ଗୋ ମାଂସ ଚୋରାଚାଲାଣ ବେଳେ ଧରାପଡ଼ିଲେ ଚୋରା ଚାଲାଣକାରୀ 

ଧର୍ମଗଡ ସୁଶାନ୍ତ ରାଉତ :  କଳାହାଣ୍ଡି ଜିଲ୍ଲାରେ ଗୋ ମାଂସ ଚୋରାଚାଲାଣ ହେବା ସମୟରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ପୋଲିସ ୫୦ କେଜି ଗୋମାଂସ  ଜବତ କରିଥିବା ଜଣାପଡିଛି । କଳାହାଣ୍ଡି ଜିଲ୍ଲାରୁ ଛତିଶଗଡ ରାଜ୍ୟକୁ ଏହି  ଗୋ ମାଂସ ଚୋରା ଚାଲାଣ ହେଉଥିବା  ସମୟରେ ଧର୍ମଗଡ଼ ଠାରେ ସ୍ଥାନୀୟ ଲୋକଙ୍କ…

ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ପରାମର୍ଶ : 10 ଲକ୍ଷ ଲୋକରେ  ଅତିକମରେ ଦୈନିକ 140 ନମୁନା ପରୀକ୍ଷା 

 22ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଦିନକୁ 10 ଲକ୍ଷରେ 140 କିମ୍ବା ତା’ଠାରୁ ଅଧିକ ପରୀକ୍ଷଣ କରୁଛନ୍ତି ନୂଆଦିଲ୍ଲୀ(ଏସପିବି): କୋଭିଡ-19 ପରିପ୍ରେକ୍ଷୀରେ ଜନସ୍ୱାସ୍ଥ୍ୟ ମାନକ ଓ ସାଧାରଣ ସ୍ୱାସ୍ଥ୍ୟ ସମ୍ପର୍କରେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଏକ ମାର୍ଗଦର୍ଶିକା ଜାରି କରି ଅଧିକ ସଂକ୍ରମଣ…

ପ୍ରଶାସନ ଅଜାଣତରେ ଚାଲିଛି ମାଙ୍କଡା ପଥର ଖଣି  !

ପଥର ବୋଝେଇ ଟ୍ରାକ୍ଟର ଜବତ :୨୫ହଜାର ଟଙ୍କା ଜୋରୀମାନା ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ଗତ ଶନିବାର ରାତି ପ୍ରାୟ ୨ଟା ସମୟରେ ଓଡ଼ଗାଁ ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ କୋମଣ୍ଡ ଠାରେ ଓଡି ୨୫ ଏଚ୍ ୭୦୬୦ ମାଙ୍କଡା ବୋଝେଇ ଟ୍ରାକ୍ଟର ଜବତ କରି ଥାନାରେ ରଖିଥିଲେ । ଟ୍ରାକ୍ଟର ମାଲିକ…

ଅଭିଯୋଗକାରୀଙ୍କ ବ୍ୟତୀତ ଅନ୍ୟମାନଙ୍କୁ ଥାନାକୁ ଯିବାକୁ ମନା

ଝାରବନ୍ଧ/ମନୋହର ଦାଶ: କରୋନା ମହାମାରୀ ସମଗ୍ର ବିଶ୍ୱ ରେ ବ୍ୟାପକ ପ୍ରଭାବ ବିସ୍ତାର କରିଥିବା ବେଳେ ।ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା ଲଉଡିଦରହା ପଞ୍ଚାୟତ ଡୁଙ୍ଗରିପାଲି ଗ୍ରାମ ଏଥିରୁ ବାଦ ପଡିନାହିଁ ।ଜଗଦଲପୁର ଥାନା ପକ୍ଷ ରୁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି…

ମୃତ  ଶ୍ରମିକଙ୍କ ପରିବାରକୁ  ଆର୍ଥିକ ସହାୟତା ପ୍ରଦାନ କଲା  କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା 

ଜୁନାଗଡ଼ /ଆଦିତ୍ୟ ମହାନ୍ତି : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଳକ ବାଗଡୁଙ୍ଗରିର ମୃତ ଶ୍ରମିକ ଜୟଶଙ୍କର ଲହଜଳ ପରିବାରକୁ ଭେଟି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା | ସୂଚନାଯୋଗ୍ୟ  ଜୁନାଗଡ଼ ବ୍ଳକ ଅନ୍ତର୍ଗତ ବାଗଡୁଙ୍ଗରି ଗାଁର ଜୟସଙ୍କର ଲହଜଳ(୩୦)ଗତ…

ଲୋକଙ୍କ ହକର ହେଉଛି ହରିଲୁଟ : ଆରଟିଆଇ ରିପୋର୍ଟ ଖୋଲୁଛି ଗୁମର  !!

