ଭାରତ ସଂଚାର ନିଗମ ଲିମିଟେଡ଼ର  ସାଧାରଣ ପରିଚାଳକ ଙ୍କୁ ଅସ୍ଥାୟୀ କର୍ମଚାରୀ ପକାଇଲେ ତାଲା l

ସମ୍ବଲପୁର(ରମାକାନ୍ତ ବିଶ୍ବାଳ ): ସମ୍ବଲପୁର ଭାରତ ସଂଚାର ନିଗମ ଲିମିଟେଡ଼ ର  ସାଧାରଣ ପରିଚାଳକ ବଲବୀର ସିଂ ଙ୍କୁ ଆଜି ବିଏସଏନଲ  ଅସ୍ଥାୟୀ  କର୍ମଚାରୀ ମାନେ ତାଲା ଦେଇ ପ୍ରତିବାଦ ଜଣାଇଥିଲେ l କର୍ମଚାରୀ ସଂଘ ଙ୍କ ଦୀର୍ଘ ୧ ବର୍ଷ ର ବକେୟା ଦରମା ପ୍ରଦାନ ସହ ଅନ୍ୟାନ୍ୟ ଦାବୀ ନେଇ ଆଜି…

ସମ୍ବାଦ ସାହିତ୍ୟ ଘରର ଦ୍ବିତୀୟ ପର୍ଯ୍ୟାୟ ବୃକ୍ଷରୋପଣ l

 ସମ୍ବଲପୁର,(ରମାକାନ୍ତ ବିଶ୍ବାଳ ) : ସମ୍ବାଦ ସାହିତ୍ୟ ଘର, କୁଟୁରାଚୁଆଁ ପକ୍ଷରୁ ତା'ର ଦ୍ବିତୀୟ ପର୍ଯ୍ୟୟ ବୃକ୍ଷରୋପଣ କୁଟୁରାଚୁଆଁ କଲେଜ  କ୍ୟାମ୍ପସ୍ ଓ ପଡ଼ିଆ ପରିସରରେ ଅନୁଷ୍ଠିତ ହୋଇ ୧୦୦ ବିଭିନ୍ନ ପ୍ରକାରର ଚାରା ରୋପଣ କରାଯାଇଛି। ସଭାପତି ସୁଶ୍ରୀ ଶ୍ଵେତା ପଟେଲ  ଓ ସଂପାଦିକା ସୁଶ୍ରୀ…

ପୂର୍ବତନ ବିଧାୟିକା ଡ.ରାସେଶ୍ବରୀ ପାଣିଗ୍ରାହୀ ଆଞ୍ଚଳିକ ବିକାଶ ଦାୟିତ୍ୱ ପାଇଲେ

 ସମ୍ବଲପୁର,(ରମାକାନ୍ତ ବିଶ୍ବାଳ ) :  ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ଗୁରୁବାର  ୩୬ଜଣ ରାଜ୍ୟସ୍ତରୀୟ ସାଧାରଣ ସମ୍ପାଦକଙ୍କୁ ନିଯୁକ୍ତି ଦେବା ସହ ଦାୟିତ୍ୱ ବଣ୍ଟନ କରିଛନ୍ତି। ଆଜି ଏ ନେଇ ଦଳ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ମର୍ମରେ ପୂର୍ବତନ ବିଧାୟିକା ଡ. ରାସେଶ୍ୱରୀ…

ସ୍ବତନ୍ତ୍ର ପାଣ୍ଠି ସମୀକ୍ଷା କଲେ ସାଂସଦ ନିତେଶ ଗଙ୍ଗଦେବ

 ସମ୍ବଲପୁର(ରମାକାନ୍ତ ବିଶ୍ବାଳ ):  ସମ୍ବଲପୁର ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗ କୁ କରୋନା ପାଇଁ ଦେଇଥିବା ସ୍ୱତନ୍ତ୍ର ୧.୨୫ କୋଟି ର ଖର୍ଚ୍ଚ ବିଷୟରେ ସମୀକ୍ଷା କରିଛନ୍ତି ସାଂସଦ  ନିତେଶ ଗଙ୍ଗଦେବ l ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ  ଜିଲ୍ଲାପାଳ ଶୁଭମ ସକ୍ସେନା ଙ୍କ ସହ ଆଲୋଚନା ସମୟରେ …

ସାତ  ନୂଆ କରୋନା ପଜିଟିଭ ଚିହ୍ନଟ ମଧ୍ୟରୁ ୨ ଜଣ କରୋନା ଯୋଦ୍ଧା

 ଜ଼ିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଲା ୧୩୬   ସମ୍ବଲପୁର,(ରମାକାନ୍ତ ବିଶ୍ବାଳ ):  ଆଜି ସମ୍ବଲପୁର ରୁ ପୁଣି ନୂଆ ୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ୭ ଜଣଙ୍କ ମଧ୍ୟରୁ ୨ ଜଣ କରୋନା ଯୋଦ୍ଧା l ସମସ୍ତ ଙ୍କ ବୟସ ଯଥା କ୍ରମେ  ୨୩ (ମହିଳା ) କରୋନା ଯୋଦ୍ଧା , ୨୯…

