ନିଜ ପିଠି ଥାପୁଡାଇବା ବନ୍ଦ କରି ଦୈନିକ ୧୫ ହଜାର ଟେଷ୍ଟ କରାନ୍ତୁ ରାଜ୍ୟସରକାର :ବିଜେପି

 କରୋନା ରୋଗୀମାନଙ୍କ ପାଖକୁ ଯାଉଥିବା ଆଶା ଓ ଏଏନଏମ ଦିଦିଙ୍କୁ ପିପିଇ କିଟ୍ ଓ ଅନ୍ୟାନ୍ୟ ସୁରକ୍ଷା ସାମଗ୍ରୀ ଯୋଗାଇ ଦିଆଯାଉ  ରାଜ୍ୟ ସରକାର କ୍ୱାରେଂଟାଇନ ସେଂଟରେ ଥିବା ଲୋକମାନଙ୍କର ନିୟମିତ ଟେଷ୍ଟ କରନ୍ତୁ  କରୋନାରୁ ସୁସ୍ଥ ହେଉଥିବା ବ୍ୟକ୍ତିମାନଙ୍କର ମଧ୍ୟ ଟେଷ୍ଟ କରି ନେଗେଟିଭ…

 ଅସହାୟ ଓ ଗରିବ ପରିବାରକୁ ସହାୟତାର ହାତ ବଢ଼େଇଲା ଯୁବ ସଂଗଠନ 

ହାଟଡିହି(ମଜରଧ୍ବଜ ଜେନା) : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଶାଳନିଆ ଅଞ୍ଚଳ ର ପୁଣି ଏକ ଅସହାୟ ଓ ଗରିବ ପରିବାରକୁ ଫ୍ରେଣ୍ଡ ଫର ଫାଉଣ୍ଡେସନ ପରିବାର ନାମକ ଯୁବ ସଂଗଠନ ସହଯୋଗ ର ହାତ ବଢେଇଛି. ହାଟଡିହି ବ୍ଲକ ମନୋହପୁର ଗ୍ରାମ ର ଉଧବ ମୁଖୀ ଙ୍କ ର ଦେହାନ୍ତ ହୋଇଥିଲା. ବହୁଦିନ ଧରି ସେ…

ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତାଲିକାରେ ସ୍ଥାନପାଇଲେ ଆଲୋକ :ଶୁଭେଚ୍ଛା ଜଣାଇଲେ କର୍ମୀ 

ହାଟଡିହି(ମଜରଧ୍ବଜ ଜେନା) : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ର ବିଜେପି ବିଧାୟକ ପ୍ରାର୍ଥୀ ଆଲୋକ ସେଠିଙ୍କୁ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତାଲିକା ରେ ସ୍ଥାନ ପାଇଛନ୍ତି. ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଙ୍କ ନୂତନ ଟିମ ରେ ତାଙ୍କୁ ସ୍ଥାନ ମିଳିଛି. ଜଣେ…

ଦୁଷ୍କର୍ମ ଅଭିଯୁକ୍ତ ମାମୁଁକୁ ଧଇଲା ପୋଲିସ

 ବଡ଼ବିଲ (ଶାସକ ପ୍ରଶାସକ) ୩ ବର୍ଷର ଶିଶୁକନ୍ୟାକୁ ସଂପର୍କୀୟ ମାମୁଁ  ଦୁଷ୍କର୍ମ କରିଥିବା ଅଭିଯୋଗ ଘଟଣାରେ ପୋଲିସ ମାମୁଁକୁ ଗିରଫ କରିବାରେ ସଫଳ ହୋଇଛି। ଅଭିଯୁକ୍ତ ଜଣକ ହେଲେ ପବିତ୍ର ନାଏକ ଓରଫ ପିଣ୍ଟୁ।  ବଡ଼ବିଲ ଥାନା ଅନ୍ତର୍ଗତ ଭଦ୍ରାସାହି ପଞ୍ଚାୟତର ଝାଡ଼ଗାଁରେ ଗତ ଶନିବାର ଏହି ଅଭାବନୀୟ…

କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ନିର୍ଦ୍ଦେଶାନୁଯାୟୀ ଦିଲ୍ଲୀର ସମସ୍ତ ହସ୍ପିଟାଲ କୋଭିଡ-19 ମୃତକଙ୍କ…

