ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ।
ବାରିପଦା(ଦିଲ୍ଲୀପ ମହାନ୍ତି)- : ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ ପଟିସାରି ପଞ୍ଚାୟତର ତେନ୍ତୁଳିଗାଁ ଗ୍ରାମର ରବୀନ୍ଦ୍ର ଦେହୁରୀ (୬୫) ଶନିବାର ରାତିରେ ଘରୁ ଖାଦ୍ୟ ନେଇ ହାଟ ପଡିଆରେ ଥିବା ଦୋକାନକୁ ନିଜ ମୋଫେଡ ଗାଡିରେ ଆସୁଥିବା ସମୟରେ କେତେକ ଦୁର୍ବୁତ୍ତମାନଙ୍କ ଆକ୍ରମଣର…