ଭୁବନେଶ୍ୱରରୁ ୫୧, ସ୍ଥାନୀୟ ସଂକ୍ରମଣ କେଉଁ ଅଂଚଳରୁ ଦେଖନ୍ତୁ 

ଭୁବନେଶ୍ୱର: ଆଜି ଭୁବନେଶ୍ୱରରୁ ୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି |  ୫୧ ଜଣଙ୍କ ମଧ୍ୟରୁ ୧୬ ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଥିବା ବେଳେ ୩୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି |  ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀରେ ଏବେ ମୋଟ ଆକ୍ରାନ୍ତ ସଂଖ୍ୟା ୭୬୯ଥିବା ସହ ୩୬୧…

ବୃକ୍ଷରୋପଣ କରି ସଚେତନତାର  ବାର୍ତା ଦେଲେ ୬୭ ବୟସ ଅମୂଲ୍ୟ ।

ଝାରସୁଗୁଡା/ ସୁବାଷ ସାହାରେ :  ଝାରସୁଗୁଡ଼ା ଜିଲ୍ଲା ଦୁର୍ଲଗା ପଞ୍ଚାୟତ ମୁଣ୍ଡାଢ଼ିପା ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଗଲା ଏହି କାର୍ଯ୍ୟକ୍ରମ ରେ ଗ୍ରାମର ସମସ୍ତ ଲୋକମାନେ ଓ ବିଦ୍ୟାଳୟର ପୂର୍ବତନ ଛାତ୍ର ମାନେ ଉପସ୍ଥିତ ଥିଲେ ।ଏହା ସହ ଜଣେ ୬୭ ବୟସ ଅମୂଲ୍ୟ…

ଗଜପତି ଜିଲ୍ଲାରେ ଆଜି ପୁଣି ନୂଆ ୨୯ ଟି କରୋନା ପଜିଟିଭ୍ :  ସୂଚନା ଦେଲେ ଜିଲ୍ଲାପାଳ ଅନୁପମ ସାହା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ଆଜି ପୁଣି ନୂଆ ୨୯ ଟି କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ପ୍ରେସ  ଇସ୍ତହାର ମାଧ୍ୟମରେ ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା ।    ପାରଳାଖେମୁଣ୍ଡି ପୌରାଞ୍ଚଳରୁ ୫ ଜଣ , ଗୋଷାଣୀ ବ୍ଲକରୁ ଜଣେ , କାଶୀନଗର ବ୍ଲକରୁ ୬ ଜଣ…

କୋଭିଡରୁ ସୁସ୍ଥ ୮୧ ବର୍ଷୀୟ ଗୋପୀନାଥଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

 ଭୁବନେଶ୍ୱର (ଶାସକ ପ୍ରଶାସକ) : କୋଭିଡରୁ ସୁସ୍ଥ ହୋଇ ଘରକୁ ଫେରିଥିବା କନ୍ଧମାଳ ଜିଲ୍ଲା ରାଇକିଆ ଅଞ୍ଚଳର ୮୧ ବର୍ଷୀୟ ଗୋପୀନାଥ ଡାକୁଆଙ୍କ ସହ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଟେଲିଫୋନ ଯୋଗେ କଥା ହୋଇ ତାଙ୍କର ଭଲମନ୍ଦ ପଚାରି ବୁଝିଥିଲେ । ପରିଣତ ବୟସରେ ସେ ଯେପରି ଦୃଢ ମନୋବଳ ଓ…

ଆଇପିଏସ ସ୍ତରରେ ବଡ ଧରଣର ଅଦଳ ବଦଳ , ଅକ୍ଷୟ ପୋଲିସ ଗୃହ ନିର୍ମାଣ ନିଗମ ସିଏମଡି

ସତ୍ୟଜିତଙ୍କୁ ଡିଜି ଅଗ୍ନିଶମ-ଗୃହରକ୍ଷୀ,  ଲଳିତ ଦାସ ଏଡିଜିପି କମ୍ୟୁନିକେସନ  ସୌମେନ୍ଦ୍ରଙ୍କୁ କ୍ରାଇମବ୍ରାଞ୍ଚ, ଆରକେ ଗୁଇନ୍ଦା ନିର୍ଦ୍ଦେଶକ  ପୁରୀ ଏସପି ଉମାଶଙ୍କର ହେଲେ ଡିସିପି ଭୁବନେଶ୍ୱର ଭୁବନେଶ୍ୱର ଡିସିପି ଅନୁପ ସାହୁ ହେଲେ ଗୁଇନ୍ଦା ଡ଼ିଆଇଜି   Bhubaneswar(shasak…

