ରାଷ୍ଟ୍ରୀୟ ବୌଦ୍ଧିକ ଦିବ୍ୟାଙ୍ଗଜନ ସଶକ୍ତିକରଣ ପ୍ରତିଷ୍ଠାନ ପରିଦର୍ଶନ କଲେ ଓଡ଼ିଶାର ଗଣମାଧ୍ୟମ ପ୍ରତିନିଧି ଦଳ

ଭୁବନେଶ୍ୱର, ୨୬ ମାର୍ଚ୍ଚ : ଓଡ଼ିଶାର ଏକ ଗଣମାଧ୍ୟମ ପ୍ରତିନିଧି ଦଳ ସିକନ୍ଦରାବାଦ ସ୍ଥିତ ରାଷ୍ଟ୍ରୀୟ ବୌଦ୍ଧିକ ଦିବ୍ୟାଙ୍ଗଜନ ସଶକ୍ତିକରଣ ପ୍ରତିଷ୍ଠାନ ପରିଦର୍ଶନ କରିଛନ୍ତି। ବୌଦ୍ଧିକ ଦିବ୍ୟାଙ୍ଗଙ୍କ କଲ୍ୟାଣ ପାଇଁ ପ୍ରତିଷ୍ଠାନର ବିଭିନ୍ନ ପଦକ୍ଷେପ ଏବଂ ସେବା ସମ୍ପର୍କରେ ସେମାନେ ଜ୍ଞାନ…

ଅନୁଗୁଳରେ ଜିନ୍ଦଲ ଷ୍ଟିଲର ୬ ଏମଟିପିଏ ସମ୍ପ୍ରସାରଣ କାର୍ଯ୍ୟ ଶେଷ; ବାର୍ଷିକ ଉତ୍ପାଦନ କ୍ଷମତା ୧୨ ଏମଟିପିଏକୁ ବୃଦ୍ଧି

  ଏହି ସମ୍ପ୍ରସାରଣ ସହିତ ଅନୁଗୁଳ ସ୍ଥିତ ଜିନ୍ଦଲ ଷ୍ଟିଲର ସମନ୍ୱିତ ଇସ୍ପାତ କାରଖାନା ଓଡ଼ିଶାର ସର୍ବବୃହତ ଏକକ ସ୍ଥାନ ଇସ୍ପାତ କାରଖାନାରେ ପରିଣତ ହୋଇଛି। ନୂଆଦିଲ୍ଲୀ/ ଅନୁଗୁଳ, ୨୪/୦୩: ଜିନ୍ଦଲ ଷ୍ଟିଲ୍ ଓଡ଼ିଶାର ଅନୁଗୁଳ ସ୍ଥିତ ଇଣ୍ଟିଗ୍ରେଟେଡ୍ ଇସ୍ପାତ କମ୍ପ୍ଲେକ୍ସରେ ତୃତୀୟ ବେସିକ୍…

ନାସକମ ଏସ୍ଏମ୍ଇ. ଇନସ୍ପାୟାର ପୁରସ୍କାର ସମାରୋହରେ ସିଏସ୍ଏମ୍ ଟେକ୍ନୋଲୋଜିସ୍କୁ ଗୋଭେଟେକ୍ ସମ୍ମାନ

ଏକ ସ୍ୱୀକୃତି ଯାହା ଲକ୍ଷ ଲକ୍ଷ ଲୋକଙ୍କ ଜୀବନକୁ ରୂପ ଦେଉଥିବା ଟେକ୍ନୋଲୋଜିର ଶାନ୍ତ ଶକ୍ତିକୁ ପ୍ରତିଧ୍ୱନିତ କରେ ମୁମ୍ବାଇ ,25 ମାର୍ଚ୍ଚ, 2026 : ଅଗ୍ରଣୀ ଗଭ୍ଟେକ୍ ସମାଧାନ ପ୍ରଦାନକାରୀ ସିଏସ୍ଏମ୍ (CSM) ଟେକ୍ନୋଲୋଜିସ୍କୁ ନାସକମ ଏସ୍.ଏମ୍. ଇ. ଇନସ୍ପାୟାର (Inspire) ଆୱାର୍ଡସ୍ 2026…

ପିଆଇବି ହାଇଦ୍ରାବାଦ ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

ଭୁବନେଶ୍ୱର, ୨୪.୦୩.୨୦୨୬: ପିଆଇବି ଭୁବନେଶ୍ୱର ପକ୍ଷରୁ ଆୟୋଜିତ ତେଲଙ୍ଗାନା ଗସ୍ତରେ ଥିବା ଓଡ଼ିଶାର ଏକ ଗଣମାଧ୍ୟମ ପ୍ରତିନିଧି ଦଳ ଆଜି ପ୍ରଥମ ଦିନରେ ହାଇଦ୍ରାବାଦସ୍ଥିତ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ପରିଦର୍ଶନ କରିଛନ୍ତି। କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ସହ…

