ସରକାରୀ ଚିକିତ୍ସାଳୟ ରକ୍ତ ପରୀକ୍ଷଣ କେନ୍ଦ୍ରରେ ରୋଗୀଙ୍କ ରକ୍ତର ଖାମଖିଆଲି ପରୀକ୍ଷଣ ଅଭିଯୋଗ 

ଗୁଣୁପୁର/ ସିଦ୍ଧାର୍ଥ ଦାଶ: ରାୟଗଡା ଜିଲ୍ଲା ଗୁଣପୁର ଉପଖଣ୍ଡ ସରକାରୀ ଚିକିତ୍ସାଳୟ ରକ୍ତ ପରୀକ୍ଷଣ କେନ୍ଦ୍ରରେ ଦେଖିବାକୁ ମିଳିଛି କର୍ମଚାରୀ ମାନଙ୍କ ର ଅବହେଳା ।ସରକାରୀ ଚିକିତ୍ସାଳୟ ରେ ସମସ୍ତ ସୁବିଧା ଥାଇ ମଧ୍ୟ ରୋଗୀମାନେ ବହୁତ ପ୍ରକାର ଅସୁଭିଧା ରେ ସମ୍ମୁଖୀନ ହେଉଛନ୍ତି ।ସେପରି…

ଜୟା ନେଗେଟିଭ , ଐଶ୍ୱର୍ଯ୍ୟା ଓ ଆରାଧ୍ୟା ପଜିଟିଭ

ମୁମ୍ବାଇ (ଏସପିବି) -କରୋନା ପଜିଟିଭ ଚିହ୍ନଟ ହୋଇ ବିଗ ବି ଅମିତାଭ ଓ ତାଙ୍କ ପୁଅ ଅଭିଷେକ ଚିକିତ୍ସିତ ହେଉଥିବା ବେଲେ ଏପଟେ ଜୟା ବଚନ, ଐଶ୍ୱର୍ଯ୍ୟା ରାୟ ବଚନ ଓ ଆରାଧ୍ୟାଙ୍କ କରୋନା ପରୀକ୍ଷା କରାଯାଇଛି | ଜୟାଙ୍କ ନେଗେଟିଭ ଆସିଥିବା ବେଳେ ଐଶ୍ୱର୍ଯ୍ୟା ଓ ଆରାଧ୍ୟାଙ୍କ ପଜିଟିଭ ଆସିଥିବା…

ଆଜି କରୋନା ୫୯୫/୩, ୧୩୦୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର( ଶାସକ ପ୍ରଶାସକ): ଆଜି ରାଜ୍ୟରେ କରୋନା ପୁଣି ପାଞ୍ଚଶହ ଉପରେ ।ରାଜ୍ୟରେ ଚିହ୍ନଟ ହୋଉଛନ୍ତି ୫୯୫ ନୂଆ କରୋନା । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା  ପହଞ୍ଚିଛି ୧୩୧୨୧ରେ  । ଆଜି ତିନି ଜଣଙ୍କ ଜୀବନ ଯାଇଥିବା ସୂଚନା ଦେଇଛି ସ୍ୱଥ୍ୟ ବିଭାଗ । ମୃତ ତିନିଜଣଯାକ ଗଞ୍ଜାମରୁ । ଆଜି   …

ମରଣଯନ୍ତା ପାଲଟିଛି ବଡଯୋର ପାର୍ଶ୍ୱ ରାସ୍ତା, କର୍ତ୍ତୃପକ୍ଷ ଦୃଷ୍ଟି ଦିଅନ୍ତୁ ।

ଟ୍ରାଫିକ ପୋଷ୍ଟ ଓ ଗାଡ ୱାଲ ନିର୍ମାଣ ସହ ବିଦ୍ୟୁତ ଖୁଣ୍ଟ  ସ୍ଥାନାନ୍ତର ଦାବୀ । ପଦ୍ମପୁର– ବରଗଡ ଜିଲ୍ଲା ସୋହେଲା-ପଦ୍ମପୁର ବିଜୁ ଏକ୍ସପ୍ରେସ ଟ୍ରେର ଘିସ ବଡ ଜୋରରୁ ବିଜେପୁର ପଟକୁ ଯାଇଥିବା ରାସ୍ତା କାମ ଅସ୍ଥାୟୀ ଏବଂ ନିମ୍ନମାନ ହୋଇ ମରଣଯନ୍ତା ପାଲଟିଥିବା ଅଭିଯୋଗ ହେଉଛି । ଏହି…

ଆଇଏଲଏସର ବଡ ଉପଲବ୍ଧି : କରୋନା ଭୂତାଣୁର ଷ୍ଟେବୁଲ କଲଚର ପ୍ରତିପାଦନରେ ହେଲା ସଫଳ

• ଔଷଧ ପ୍ରସ୍ତୁତି ଓ ଟିକା ବିକାଶରେ ଉପଯୋଗୀ ସାବ୍ୟସ୍ତ ହେବ • ଏଭଳି ସଫଳତା ପାଇବାରେ ଆଇଏଲଏସ ଦେଶର ଚତୁର୍ଥ ସଂସ୍ଥାନ • ମହାମାରୀ ମୁକାବିଲା ଓ ଭବିଷ୍ୟତ ପ୍ରସ୍ତୁତି ପାଇଁ ହେବ ସହାୟକ ଭୁବନେଶ୍ୱର(ଶାସକ ପ୍ରଶାସକ) :  ଭାରତ ସରକାରଙ୍କର ବାୟୋଟେକ୍ନୋଲୋଜି ବିଭାଗ ଅଧୀନ ସ୍ଵାୟତ୍ତ ସଂସ୍ଥାନ…

