ବିଏମସି ଅଂଚଳରୁ ଆଜି ୨୪୮ କରୋନା ପଜିଟିଭ
ଦେଖନ୍ତୁ ୪୧ ଜଣ ସ୍ଥାନୀୟ ସଂକ୍ରମିତ କେଉଁ କେଉଁ ଅଂଚଳରୁ !!!!
ଭୁବନେଶ୍ୱର(ଶାସକ ପ୍ରଶାସକ) : ଆଜି ଭୁବନେଶ୍ୱର ମହାନଗର ନିଗମ ଅଂଚଳରୁ ଚିହ୍ନଟ ହୋଇଛନ୍ତି ୨୪୮ କରୋନା ପଜିଟିଭ | ସେଥି ମଧ୍ୟରୁ ୨୦୭ ଜଣ ସଙ୍ଗ ରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୪୧ ଜଣ ସାଧାରଣ ଅଂଚଳରୁ | ଫଳରେ…