ସମ୍ବଲପୁର ଡ଼ିୟର ପାର୍କ, ଅଣ୍ଡା ରୁ ବାହାରିଲେ ୧୦  ଅଜଗର l

ସମ୍ବଲପୁର, (ରମାକାନ୍ତ ବିଶ୍ବାଳ ):  ସମ୍ବଲପୁର ଡ଼ିୟର ପାର୍କ ରେ ୧୦ ଟି ଅଣ୍ଡା ରୁ   ଅଜଗର  ଛୁଆ ଜନ୍ମ ନେଇଛନ୍ତି  l ଏହି ଡ଼ିୟର ପାର୍କ କରୋନା କଟକଣା ଯୋଗୁଁ ଗତ ମାର୍ଚ୍ଚ ୧୬ ତାରିଖ ଠାରୁ ସମ୍ପୂର୍ଣ ବନ୍ଦ ଥିବା ବେଳେ ଗୁରୁବାର ନୂଆ ଅତିଥି ଙ୍କ ଆଗମନ  ସମ୍ପର୍କ ରେ ସୂଚନା ଦେଇଛନ୍ତି…

ପାରଳାଖେମୁଣ୍ଡି ପୌରାଞ୍ଚଳର ୧୬ଟି ୱାର୍ଡରେ ସ୍ଥାପନ ହେଲା ୧୬ଟି ଜ୍ୱର ପରୀକ୍ଷଣ କେନ୍ଦ୍ର (Fever Clinic)

http://www.youtube.com/watch?v=VOL64lAv3pk ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ଗତ କିଛି ଦିନ ହେଲା ଗଜପତି ଜିଲ୍ଲା ସଦର ମହକୁମା  ପାରଳାଖେମୁଣ୍ଡି ସହରରେ କରୋନା ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ନିୟନ୍ତ୍ରଣରେ ରଖିବା ସହ ଏହାର ରୋକିବା ଦିଗପ୍ରତି…

ରାଜ୍ୟରେ କରୋନା ଟପିଲା ୧୬୦୦୦ /୪

ରାଜ୍ୟରେ ୭୧୮ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରେ ଆଜି ଦେଢ଼ଶହ  ଭୁବନେଶ୍ୱର (ଶାସକ ପ୍ରଶାସକ) : କରୋନା ଆଜି ରାଜ୍ୟରେ  ଟପିଲା ୧୬୦୦୦  |  ରାଜ୍ୟରେ ଆଜି ଚିହ୍ନଟ ହେଲେ ୭୧୮ ଆକ୍ରାନ୍ତ | ସେମାନଙ୍କ ମଧ୍ୟରୁ ୪୭୯  ଜଣ କ୍ଵାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରୁ…

୫୭୬ ବଣ୍ଡଲ କେନ୍ଦୁପତ୍ର ଜବତ: ହାଇଓ୍ୱା ସହ ୨ ଗିରଫ

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ  ଅଞ୍ଚଳରୁ ଚୋରା ବେପାରୀମାନେ କେନ୍ଦୁପତ୍ର ଚାଲାଣ କରୁଥିବା ସମୟରେ ବନବିଭାଗ ହାତରେ ଧରା ପଡିଛନ୍ତି। ପ୍ରକାଶ ଯେ, ରେଢାଖୋଲ ବନଖଣ୍ଡ ଗୋଗୁଆ ପଞ୍ଚାୟତର ଲାଇଜା ପାଖରେ ଆଜି ଭୋରରୁ ଏକ ହାଇଓ୍ୱା…

କାୟା ବଢ଼ାଉଛି ଘାତକ ଭୁତାଣୁ : ଦେଶରେ ଆକ୍ରାନ୍ତ ସଂଖ୍ୟା ଟପିଲା ୧୦  ଲକ୍ଷ 

୨୪ ଘଣ୍ଟା ଭିତରେ ୩୪,୯୫୬ ନୂଆ ପଜିଟିଭ କେଶ ଚିହ୍ନଟ  ନୂଆଦିଲ୍ଲୀ  :  ଦେଶରେ ୧୦ ଲକ୍ଷ ଟପିଲା କରନା ଆକ୍ରାନ୍ତଙ୍କ ସଂଖ୍ୟା | ଗତ ୨୪ ଘଣ୍ଟା ଭିତରେ ୩୪,୯୫୬ ନୂଆ ପଜିଟିଭ କେଶ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୦୩,୮୩୨ରେ ପହଂଚିଛି | ଗତ ୨୪ ଘଣ୍ଟା ଭିତରେ ୬୮୭ଜଣଙ୍କ…