ଶିକ୍ଷୟତ୍ରୀ ଅଞ୍ଜଳି ସାହୁଙ୍କ ଅକାଳ ବିୟୋଗ,କୁରାଳରେ ଶୋକାକୁଳ ପରିବେଶ

ଓଡ଼ଗାଁ,୨୩।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକର କୁରାଳ ବେହେରାସାହିରେ ଏକ ଦୁଃଖଦ ଘଟଣା ଘଟିଛି। ହନୁମନ୍ତିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷୟତ୍ରୀ ଅଞ୍ଜଳି ସାହୁ (୪୪)ଙ୍କ ସୋମବାର ଅକାଳ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା…

ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ତାଲିମ୍ ପ୍ରଦାନ କାର୍ଯ୍ୟକ୍ରମ

ଓଡ଼ଗାଁ, ୨୩।୩ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ପିଏମ୍ ଶ୍ରୀ ରାଧାକାନ୍ତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ସୋମବାର ଅପରାହ୍ନରେ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ପ୍ରସ୍ତୁତି ସମ୍ପର୍କିତ ତାଲିମ୍ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର…

ଝାରବନ୍ଧରେ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ।

ପଦ୍ମପୁର (୨୩.୦୩):- ବରଗଡ଼ ଜିଲ୍ଲା ପ୍ରଶାସନଙ୍କ ପ୍ରୟାସରେ ଆଜି ଝାରବନ୍ଧ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଏକ ସୁସଂଗଠିତ ମିଳିତ ଜନଅଭିଯୋଗ ଶୁଣାଣି ଶିବିର ସଫଳତାର ସହ ଆୟୋଜନ କରାଯାଇଥିଲା। ଏହି ଶିବିରରେ ଜନସାଧାରଣଙ୍କ ସମସ୍ୟା ସମାଧାନ ପାଇଁ ପ୍ରଶାସନର ସକ୍ରିୟ ଏବଂ ସହାନୁଭୂତିଶୀଳ…

“ସ୍ୱାସ୍ଥ୍ୟ ହି ସମ୍ପଦ” ବାର୍ତ୍ତା ସହ ମିଷ୍ଟର ଓଡ଼ିଶା 2026 ଭବ୍ୟ ଆୟୋଜନ

ବରଗଡ଼: “ସ୍ୱାସ୍ଥ୍ୟ ହି ସମ୍ପଦ” ବାର୍ତ୍ତାକୁ ଆଗକୁ ନେଇ ଯୁବ ସମାଜକୁ ନିଶା ଦ୍ରବ୍ୟରୁ ଦୂରେଇ ରଖିବା ପାଇଁ ବରଗଡ଼ରେ ବଡି ବିଲ୍ଡିଂ ଏସୋସିଏସନ, ମହାପାତ୍ର ଟ୍ରାଭେଲ୍ସ ଓ ପାଓର ପ୍ଲାଣ୍ଟ ଜିମ ପକ୍ଷରୁ ମିଷ୍ଟର ଓଡ଼ିଶା 2026 କାର୍ଯ୍ୟକ୍ରମଟି ଅଭିନବ ଢଙ୍ଗରେ ଆୟୋଜିତ ହୋଇଥିଲା। ଏହି…

ବିରି ଗୁଣ ଜ୍ଞାନ ଓ ସ୍ଵାସ୍ଥ୍ୟ ଶିବିର

ବ୍ରହ୍ମପୁର, ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ବିରି ଔଷଧ ଭାବରେ କେମିତି ବ୍ୟବହାର କରିପାରିବେ କହିଥିଲେ ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ଥିଲା l ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ କହିଲେ ବିରିଜାଇ ସିଝାଇ ପୋଟଳି କରି ଗଣ୍ଠିବାତରେ ସେକ ଦେବେ,…

ଡାବୁଗାଁ ରେ ମା ଠାକୁରାଣୀ ଙ୍କ ନବ ଦିନାତ୍ମକ ଘଟଯାତ୍ରା ଆରମ୍ଭ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୩/୦୩/୨୬ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରେ ମା ଠାକୁରାଣୀଙ୍କ ୯ ଦିନ ଧରି ଚାଲିବାକୁ ଥିବା ଘଟଯାତ୍ରା ଆଜିଠାରୁ ଆରମ୍ଭ ହୋଇଯାଇଛି। ଡାବୁଗାଁ କୃଷି ଫାର୍ମ ପରିସରରେ ଥିବା ମା ଠାକୁରାଣୀ ମନ୍ଦିର ରୁ ମା ଙ୍କୁ ଭକ୍ତ ଓ ଶ୍ରଦ୍ଧାଳୁ ମାନେ…