ରାଜ୍ୟରେ କୋଭିଡ ହସ୍‌ପିଟାଲରେ ଶଯ୍ୟା, ଆମ୍ବୁଲାନ୍‌ସ ଓ ଆଇ.ସି.ୟୁ ଶଯ୍ୟା ବୃଦ୍ଧି କରାଯିବ

http://www.youtube.com/watch?v=8FAa1qJMZnQ କୋଭିଡ ମୁକାବିଲା – ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ରୋଗୀଙ୍କ ସୁବିଧା, କୋଭିଡ ଯୋଦ୍ଧାଙ୍କ ସୁରକ୍ଷା ଓ ଫୋକସ୍‌ ଜିଲ୍ଲା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ ଶାସକ ପ୍ରଶାସକ(ଭୁବନେଶ୍ୱର) : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଏକ…

ପୋଖରୀରୁ ଜଗୁଆଳିଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

 ସିନାପାଲି (ନିରାକାର ମେହେର) ନୂଆପଡା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ଯୋଗୀବାହାଳ ରେ ଏକ ପୋଖରୀ ରୁ ମୃତଦେହ ଉଦ୍ଧାର କରାଯାଇଛି  | ମୃତକ ଜଣକ ଯୋଗୀବାହାଳ ଗାଁ ର ଶୋଭାରାମ ଭୋଇ (35)ବୋଲି ଜଣା ପଡିଛି | ସିନାପାଲି ଥାନା ରେ ମୃତକ ଙ୍କ ସ୍ତ୍ରୀ ତାଙ୍କ ସ୍ୱାମୀ ଗତ 11ତାରିଖ ରୁ ନିଖୋଜ…

ଚାରି ଜୀବନ ନେବାସହ  କରୋନା ପାର କଲା ଚଉଦ ହଜାର 

କରୋନା ପଜିଟିଭ ଚିହ୍ନଟ ହୋଇ ଚିକିତ୍ସିତ ହେଉଥିବା  ୧୫ ମାସର ଶିଶୁର ଗଲା ଜୀବନ  ଆଜି  ଆଗପଛ ହୋଇ ଖୋର୍ଦ୍ଧା ଓ ଗଂଜାମ  ଭୁବନେଶ୍ୱର : ଆଜି ରାଜ୍ୟରୁ ୫୪୩  କରନା ପଜିଟିଭ ଚିହ୍ନଟ ହୋଇଛନ୍ତି  | ସେମାନଙ୍କ ମଧ୍ୟରୁ କ୍ଵାରେଣ୍ଟାଇନରୁ ୩୫୪  ଚିହ୍ନଟ ହୋଇଥିବା ବେଳେ ସାଧାରଣ ଅଂଚଳରୁ ୧୮୯  ଜଣ |…

ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ଟପିଲା ୯  ଲକ୍ଷ 

ସୁସ୍ଥ ହେଉଥିବା ଲୋକଙ୍କ ହାର ବୃଦ୍ଧି ପାଇଁ ହେଲା ୬୩ .୦୨ % ନୂଆଦିଲ୍ଲୀ  :  ଗତ ୨୪ ଘଣ୍ଟା ଭିତରେ ଦେଶରେ ୨୮,୪୯୮  ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି |  ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା  ୯,୦୬,୭୫୨  ପହଂଚିଛି | ଆଜି ସୁଦ୍ଧା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ପହଂଚିଛି ୩,୧୧,୫୬୫…

2030 ସୁଦ୍ଧା ସମ୍ପୂର୍ଣ୍ଣ ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ସହ “ଗ୍ରୀନ ରେଳବାଇ” 

• ଡିସେମ୍ବର 2023 ସୁଦ୍ଧା ଦେଶର ସବୁ ବ୍ରଡ଼ ଗେଜ ରେଳପଥର ବିଦ୍ୟୁତିକରଣ କାର୍ଯ୍ୟ ସଂପୂର୍ଣ୍ଣ କରାଯିବ • ସୌର ଓ ବାୟୁରୁ ଉତ୍ପାଦିତ ଶକ୍ତି ରେଳବାଇ ବିଜୁଳି ଗ୍ରୀଡ଼କୁ ବ୍ୟାପକ ମାତ୍ରାରେ ଇନ୍ଧନ ଯୋଗାଇବ • ଭାରତୀୟ ରେଳବାଇ ଏବେ ସୁଦ୍ଧା 40,000 ଆରକେଏମ (63% ବିଜି ମାର୍ଗରେ) ବିଦ୍ୟୁତିକରଣ…