ବଲାଙ୍ଗୀର/ନିରୋଜ ମିଶ୍ର :  ବଲାଙ୍ଗୀର ଜିଲ୍ଲାରେ ମହାଦୁର୍ନିତ୍ତୀ କମିବାର ନାଁ ନେଉନଥିବାବେଳେ ଏବେ ଆଉ ଏକ ଚାଂଚଲ୍ୟକର ତଥ୍ୟ ର ଖୋଲିଛି ଗୁମର।ଯେଉଁଥିରେ ଆର,ଟି,ଆଇ, ରିପୋର୍ଟ ଫର୍ଦ୍ଦ ଫର୍ଦ୍ଦ ଭାବେ  ଖୋଲୁଛି ଗୁମର। ଗରିବର ହକ ମାରି ତା ଉପରେ   କେତେ ଯେ ଶୋଷଣ ହେଉଛି ତାହା ଝଲ ଝଲ ଭାବେ…

କଳାହାଣ୍ଡି ଗସ୍ତରେ ବିଜେଡି ସାଧାରଣ ସମ୍ପାଦକ(ସଂଗଠନ) ବବି ଦାସ

କଲେ ଜିଲ୍ଲା କାର୍ଯ୍ୟାଳୟ ଉଦ୍ଘାଟନ , ଦେଲେ ଜୁନାଗଡ଼ ଷ୍ଟାଡିଅମ ଉନ୍ନତିକରଣ ପ୍ରତିଶ୍ରୁତି  ଭୁବନେଶ୍ୱର (ଶାସକ ପ୍ରଶାସକ): ଦିନିକିଆ କଳାହାଣ୍ଡି ଗସ୍ତରେ ବିଜେଡିର ସାଙ୍ଗଠନିକ ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଆସି ବିଭିନ୍ନ କାର୍ଯ୍ୟରେ ସାମିଲ ହୋଇଛନ୍ତି | କରୋନା ସମୟରେ ବବି ଦାସଙ୍କ…

ବିଜେପି ତରଫରୁ ଲଇକେରା ବିଡିଓ କାର୍ଯ୍ୟାଳୟ ଘେରାଉ।

ଝାରସୁଗୁଡ଼ା :(ସୁଭାଷ ସହାରେ) : ରାଜ୍ୟ ସରକାରଙ୍କ ତରଫରୁ ପ୍ରତ୍ୟେକ ପରିବାରକୁ ପକ୍କା ଘର ଯୋଗାଇ ଦେବା ପାଇଁ ଯେଉଁ ଲକ୍ଷ୍ୟ ରଖାଯାଇଛି, ତାହା କିପରି ପୂର୍ଣ୍ଣ କରାଯାଇପାରିବ ଏହାକୁ ନେଇ ବାରମ୍ବାର ସନ୍ଦେହ ଉପୁଜିଛି। ଏହି ଆବାସ ଯୋଜନାକୁ ନେଇ ଦୁର୍ନୀତି ମଧ୍ୟ କମ ହୋଇନାହିଁ। ପ୍ରତ୍ୟେକ…

ଜୁଆ ଆଡ୍ଡାରେ ପୋଲିସ ଚଢ଼ାଉ : ୧୦ ଗିରଫ 

ବଡ଼ବିଲ (ଶାସକ ପ୍ରଶାସକ) : ବଡ଼ବିଲ ମ୍ୟୁନିସିପାଲିଟି ଅନ୍ତର୍ଗତ ୧୨ ନମ୍ବର  ୱାର୍ଡରେ ଥିବା ହୋଟେଲ୍ ନୀଳକଣ୍ଠରେ ଚାଲିଥିବା ଏକ ଜୁଆ ଆଡ୍ଡାରେ ଚଢ଼ାଉ କରି ହୋଟେଲ ମାଲିକଙ୍କ ସହ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ। ମହାମାରୀ କରୋନାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବଡ଼ବିଲ ସହରକୁ…

ମୋ ପାଇଁ ଏବଂ ମୋ ସରକାର ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ : ମୁଖ୍ୟମନ୍ତ୍ରୀ

ରାଜ୍ୟରେ ଆରମ୍ଭ ହେଲା ନିଃଶୁଳ୍କ ପ୍ଲାଜମା ଥେରାପି ଚିକିତ୍ସା ବ୍ୟବସ୍ଥା  ଦିଲ୍ଲୀ ଏବଂ ମହାରାଷ୍ଟ୍ର ପରେ ଦେଶର ତୃତୀୟ ରାଜ୍ୟ ହେଲା ଓଡ଼ିଶା ଭୁବନେଶ୍ୱର(ଶାସକ ପ୍ରଶାସକ) : "ମୋ ପାଇଁ ଏବଂ ମୋ ସରକାର ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ । ଜୀବନର ସୁରକ୍ଷା ପାଇଁ ଯାହା ସମ୍ଭବ…