ଇନ୍ଦ୍ରଙ୍କ ଉପରେ ପଡିଲା ପ୍ରଶାସନର ନଜର : ଉପ ଜିଲ୍ଲାପାଳ ନିଜେ ପହଂଚି ଦେଲେ ସହାୟତାର ପ୍ରତିଶ୍ରୁତି 

 ସଫଳ ହେଲା "ଶାସକ ପ୍ରଶାସକ"ର ଏକ ଛୋଟ ପ୍ରୟାସ  ଇନ୍ଦ୍ରଙ୍କ ପ୍ରତି ସହାୟତାର ହାତ ବଢ଼ାଇଲେ ପାଇକମାଲର ସହୃଦୟ  ବ୍ୟକ୍ତିବିଶେଷ  ବରଗଡ :- ଗତ ସାତ ତାରିଖ ଦିନ ଆମେ ବରଗଡ ଜିଲ୍ଲା ରାଜଵୋଡ଼ାସମ୍ବର ବ୍ଲକ ବୁଢାମାଲ ପଞ୍ଚାୟତ ର ଲୁହାଖାନ ଗ୍ରାମର ଇନ୍ଦ୍ର ମାଝୀ ଓ ତାଙ୍କର ପରିବାର ର ସ୍ଥିତି…

ପାରଳାଖେମୁଣ୍ଡି ପୌରପରିଷଦର  ୮ ଟି ସାହିବସ୍ତି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷିତ 

http://www.youtube.com/watch?v=-iiiA6tMV2I ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସମଗ୍ର ଗଜପତି ଜିଲ୍ଲା ସମେତ ପାରଳାଖେମୁଣ୍ଡି ସହରରେ କରୋନା ମହାମାରୀ ସ୍ଥିତି ଦିନକୁ ଦିନ ଅତ୍ୟନ୍ତ ସଙ୍ଗିନ ପରିସ୍ଥିତି ସୃଷ୍ଟି କରିବାରେ ଲାଗିଛି ।  ଜୁଲାଇ ୭ ତାରିଖରେ ଗଜପତି ଜିଲ୍ଲାରେ ୫୬…

ସାବାସ କରୋନା ଯୋଦ୍ଧା : ଆଜି  ସୁସ୍ଥ ହେଲେ ରେକର୍ଡ ସଂଖ୍ୟକ ୪୦୧ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ୱର (ଶାସକ ପ୍ରଶାସକ): ଆଜି ରାଜ୍ୟରେ ସୁସ୍ଥ ହୋଇଛନ୍ତି ୪୦୧ ଜଣ କରୋନା ଆକ୍ରାନ୍ତ | ସେମାନେ ସମସ୍ତେ ସୁସ୍ଥ ହୋଇ ଆଜି ଡାକ୍ତରଖାନାରୁ ଛାଡ ପାଇଛନ୍ତି | ଫଳରେ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୭୪୦୭ ରେ ପହଁଚିଲା | ସୂଚନାଯୋଗ୍ୟ ଯେ,  ଆଜି ସକାଳେ ରାଜ୍ୟରେ ୫୭୭ ଜଣ କରନା ଆକ୍ରାନ୍ତ…

“କେନ୍ଦ୍ରାପଡ଼ାବାସୀଙ୍କ ସ୍ବପ୍ନ ହେଲା ସାକାର”

୧୦ରୁ ୧୫ ଦିନରେ ଆରମ୍ଭ ହେବ ହରିଦାସପୁର-ପାରାଦୀପ ରେଳ ଲାଇନ : ବୈଜୟନ୍ତ ପଣ୍ଡା ଭୁବନେଶ୍ୱର,(ଶାସକ ପ୍ରଶାସକ)  : କେନ୍ଦ୍ରାପଡ଼ା ଜିଲ୍ଲାର ଜୀବନରେଖା କୁହାଯାଉଥିବା ଏହାର ପ୍ରଥମ ରେଳ  ଲାଇନ ବହୁ ପ୍ରତିକ୍ଷିତ ହରିଦାସପୁର-ପାରାଦୀପ ରେଳ ପ୍ରକଳ୍ପ ଆସନ୍ତା ୧୦ରୁ ୧୫ ଦିନ ମଧ୍ୟରେ ଆରମ୍ଭ…

ଆୟୁଷ ନିର୍ଦେଶକ ବିଭୁ ପ୍ରସାଦ ଷଢଙ୍ଗୀ  ଗିରଫ

ଭୁବନେଶ୍ୱର : ଆୟୁଷ ନିର୍ଦେଶକ ବିଭୁ ପ୍ରସାଦ ଷଢଙ୍ଗୀ  ଗିରଫ ହୋଇଛନ୍ତି | ଜଣେ ମହିଳା ସହକର୍ମୀଙ୍କ ଅଶାଳୀନ ମନ୍ତବ୍ୟ, ଅଶ୍ଳୀଳ ମେସେଜ ତଥା ଡିଜିଟାଲ ଯୌନ ନିର୍ଯାତନା (mobile obscene Message) ଦେଉଥିବା ଅଭିଯୋଗରେ ଆଜି ପୋଲିସ ନୋଟିସ ପାଇଁ ମହିଳା ଥାନାରେ ହାଜର  ହେବା ପରେ କିଛି ସମୟ …

