ଘରୋଇ ବସ‌ ଉପରୁ ଟ୍ୟାକ୍ସ ଛାଡ଼ ଘୋଷଣା କଲେ ସରକାର  | 

ସମସ୍ତ ଯାନବାହାନ ଡ଼କ୍ୟୁମେଣ୍ଟ ବୈଧତା ଅବଧି ବଢ଼ାଇଲେ ପରିବହନ କର୍ତ୍ତୃପକ୍ଷ  ଭୁବନେଶ୍ୱର (ଶାସକ ପ୍ରଶାସକ) : ଲକ ଡାଉନ ଓ ସଟ ଡାଉନ କାରଣରୁ ବସ ଚଳାଚଳ ଗୁରୁତର  ବ୍ୟାହତ ହୋଇଥିବା କାରଣରୁ ପୂର୍ବରୁ ରାଜ୍ୟ ସରକାର ଏପ୍ରିଲ, ମେ ଓ ଜୁନରେ ସମ୍ପୂର୍ଣ୍ଣ ଟ୍ୟାକ୍ସ ଛାଡ଼ କରିଥିବା ବେଳେ ଏବେ ବି…

ଡିଜିଟାଲ ହେଲା ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନ

କାର୍ଯ୍ୟକ୍ଷମ  ହେଲା ଡିଜିଟାଲ ଏକ୍ସରେ, ଚକ୍ଷୁ ବିଭାଗ ହେଲା ସମ୍ପୂର୍ଣ୍ଣ ଡିଜିଟାଲ  ବରଗଡ :- ଧୀରେ ଧୀରେ ସମୟର ଆବଶ୍ୟକତାକୁ ପୂରଣ କରିବା ପାଇଁ ପ୍ରତ୍ୟେକ ଅନୁଷ୍ଠାନ ଓ ସଂସ୍ଥା ଡିଜିଟାଲ ହେବାକୁ ବସିଲାଣି । ଏହି କ୍ରମରେ ଆଜି ଜିଲ୍ଲା ର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ…

ଲୋକଙ୍କ ପାଇଁ ଯୋଉ ନିୟମ ଆମ ପୁଲିସ ବାବୁଙ୍କ ପାଇଁ ସେଇଆ ତ !!

ପୋଲିସ କର୍ମଚାରୀ ସହ ଖେଳ ଖେଳି ନିୟମ ଉଲ୍ଲଂଘନ କଲେ ତଣ୍ଡ ଗଣିବେ ତ ? ଝାରସୁଗୁଡ଼ା/ ସୁବାଷ ସାହାରେ :  ଝାରସୁଗୁଡ଼ାରେ  ଶନିବାର ଓ ରବିବାର ସଟଡାଉନ ଘୋଷଣା ହେଇଥିବା ବେଳେ  କାଲି ବିଟିଏମ୍ ପଡ଼ିଆରେ ଯେଉଁ ଜାଗାରେ ଗତ ଦିନ ଏକ ଅଚିହ୍ନା  ବ୍ୟକ୍ତିଙ୍କ ଶବ ଉଦ୍ଧାର କରାଯାଇଥିଲା । ଆଜି ସେହି…

ଦୁର୍ଘଟଣା : ଅଳ୍ପକେ ବର୍ତିଲେ ୪  ଶ୍ରମିକ

  ବରଗଡ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକ ପାଇକମାଲ ନୂଆପଡା ରାସ୍ତାରେ ମିଠାପଲି ନିକଟସ୍ଥ ବିକ୍ରମନଗର ମନଭଙ୍ଗ ଛକ ନିକଟରେ ଆଜି ସନ୍ଧ୍ୟା ପ୍ରାୟ ଚାରିଟା ସମୟରେ ଏକ ଟ୍ରାକ୍ଟର ଦୁର୍ଘଟଣା ଗ୍ରସ୍ତ ହେଇ ଓଲଟି ପଡିବାରୁ ଟ୍ରାକ୍ଟରରେ ବସିଥିବା ଚାରି ଜଣ ଶ୍ରମିକ ଅଳ୍ପକେ ବର୍ତ୍ତୀ ଯାଇଥିଲେ ।…

ବିପିନ୍ ଚନ୍ଦ୍ର ମାଳବିଷୋୟୀଙ୍କ ବିୟୋଗରେ ଗଜପତି ଜିଲ୍ଲା ବରିଷ୍ଠ କଳାକାର ସଂଘ ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଆର୍. ଉଦୟଗିରି ନିବାସୀ ଜୈନିକ ସାଂସ୍କୃତିକ ବ୍ୟକ୍ତିତ୍ୱ ବିପିନ୍ ଚନ୍ଦ୍ର ମାଳବିଷୋୟୀଙ୍କ ଆଜି ସକାଳେ ହଠାତ୍ ହୃଦଘାତରେ ପରଲୋକ ହୋଇଯାଇଛି। ସେ ବ୍ରହ୍ମପୁର ବିସିସି ବ୍ୟାଙ୍କର ବରିଷ୍ଠ କିରାଣୀ ଭାବେ ଅବସର ନେଇ ଗଜପତି ଜିଲ୍ଲାରେ…

ଆଜି ବିଏମସି ଅଂଚଳରୁ ୪୯ ପଜିଟିଭ

ଭୁବନେଶ୍ୱର ( ଶାସକ ପ୍ରଶାସକ) : ଆଜି ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ଚିହ୍ନଟ ହୋଇଛନ୍ତି ୪୯  ଜଣ କୋଭିଡ ପଜିଟିଭ ଆକ୍ରାନ୍ତ । ସେମାନଙ୍କ ମଧ୍ୟରୁ ୩୪ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ବାହାରୁ ଚିହ୍ନଟ ହୋଇଛନ୍ତି ୧୫  ଜଣ। ଆଜିର ନୂତନ ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ୱରରେ…

କୋଭିଡ-୧୯ ଭ୍ୟାକ୍ସିନ୍ ପରୀକ୍ଷଣ ପ୍ରକ୍ରିୟା ଆରମ୍ଭ ହେଲା ସମ୍ ହସ୍ପିଟାଲରେ 

ଭୁବନେଶ୍ୱର(ଶାସକ ପ୍ରଶାସକ) : କୋଭିଡ୍-୧୯ ଭ୍ୟାକ୍ସିନର ମଣିଷ ଉପରେ ପ୍ରୟୋଗ ନିମନ୍ତେ ବିଧିବଦ୍ଧ ପ୍ରକ୍ରିୟା ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ୍ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନଷ୍ଟିଟ୍ୟୁଟ  ଅଫ ମେଡିକାଲ ସାଇନସେସ ଆଣ୍ଡ ସମ୍ ହସପିଟାଲରେ  ସୋମବାର ଆରମ୍ଭ ହୋଇଛି । ଭାରତର ପ୍ରଥମ କୋଭିଡି-୧୯…

୭ ପୋଲିସ କର୍ମଚାରୀ କରୋନା ପଜିଟିଭ 

ଭଦ୍ରକ(ଶାସକ ପ୍ରଶାସକ) : ଭଦ୍ରକରେ ୭ ପୋଲିସ କର୍ମଚାରୀ କରୋନା ପଜିଟିଭ ଚିହ୍ନିତ ହୋଇଛନ୍ତି | ଆଜି ଏ ବିଷୟରେ ଜିଲ୍ଲା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି | ଆଜି ଆକ୍ରାନ୍ତ ଭାବେ ଚହ୍ନଟ ଯୋଇଥିବା ପୋଲିସ କର୍ମଚାରୀମାନେ ଆଗ ଧାଡ଼ିର କରୋନା ଯୋଦ୍ଧା ଭାବେ ନିୟୋଜିତ ହୋଇ ଆସିଥିଲେ | ଆଜି ସେମାନେ…

ମନ୍ଦିର ନଗରୀର ନୂଆ ଡିସିପି ଭାବେ ଦାୟିତ୍ୱ ନେଲେ ଡ଼ ଉମାଶଙ୍କର 

କଟକ ମହାନଗରର ଦାୟିତ୍ୱ ନେଲେ ପ୍ରତୀକ ସିଂ  ବିଦାୟୀ ଡିସିପି ଅନୁପ ଓ ଅଖିଳେଶ୍ଵରଙ୍କୁ ବିଦାୟ ସମ୍ବର୍ଦ୍ଧନା   ଭୁବନେଶ୍ୱର(ମାନସୀ ମିଶ୍ର) :  ପୁରୀରେ ସଫଳତାର ସହିତ ଏସପି ଭାବେ ଦାୟିତ୍ୱ ନିର୍ବାହ କରି ନିକଟରେ ଭୁବନେଶ୍ୱର କମିସନରେଟକୁ ବଦଳି ହୋଇଥିବା ୨୦୦୮ ବ୍ୟାଚର  ଦକ୍ଷ ଆଇପିଏସ ଅଫିସର…

ଖରାଦିନ ସରିଗଲା କିନ୍ତୁ କାମରେ ଆସିଲାନି ପାଣି ଟାଙ୍କି

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ: ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ କଦଳୀଗଡ ଗ୍ରାମପଞ୍ଚାୟତ ପରିସରରେ ଥିବା ୫୦ ହଜାର ଲିଟର କ୍ଷମତା ବିଶିଷ୍ଟ ପାଣିଟାଙ୍କି ଲୋକଙ୍କ କୌଣସି କାମରେ ଆସିଲାନାହିଁ । ଖରାଦିନ ସରିଗଲା ହେଲେ ପାଣିପାଇଁ ଡହଳବିକଳ ହେଉଥିବା କଦଳୀଗଡ ବାସୀଙ୍କ…