ସୁପରଷ୍ଟାର ଅମିତାଭ ବଚ୍ଚନଙ୍କୁ କରୋନା, ଅଭିଷେକ ବି ପଜିଟିଭ

ଟୁଇଟ କରି ଉଭୟେ ଦେଲେ ସୂଚନା  ମୁମ୍ବାଇ( ଏସପିବି): କରୋନା ଠାରୁ ଦୁରେଇ ରହିବା ପାଇଁ ସଚେତନତା ସୃଷ୍ଟି କରି ଆସିଥିବା  ସୁପରଷ୍ଟାର ଅମିତାଭ ବଚ୍ଚନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ସେ କରୋନା ପଜିଟିଭ ଚିହ୍ନଟ ହେବ ପରେ ତାଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି | ତାଙ୍କ ପରିବାର…

ଓଡ଼ଗାଁ କୁରାଳ ସୁନାମୁହିଁରେ ଗଞ୍ଜାମ ଲିଙ୍କ୍ କରୋନା ସ୍ପ୍ରେଡ଼ର  !

ସଂକ୍ରମିତଙ୍କ ସଂଖ୍ୟା ଦୃତ ବୃଦ୍ଧି ହେବା ଆଶଙ୍କାରେ ଅଂଚଳ ବାସୀ ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର)  :  ଓଡ଼ଗାଁ କୁରାଳ ସୁନାମୁହିଁ ଅଂଚଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦୃତ ବୃଦ୍ଧି ହୋଇପାରେ ବୋଲି ଲୋକଙ୍କ ମନରେ ଆଶଙ୍କା ସୃଷ୍ଟି ହୋଇଛି  । କାରଣ ସ୍ଥାନୀୟ ଅଂଚଳର ଯୁବକମାନେ ବିଭିନ୍ନ କାରଣରୁ…

ଯୁବପିଢିଙ୍କ ବୌଦ୍ଧିକ କ୍ଷମତା ଦ୍ୱାରା ଓଡିଶାର ସମ୍ଭାବନା ସୁଯୋଗରେ ପରିଣତ ହୋଇପାରିବ – ଧର୍ମେନ୍ଦ୍ର ପ୍ରଧାନ

ବିଦେଶରେ ରହୁଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ • କାର୍ଲିଫର୍ଣ୍ଣିଆ, ପ୍ରିନ୍ସଟନ, କେମ୍ବ୍ରିଜ୍, ଟୋରୋଂଟୋ ସମେତ ବିଶ୍ୱର ୪୦ରୁ ଉଦ୍ଧ୍ୱର୍ ବିଶ୍ୱବିଦ୍ୟାଳୟର ଭାରତୀୟ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲା ବେଳେ ଓଡିଆ ଛାତ୍ରଛାତ୍ରୀ ମଧ୍ୟ ସାମିଲ ଥିଲେ • ଓଡିଆ…

ରାଇରଙ୍ଗପୁର ଅଗ୍ରଣୀ ଆଇସିଏସ୍ଇ ମିଡିୟମ କେରଲା ପବ୍ଲିକ ସ୍କୁଲର ଶତପ୍ରତିଶତ ସଫଳତା

ବାରିପଦା (ଦିଲ୍ଲୀପ ମହାନ୍ତି )--ମୟୂରଭଞ୍ଜ  ଜିଲ୍ଲା ରାଇରଙ୍ଗପୁର ଅସନବଣିସ୍ଥିତ ଅଗ୍ରଣୀ ଆଇସିଏସ୍ଇ ଇଂରାଜୀ ମିଡିୟମ  ସ୍କୁଲ ଦଶମ ଶ୍ରେଣୀ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ପରୀକ୍ଷାରେ  ଦଶମ ବୋର୍ଡର ସମସ୍ତ ପରୀକ୍ଷାର୍ଥୀ ଶତପ୍ରତିଶତ ସଫଳତା ହାସଲ କରି ଏକ ରେକର୍ଡ଼ ସୃଷ୍ଟି କରିଛନ୍ତି ।…

ମୟୂରଭଞ୍ଜରେ ଜୁଲାଇ ମାସର ସପ୍ତାହାନ୍ତ  ସଟ୍ ଡ଼ାଉନ-୨ ଆରମ୍ଭ: ଜନଶୂନ୍ୟ ବାରିପଦା

ବାରିପଦା(ଦିଲ୍ଲୀପ ମହାନ୍ତି )- ଓଡ଼ିଶା ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ନିଦେ୍ର୍ଧଶ ଅନୁସାରେ କୋଭିଡ଼-୧୯ ସଂକ୍ରମଣର ସଫଳ ମୁକାବିଲା ନିମନ୍ତେ ଲକ୍ଡ଼ାଉନ(ଅନଲକ୍-୨)କୁ ଜୁଲାଇ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଥିବା ସମୟରେ ମୟୂରଭଞ୍ଜ ଜିଲ୍ଲା…