଦ୍ରମନ୍ତ୍ରୀ

ବାଲେଶ୍ୱର,(ଶାସକ ପ୍ରଶାସକ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର କଥାରେ ନୁହେଁ ବରଂ ସର୍ବଦା କାର୍ଯ୍ୟରେ କରି ଦେଖାଇ ଥାଏ ବୋଲି  କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦମ୍ଭର ସହ ପ୍ରକାଶ…

କସ୍ତୁରବା ଗାନ୍ଧୀ ମାତୃନିକେତନରେ ସବୁ ଅଭିଯୋଗର ତଦନ୍ତ କଲେ ଜିଲ୍ଲାସ୍ତରୀୟ ଅଧିକାରୀ

ବରଗଡ :- ଦିନଥିଲା ସମଗ୍ର ପଶ୍ଚିମ ଓଡିଶାରେ କସ୍ତୁରବା ଗାନ୍ଧୀ ମାତୃନିକେତନ ନିଜର ନିଃସ୍ୱାର୍ଥପର ସେବା ପାଇଁ ବେଶ ସୁନାମ ଅର୍ଜନ କରିଥିଲା । ମହାନ ସ୍ୱାଧୀନତା ସଂଗ୍ରାମୀ ପାର୍ବତୀ ଗିରି ( ବଡମାଁ ) ଙ୍କର ଦ୍ୱାରା ସ୍ଥାପନ କରାଯାଥିବା ଏହି ଅନୁଷ୍ଠାନ ଗତ କିଛି ବର୍ଷ ହେଲା କ୍ରମାଗତ ଭାବରେ…

ସ୍ବେଚ୍ଛାସେବୀ ସଂଗଠନର ପ୍ରତିନିଧିମାନଙ୍କୁ ନେଇ ୱେବିନାର

ଭୁବନେଶ୍ୱର(ଶାସକ ପ୍ରଶାସକ): ପରିଚୟ ଫାଉଣ୍ଡେସନ ଓ ଜୟ ଓଡ଼ିଶା ର ମିଳିତ ଆନୁକୁଲ୍ୟରେ ଏକ ୱେବିନାର ସଂଗଠିତ ହୋଇସାରିଛି। ଏଥିରେ ଭୁବନେଶ୍ଵରର ପ୍ରାୟ ୧୦୦ ଟି ସ୍ବେଚ୍ଛାସେବୀ ସଂଗଠନର ପ୍ରତିନିଧିମାନେ ଯୋଗ ଦେଇଥିଲେ। ଏହି ସମ୍ମିଳନୀର ବିଷୟବସ୍ତୁ ଥିଲା " ଲିଭିଂ ୱିଥ କୋଭିଡ୍-୧୯: ସର୍ଭାଇବଲ୍…

ଅଗମ୍ୟ ଅଂଚଳରେ ଫସି ରହିଥିବା ପ୍ରବାସୀ ଓଡ଼ିଆଙ୍କୁ ଫେରାଇ ଆଣିବାକୁ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ଅଭିଯାନ 

   ଉତ୍ତର ପୁର୍ବାଞ୍ଚଳର ରାଜ୍ୟମାନଙ୍କରୁ ସମସ୍ତ ବ୍ୟବସ୍ଥା କରି  ବିମାନରେ ଫେରାଇ ଆଣୁଛନ୍ତି ରାଜ୍ୟ ସରକାର   ଭୁବନେଶ୍ୱର (ଶାସକ ପ୍ରଶାସକ) : ସମଗ୍ର ଦେଶରେ କରୋନା ମହାମାରୀ ମୁକାବିଲା ପାଇଁ ଚାଲିଥିବା ଲକ ଡାଉନ ପରିପ୍ରେକ୍ଷୀରେ ଦେଶର  ବିଭିନ୍ନ ସ୍ଥାନରେ ଫସି ରହିଥବା ଓଡିଆମାନଙ୍କୁ…

ସୁସ୍ଥ ହେଲେ ୯୧ଜଣ କରୋନା ଆକ୍ରାନ୍ତ 

ଭୁବନେଶ୍ୱର : ରାଜ୍ୟରେ ଆଉ ୯୧ ଜଣ କରନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ଫଳରେ ସୁସ୍ଥ ହୋଇଥବା ଆକ୍ରାନ୍ତଙ୍କ ସଂଖ୍ୟା ୧,୪୧୬କୁ ବୃଦ୍ଧି ପାଇଛି |  ଆଜି ସୁସ୍ଥ ହୋଇଥିବା  ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୋଳର  ୫ ଜଣ , ବାଲେଶ୍ୱର ୫ ଜଣ, ବରଗଡ଼ ୨ଜଣ, ଭଦ୍ରକ ୩ ଜଣ,  ବଲାଙ୍ଗିର ୯ଜଣ, କଟକ ୨ ଜଣ,…

ଟିଟିଲାଗଡ ରେ ଆଧାର କାର୍ଡ ପାଇଁ ଲୋକ ହନ୍ତସନ୍ତ।

ଟିଟିଲାଗଡ (ଗୌରବ ଦର୍ଜୀ): Covid-19 ପାଇଁ ସାରା ଦେଶ ରେ ଲକ୍ ଡାଉନ୍ ଚାଲିଥିବା ବେଳେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର କିଛି ମାତ୍ର ରେ ରାହାତ୍ ଦେଇଛନ୍ତି। ସରକାରୀ କାର୍ଯ୍ୟ ପାଇଁ ସରକାର ଆଧାର କାର୍ଡ କୁ ଅନିବାର୍ଯ୍ୟ କରିଛନ୍ତି। ସମସ୍ତ ପ୍ରକାର ସରକାରୀ କାର୍ଯ୍ୟ ପାଇଁ ଆଧାର କାର୍ଡ…

ଆଜି “ଠ” ବୁଲେଇଦେଲା କରୋନା:  ଗୋଟିଏ ବାକିଥିଲା, ସେଠି ବି ବଇନି

 ଆଜି ପୁଣି ୧୪୩ ପଜିଟିଭ : ମୋଟ ପହଁଚିଲା ୨୩୮୮ରେ ଭୁବନେଶ୍ୱର (ଶାସକ ପ୍ରଶାସକ) : ଆଜି ଠ ବୁଲେଇଦେଲା କରୋନା | ବାକିଥିଲା ଗୋଟେ ଜିଲ୍ଲା, ବହୁଦିନ ଧରି ଫାଙ୍କ ଥିଲା | ସେଠି ବି ବଇନି କରିଦେଲା | ଶେଷ ଜିଲ୍ଲା ଭାବେ ଆଜି ରାୟଗଡାରେ ଚିହ୍ନଟ ହୋଇଛନ୍ତି କରୋନା ପଜିଟିଭ | ଆଜି ପୁଣି  କରୋନା …