ମାଲବାହୀ ଟ୍ରେନ ଲାଇନଚ୍ୟୁତ 

0

ଜୟପୁର : ଛତିଶଗଡ଼ରୁ ବିଶାଖାପାଟଣା ଅଭିମୁଖେ ଯାଉଥିବା ଏକ ମାଲବାହୀ ଟ୍ରେନ  କୋରାପୁଟ ଏବଂ ଜୟପୁର ଲାଇନ ଚ୍ୟୁତ ହୋଇଥିବା ଜଣାପଡିଛି | ସୋମବାର ବିଳମ୍ବିତ ରାତିରେ ଘଟିଛି ଏହି ଅଘଟଣ | ମାଲବାହୀ ଟ୍ରେନର ୧୦ରୁ ୧୨ ଟି ୱାଗନ୍ ଲାଇନଚ୍ୟୁତ ହୋଇଥିବା ବେଳେ ରେଳବାଇ କର୍ତ୍ତୃପକ୍ଷ ସେଠାରେ ପହଂଚି ମରାମତି କାମ ଆରମ୍ଭ କରିଦେଇଥିଲେ |

Leave A Reply

Your email address will not be published.