କର୍ତ୍ତବ୍ୟରେ ଅବହେଳା କାରଣରୁ ତହସିଲଦାର ନିଲମ୍ବିତ

ବାରିପଦା(ଦିଲ୍ଲୀପ ମହାନ୍ତି )- ଓଏଏସ ଅଧିକାରୀ ଅନିଶା ଦାସଙ୍କୁ ନିଲମ୍ବିତ କରିଛନ୍ତି ରାଜ୍ୟ ସରକାର । କାର୍ଯ୍ୟରେ ଅବହେଳା ଅଭିଯୋଗ ପରେ ତାଙ୍କୁ ନିଲମ୍ବିତ କରାଯାଇଥିବାର ଜଣାପଡିଛି । ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅନିଶା ଦାସ ମୟୁରଭଞ୍ଜ…

ବନ୍ଦ ହେବନି ଭିନ୍ନକ୍ଷମ ବିଦ୍ୟାଳୟ , ନରମିଲା ପ୍ରଶାସନ 

 ଜିଲ୍ଲାପାଳ ଓ ଏସପିଙ୍କୁ ଶୁଭେଚ୍ଛା ଜଣାଇଲେ ଭଞ୍ଜସେନା ବାରିପଦା(ଦିଲ୍ଲୀପ ମହାନ୍ତି)-ଆବଶ୍ୟକ ପାଣ୍ଠି ଅଭାବରୁ ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ପୌରପରିଷଦର ଲକ୍ଷ୍ମୀପୋଷିସ୍ଥିତ ଜିଲ୍ଲାର ଏକମାତ୍ର ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟର ଅଷ୍ଟମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ନାମଲେଖା…

ବିଶ୍ୱ ମାନବାଧିକାର ସୁରକ୍ଷା ସଂଗଠନ ପକ୍ଷରୁ କୋଭିଡ ବିଶୋଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ।।

ଭୁବନେଶ୍ୱର:ବିଶ୍ୱ ମାନବାଧିକାର ସୁରକ୍ଷା ସଂଗଠନ ପକ୍ଷରୁ ବିଜେବି ନଗର ସ୍ଥିତ ଅରବିନ୍ଦ କଲୋନୀ ଓ କେଦାର ଗୌରୀ ନିକଟସ୍ଥ ନାଳମୁହଁ ଭୋଇ ସାହି  ମଧ୍ୟରେ କୋଭିଡ ସଚେତନତା ପଦଯାତ୍ରl ଓ କୋଭିଡ ବିଶୋଧନ କାର୍ଯ୍ୟକ୍ରମ  ଅନୁଷ୍ଠିତ ହୋଇଯାଇଅଛି l ଭୁବନେଶ୍ବରର ବସ୍ତି ଅଞ୍ଚଳ ମାନଙ୍କରେ କରୋନା…

 ବନ ବିଭାଗର ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଦଳିତ ଆଦିବାସୀ ମହାସଂଘ ସଭାପତି

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାର ସରକାରୀ କାର୍ଯ୍ୟାଳୟ ଦୁର୍ନୀତିର ଗନ୍ତାଘର ପାଲଟି ଯାଇଛି । ସରକାରୀ କାର୍ଯ୍ୟାଳୟଗୁଡ଼ିକରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରୁ କେତେକ ଅସାଧୁ ପଦାଧିକାରୀ ଓ କର୍ମଚାରୀମାନଙ୍କ ନିମନ୍ତେ ଆଜି ସମସ୍ତ ଅଧିକାରୀ ଓ…

ଯନ୍ତ୍ରଣାରେ ଛଟପଟ ପାଂଚଟି ଜୀବନ : ଦୟା କରିବେ କି ସହୃଦ ଆଉ ପ୍ରଶାସନ !

ହାଟଡିହି(ଶାସକ ପ୍ରଶାସକ) : ମା ତିନିବର୍ଷ ହେଲା ଆଖି ବୁଜି ଦେଇଥିଲେ  | ଆଉ ବାପା କାମ କରିବାକୁ କଲିକତା ଯାଇଥିଲେ ଯେ ଏଯାଏ ଫେରିନାହାନ୍ତି | ଆଵୌ ବାପାଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି ପାଂଚ ଛୁଆ ଅକଥନୀୟ ଯନ୍ତ୍ରଣା ଭିତରେ | ସବୁ ଆଶା ଆଉ ସ୍ବପ୍ନ ହଜିଯାଇଛି | ଏବେ ବଂଚିବା ବି…