ନୂଆଦିଲ୍ଲୀ : ଜୁନ 14ରେ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ହୋଇଥିବା ନିଷ୍ପତ୍ତି ଏବଂ ନିର୍ଦ୍ଦେଶାନୁଯାୟୀ ଦିଲ୍ଲୀର ସମସ୍ତ ହସ୍ପିଟାଲ (କେନ୍ଦ୍ର ଓ ରାଜ୍ୟ ସରକାର ଏବଂ ବେସରକାରୀ) ଆଜିଠାରୁ ଏହି ନିର୍ଦ୍ଦେଶକୁ ପାଳନ କରିଛନ୍ତି । ହସ୍ପିଟାଲର…

ସୁସ୍ଥ ହେଲେ ୧୨୦ ଜଣ 

ଭୁବନେଶ୍ୱର : ଆଜି ରାଜ୍ୟରେ ସୁସ୍ଥ ହୋଇଛନ୍ତି ୧୨୦ ଜଣ | ଫଳରେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୨୯୭୪ରେ ପହଂଚିଛି | ଆଜି ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ୧୯ ଜଣ ଯାଜପୁର, ୧୫ ଜଣ କଟକରୁ ,  ମୟୁରଭଞ୍ଜ ଓ ଖୋର୍ଦ୍ଧାରୁ ୧୧ ଜଣ ଲେଖାଏ, 9 ଜଣ ନୂଆପଡ଼ାରୁ, ୭ ଜଣ  ସୁନ୍ଦେରଗଡରୁ, ୬ଜଣ…

ବିଜେପିରେ ସାମିଲ ହେଲେ ପୂର୍ବତନ ବ୍ଲକ ଉପାଧ୍ୟକ୍ଷଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ

ଭୁବନେଶ୍ୱର,(ଶାସକ ପ୍ରଶାସକ) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜଗତ ପ୍ରକାଶ ନଡ୍ଡାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜ୍ୟସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଉପସ୍ଥିତିରେ କଂଗ୍ରେସ ନେତା ତଥା ବାରଙ୍ଗ ବ୍ଲକର ପୂର୍ବତନ ଉପାଧ୍ୟକ୍ଷ ଗୁରୁ ଚରଣ…

ରାଜସ୍ୱ ନିରୀକ୍ଷକଙ୍କ ବଦଳି ଆଦେଶକୁ କେନ୍ଦ୍ରକରି ଶାନ୍ତିପୂର୍ଣ୍ଣ ଧାରଣା 

ପଦ୍ମପୁର- ହଠାତ ରାଜସ୍ୱ ନିରୀକ୍ଷକ ଙ୍କ ବଦଳୀ ଆଦେଶ କୁ କେନ୍ଦ୍ରକରି ଆଜି ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଘନାମାଲ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ଏଅଂଚଳର ଶତାଧିକ ଚାଷୀକୂଳ ସମେତ ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ନିକଟସ୍ଥ ମେଲଛାମୁଣ୍ଡା ଥାନା କୁ ଶାନ୍ତି…

 ପୁଣି ଚର୍ଚ୍ଚାରେ ସାରା

 http://www.youtube.com/watch?v=7UFqDd7jIKA ଆଦିବାସୀ ତଥା ସମସ୍ୟା ବହୁଳ ସିଣ୍ଡିବୁର ଗ୍ରାମକୁ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କଲେ ସାରା  ସ୍ବାଧୀନତାର ୭୩ ବର୍ଷ ପରେ ମଧ୍ୟ  ପ୍ରଶାସନ ପାଇଁ ଅପହଞ୍ଚ ଥିଲା ସିଣ୍ଡିବୁର ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :କେତେବେଳେ କନ୍ୟା…

ଶିଶୁକନ୍ୟାକୁ ସଂପର୍କୀୟ ମାମୁଁର ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଫେରାର

ବଡ଼ବିଲ (ଶାସକ ପ୍ରଶାସକ) ସଭ୍ୟ ସମାଜର ମୁଣ୍ଡକୁ ତଳକୁ କରିଦେଲା ଭଳି ଏକ ଘଟଣା ବଡ଼ବିଲ ଖଣି ଅଞ୍ଚଳରେ ଘଟିଛି। ୩ ବର୍ଷର ଶିଶୁକନ୍ୟାକୁ ସଂପର୍କୀୟ ମାମୁଁ  ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ବଡ଼ବିଲ ଥାନା ଅନ୍ତର୍ଗତ ଭଦ୍ରାସାହି ପଞ୍ଚାୟତର ଝାଡ଼ଗାଁରେ ଗତ ଶନିବାର ଏହି ଅଭାବନୀୟ ଘଟଣା ଘଟିଛି।…