ସମ୍ ଅଲ୍ଟିମେଟ ମେଡିକେୟାରରେ ସ୍କଲ ବେସ୍ ସର୍ଜରୀ ବିଶେଷଜ୍ଞଙ୍କ ବିରଳ ଅସ୍ତ୍ରୋପଚାର 

ଭୁବନେଶ୍ୱର(ଶାସକ ପ୍ରଶାସକ) : ଜଣେ ବୟସ୍କ ମହିଳାଙ୍କର ମସ୍ତିଷ୍କର କ୍ରାନିଆଲ୍ ବେସରେ  ସୃଷ୍ଟି ହୋଇଥିବା ଟ୍ୟୁମରକୁ ବିରଳ ମିନିମାଲ୍ ଇଣ୍ଟେନସିଭ  ପ୍ରୋସିଜିଓର  ମାଧ୍ୟମରେ କାଢ଼ି ବାହାର କରିବାରେ ସଫଳ ହୋଇଛନ୍ତି  ଅଲ୍ଟିମେଟ୍ ମେଡିକେୟାରର ସ୍କଲ ବେସ୍ ସର୍ଜରୀ ବିଶେଷଜ୍ଞ । ହସ୍ପିଟାଲର…

ଓଡ଼ିଶା ଇପିଏଫ ପେନସନର  ସଂଘ ତରଫରୁ ଦାବିପତ୍ର ପ୍ରଦାନ ।

ଝାରସୁଗୁଡା/ ସୁବାଷ ସାହାରେ :  ଝାରସୁଗୁଡ଼ାର ଅଲ ଓଡ଼ିଶା ପେନ୍ସନେର ସଂଘ ଝାରସୁଗୁଡା ଜିଲ୍ଲା ସଖା ପକ୍ଷରୁ ପ୍ରଧାନ ମନ୍ତ୍ରୀ ଙ୍କ ଉଦେଶ୍ୟରେ ଏକ ଦାବିପତ୍ର ଆଜି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁଙ୍କୁ ପ୍ରଦାନ କରାଯାଇଛି ।ଜିଲ୍ଲା ଶାଖାର ଆବାହକ ପ୍ରଦୀପ କୁମାର ମେହେର ଙ୍କ…

କୋଭିଡ ପରିଚାଳନା ପାଇଁ ଭିନୀଲଙ୍କୁ ତୃତୀୟ ମହଲାରେ ଓଏସଡି ଦାୟିତ୍ୱ 

ଭୁବନେଶ୍ୱର (ଶାସକ ପ୍ରଶାସକ) :  ଓଏମସିର ପରିଚାଳନା ନିର୍ଦ୍ଦେଶକ, ରାଜ୍ୟ କ୍ରୀଡା ନିର୍ଦ୍ଦେଶକ, ଓଏମଇସିଏଲର ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ୨୦୦୫ ବ୍ୟାଚ୍ ବରିଷ୍ଠ ଆଇଏସ ଅଫିସର  ଭିନୀଲ୍ କ୍ରିଷ୍ଣାଙ୍କୁ ମିଳିଛି ଅତିରିକ୍ତ  ଗୁରୁ ଦାୟିତ୍ୱ | କୋଭିଡ ପରିଚାଳନା ପାଇଁ …

ବଡ଼ବିଲରେ ୩୪ କରୋନା ଆକ୍ରାନ୍ତ ଚିହ୍ନଟ

ଆଇନ ଉଲଂଘନ ଅଭିଯୋଗରେ ୧୧ ଜଣଙ୍କ ବିରୋଧରେ ମାମଲା ରୁଜୁ ବଡ଼ବିଲ (ଶାସକ ପ୍ରଶାସକ) ବଡ଼ବିଲରୁ ଆଜି ୩୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ସମସ୍ତ ୩୪ ସଂକ୍ରମିତ ପୂର୍ବରୁ ଆକ୍ରାନ୍ତ ହୋଇଥିବା ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡ଼ିଛି। ପ୍ରକାଶ ଥାଉ କି ବଡ଼ବିଲରେ ସଂକ୍ରମଣ ବଢିବା…

ଆଜି ବି ରା଼କ୍ୟରେ ୫୭୭ କରୋନା , ୧୧୦୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା 

୪ ନୂଆ ମୃତକଙ୍କ ସହ ମୃତ୍ୟୁ ସଂଖ୍ୟା ପହଁଚିଲା ୫୨ରେ  ଭୁବନେଶ୍ୱର : ଆଜି ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୫୭୭  .ଜଣ କରନା ଆକ୍ରାନ୍ତ | କ୍ଵାରେଣ୍ଟାଇନରୁ ୪୧୬ ଜଣ ଚିହ୍ନଟ ହୋଇଥିବା ବେଳେ ସର୍ବସାଧାରଣ ଅଂଚଳରୁ ଚିହ୍ନଟ ହୋଇଛନ୍ତି ୧୬୧ |  ଏହା ସହିତ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ପହଁଚିଲା…