ଆଜି ରାଜ୍ୟରେ ସୁସ୍ଥ ହୋଇ ଘରକୁ ଫେରିଲେ ୮୬୪  ଜଣ 

ଭୁବନେଶ୍ୱର (ଶାସକ ପ୍ରଶାସକ) ରାଜ୍ୟରେ ଆଜି ସୁସ୍ଥ ହୋଇଛନ୍ତି ୮୬୪ ଜଣ | ଫଳରେ ରାଜ୍ୟରେ କରୋନାରୁ ମୁକ୍ତ ହୋଇ ଘରକୁ ଫେରିଛନ୍ତି ମୋଟ ୧୬୭୯୨  ଜଣ | ଆଜି ସର୍ବାଧିକ ସୁସ୍ଥ ହୋଇଛନ୍ତି ୪୩୨  ଜଣ ଗଂଜାମ ଜିଲ୍ଲାରୁ | ସେହିପରି ୧୩୭ଜଣ ରାୟଗଡା, ୩୧ଜଣ ବରଗଡ, ୨୮ଜଣ ଖୋର୍ଦ୍ଧା, ୨୬ଜଣ ଲେଖାଏ କଟକ ଓ…

କାରଗିଲ ଦିବସ ଅବସରରେ ବୃକ୍ଷରୋପଣ 

ସମ୍ବଲପୁର-କୁଚିଣ୍ଡା,(ରମାକାନ୍ତ ବିଶ୍ବାଳ ): କୁଚିଣ୍ଡା  ବ୍ଲକ ଅନ୍ତର୍ଗତ କୁଟୁରାଚୁଆଁ କଲେଜ ଓ ସମ୍ବାଦ ସାହିତ୍ୟ ଘର ପକ୍ଷରୁ କୋଭିଡ ମହାମାରୀ ସମସ୍ୟା ଭିତରେ ମଧ୍ୟ ଜୀବନ କୁ ସାମାନ୍ୟ କରିବା ପାଇଁ  ରଚନାତ୍ମକ କାର୍ଯ୍ୟକ୍ରମ ଜାରୀରହିଛି l ଆଜି କାରଗିଲ ଦିବସ ପାଳନ ଅବସର ରେ ଅଧ୍ୟକ୍ଷ ତଥା…

ପୁଣି ୧୭ ଜଣ ନୂଆ କରୋନା ପଜିଟିଭ ଚି଼ହ୍ନଟ, ଜ଼ିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୬୪  

ସମ୍ବଲପୁର, (ରମାକାନ୍ତ ବିଶ୍ବାଳ )  ସମ୍ବଲପୁର  ଜିଲ୍ଲାରେ  କରୋନା ସ୍ଥିତି କୁ ନିୟନ୍ତ୍ରଣ କରିବା ପାଇଁ ଜାରୀ ହୋଇଛି ସଟ୍ ଡାଉନ୍ l ଆଜି ୧୦ ଦିନିଆଁ ସଟ୍ ଡାଉନ୍ ର ଦ୍ୱିତୀୟ ପର୍ଯ୍ୟାୟ ର ପ୍ରଥମ ଦିନ ପୁଣି ଜ଼ିଲ୍ଲା ରେ ୧୭ ଜଣ କରୋନା ପୋଜିଟିଭ ଚି଼ହ୍ନଟ ହୋଇଛନ୍ତି l ଚି଼ହ୍ନଟ ୧୭ ଜଣ ଙ୍କ…

ପୂର୍ବତନ ବିଧାୟକ ଅଭିମନ୍ୟୁ କୁମାର ଙ୍କ ଦେହାନ୍ତ ରେ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ଶୋକ ପ୍ରକାଶ 

ସମ୍ବଲପୁର (ରମାକାନ୍ତ ବିଶ୍ବାଳ ):  ସମ୍ବଲପୁର ଜ଼ିଲ୍ଲା ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ, ମହାନ ଗାନ୍ଧୀବାଦୀ ନେତା ଅଭିମନ୍ୟୁ କୁମାର ଙ୍କ ଦେହାନ୍ତ ରେ  ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି l ଶ୍ରୀ କୁମାର ଜଣେ ଗାନ୍ଧୀ ବାଦୀ ନେତା ଥିଲେ l…

 ଚାଷୀଭାଇ ମାନେ ଟଙ୍କାଟିଏ ବି ଫେରାନ୍ତୁନି : ପ୍ରଦୀପ୍ତ ନାଏକ

କାଳିଆ ଯୋଜନାର ଅଯୋଗ୍ୟ ହିତାଧିକାରୀ ଦର୍ଶାଇ ଚାଷୀଙ୍କୁ ନୋଟିସ ପଠାଯିବା ପ୍ରସଙ୍ଗ  ଯେଉଁ ଅଧିକାରୀମାନେ ଅଯୋଗ୍ୟ ହିତାଧିକାରୀମାନଙ୍କୁ ବାଛିଥିଲେ ସେମାନଙ୍କଠୁ  ଆଦାୟ ହେଉ ଟଙ୍କା   ଚାଷୀଙ୍କ ପାଖରୁ ଅର୍ଥ ଆଦାୟ କରିବାର ନିଷ୍ପତିକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ ରାଜ୍ୟସରକାର …