ଆଜି ବିଏମସି ଅଂଚଳରୁ ୨୧୫ ଜଣ କରୋନା ପଜିଟିଭ
ସାଧାରଣ ଅଂଚଳରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ କେଉଁ କେଉଁ ଅଂଚଳରