ବନବିଭାଗ ଓ କାଳୀମନ୍ଦିର ସମିତି ମିଳିତ ଉଦ୍ୟମରେ ଚାରା ଗଛ ବଣ୍ଟନ 

ଝାରସୁଗୁଡା/ ସୁବାଷ ସାହାରେ : ଝାରସୁଗୁଡା ସ୍ଥିତ କାଳୀମନ୍ଦିର ରେ ଆଜି ୭୧ ତମ ବନମହୋତ୍ସଵ ଅବସରରେ ଛୋଟ ଚାରା ଗଛ  ବଣ୍ଟନ କରାଯାଇଥିଲା ।କାଳୀମନ୍ଦିର ପରିସରରେ ଅଁଳା ଗଛ କୁ ନିଜେ ଡିଏଫଓ ଏଲ .କେ ପାତ୍ର ଲଗେଇ କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରିଥିଲେ । ଗୋଟିଏ ଗଛ କୁ ୧ ଟଙ୍କା ମାତ୍ର ଦେଇ…

ସୋହେଲା ବ୍ଲକରେ ପ୍ରଥମ କରୋନା ରୋଗୀ ଚିହ୍ନଟ 

ସୋହେଲା(ଶାସକପ୍ରଶାସକ)-ବରଗଡ ଜିଲା ସୋହେଲା ବ୍ଲକ ଅନ୍ତର୍ଗତ ପେଟୁପାଲି ଗ୍ରାମରେ ଆଜି ବ୍ଲକର ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଛି । ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ତ୍ରିପୁରାରେ କାମ କରୁଥିବା ଜଣେ ସୁରକ୍ଷା କର୍ମୀ । ସେ ୬ ତାରିଖ ଦିନ ଫ୍ଲାଇଟରେ ଅଗରତାଲାରୁ କୋଲକତା ଓ କୋଲକତାରୁ…

ମିଛ ଚର୍ଚ୍ଚା ସତ ହେଇଗଲା : ସମସ୍ତଙ୍କ ଆଖିପତା ଓଦା କରି ଫେରିଗଲେ ଅଭିନୟ ବାଦଶାହ 

ସମଗ୍ର ଓଡ଼ିଆ କଳାଜଗତ ସ୍ତବ୍ଧ, ଆଖି ବୁଜିଦେଲେ ସମସ୍ତଙ୍କ  ବିଜୟ ମହାନ୍ତି  ଭୁବନେଶ୍ୱର(ଶାସକ ପ୍ରଶାସକ) : ସମସ୍ତେ ମିଛରେ ଗୋଟାଏ ଚର୍ଚ୍ଚା କରିଥିଲେ ସେ ଚାଲିଗଲେ ବୋଲି | ସମସ୍ତେ ଭାବିଲେ ଏଭଳି ମିଛ ପ୍ରଚାର ତାଙ୍କ ଆୟୁଷକୁ ବଢ଼ାଇ ଦେଲା | ହେଲେ ସେମିତି କିଛି ହେଲାନି  | ମିଛ ଚର୍ଚ୍ଚା…

କ୍ଵାରେଣ୍ଟାଇନ ସେଣ୍ଟରରେ ମୃତ୍ୟୁ ବରଣ କଲେ ମହିଳା। 

ଝାରସୁଗୁଡ଼ା :(ସୁଭାଷ ସହାରେ) / ଝାରସୁଗୁଡ଼ା ଜିଲ୍ଲାର କୋଲାବିରା ବ୍ଲକ ଅନ୍ତର୍ଗତ ରଘୁନାଥପାଲିସ୍ଥିତ କ୍ବାରେନ୍ଟାଇନ୍ କେନ୍ଦ୍ରରେ  ଏକ ୭୦ ବର୍ଷ ବୟସ୍କା ମହିଳାଙ୍କ କିଛି ସ୍ବାସ୍ଥ୍ୟଗତ କାରଣରୁ ମୃତ୍ୟୁ ହୋଇଥିବା ଝାରସୁଗୁଡ଼ା ସିଡିଏମଓ ସୂଚନା ଦେଇଛନ୍ତି।  ସୂଚନା ମୁତାବକ ଗତ ୧୨ ଜୁଲାଇରୁ…

ମହିଳା ଓ ଯୁବକଙ୍କ ମୃତ ଦେହ ଠାବ। 

ଝାରସୁଗୁଡ଼ା /(ସୁଭାଷ ସହାରେ): ଝାରସୁଗୁଡ଼ା ଜିଲ୍ଲାର ବେଲପାହାଡ଼ ରେଳ ଧାରଣାରୁ ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି। ବେଲପାହାଡ଼ ଓ ଗୁମାଡେରା ମଝିରେ ରେଳ ଧାରଣାରୁ ମିଳିଥିବା ଏହି ମୃତଦେହଗୁଡ଼ିକ ଜଣେ ମହିଳା ଓ ଜଣେ ଯୁବକଙ୍କ ବୋଲି ସୂଚନା ମିଳିଛି। ଏହି ଦୁଇ ମୃତଦେହକୁ ଜବତ କରିବା ପରେ ରେଲୱେ…

ଝାରସୁଗୁଡ଼ାରେ କୋଇଲା ସମ୍ବନ୍ଧୀୟ ଅଦାଲତ ଗଠନ ପାଇଁ ଅନୁରୋଧ କଲେ ଝାରସୁଗୁଡ଼ା ବାର ଏସୋସିଏସନ

ଝାରସୁଗୁଡ଼ା :(ସୁଭାଷ ସହାରେ) : ଝାରସୁଗୁଡ଼ାଠାରେ କୋଇଲା ସମ୍ବନ୍ଧୀୟ ମାମଲାର ବିଚାର ପାଇଁ ଏକ ସ୍ବତନ୍ତ୍ର ଅଦାଲତ ଗଠନ ପାଇଁ ଝାରସୁଗୁଡ଼ା ବାର ଏସୋସିଏସନ କେନ୍ଦ୍ର ଆଇନ ମନ୍ତ୍ରୀ ଓ କେନ୍ଦ୍ର କୋଇଲା ମନ୍ତ୍ରୀଙ୍କ ନିକଟରେ ଏକ ଦାବିପତ୍ର ପ୍ରେରଣ କରିଛନ୍ତି। ପତ୍ରସଂଖ୍ୟା ଡିବିଏ /ଜେଏସଜି…

 ମ. ରାମପୁର ବନ ବିଭାଗ ଜବତ୍ କଲା ଶାଗୁଆନ କାଠ ପଟା

ମ. ରାମପୁର/ଜଗତ ରାମ ସାହୁ: ଡିଏଫଓଙ୍କ ନିର୍ଦ୍ଦେଶ କ୍ରମେ ଆଜି ମ. ରାମପୁର ବ୍ଲକ ଅନ୍ତର୍ଗତ ସାଲେପାଳି ଗ୍ରାମ ପଞ୍ଚାୟତସ୍ଥିତ ଦୁଟା ଗ୍ରାମର କୃତିବାସ ସାହୁଙ୍କ ଘରୁ ଶାଗୁଆନ କାଠ ପଟା ଜବତ କଲା ବନ ବିଭାଗ। ସୂଚନା ଅନୁସାରେ କୃତିବାସ ସାହୁ ରାସ୍ତା କଡ଼ରେ ଥିବା  ତାଙ୍କ ଚାଷ ଜମିରେ ଏହି…

ଗୁଣୁପୁର ପୋୖର ପରିଷଦରେ ଅନିୟମିତତା ଏବଂ ପରିମଳ ଅବ୍ୟବସ୍ଥା ଅଭିଯୋଗ 

ବର୍ଷିଲେ ରାୟଗଡ ଜିଲ୍ଲା ବିକାଶ ପରିଷଦ ଉପଖଣ୍ଡ ଆବାହକ  ଗୁଣୁପୁର( ରାୟଗଡ) -  ରାୟଗଡା ଜିଲ୍ଲା ଗୁଣୁପୁର ପୌର ପରିଷଦରେ ଦେଖାଦେଇଥିବା କିଛି ଅନିୟମିତତା କାର୍ଯ୍ୟ କଳାପକୁ ପୋୖର ପରିଷଦ ଅଧ୍ୟକ୍ଷ ତଥା ଉପଜିଲ୍ଲାପାଳ ଙ୍କ ଦୃଷ୍ଟିକୁ ଆଣି ଏଗୁଡିକର ନିରାକରଣ ନିମନ୍ତେ ଏକ ପ୍ରସ୍ତାବିତ ଦାବୀ…

ଆଜି ରାଜ୍ୟରେ ସୁସ୍ଥ ହୋଇ ଘରକୁ ଫେରିଲେ ୪୫୭  ଜଣ 

ଭୁବନେଶ୍ୱର (ଶାସକ ପ୍ରଶାସକ) ରାଜ୍ୟରେ ଆଜି ସୁସ୍ଥ ହୋଇଛନ୍ତି ୪୫୭  ଜଣ | ଫଳରେ ରାଜ୍ୟରେ କରୋନାରୁ ମୁକ୍ତ ହୋଇ ଘରକୁ ଫେରିଛନ୍ତି ମୋଟ ୧୨୯୧୦  ଜଣ | ଆଜି ସର୍ବାଧିକ ସୁସ୍ଥ ହୋଇଛନ୍ତି  ଗଂଜାମ ଜିଲାରୁ ୧୧୮  ଜଣ | ସେହିପରି ୫୩ଜଣ ନୟାଗଡ, ୪୪ଜଣ କଟକ, ୩୮ଜଣ ସୁନ୍ଦେରଗଡ, ୩୨ଜଣ ଖୋରଧା, ୨୨ଜଣ…

ଗଞ୍ଜାମରେ କୋଭିଡ ଲଢ଼େଇକୁ ଜୋରଦାର କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ ଘୋଷଣା

http://www.youtube.com/watch?v=PRi1O1siu-A ଗୁରୁତର ରୋଗୀଙ୍କ ପାଇଁ ଆସନ୍ତା କାଲିଠୁ ଗଞ୍ଜାମରେ ପ୍ଲାଜ୍‌ମା ଥେରାପି ଗଞ୍ଜାମ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୫ କୋଟି ଟଙ୍କା ମଞ୍ଜୁର ସାରା ରାଜ୍ୟରେ ସର୍ଭେ କାମରେ ନିୟୋଜିତ ଆଶା, ଅଙ୍ଗନବାଡି କର୍ମୀଙ୍କ…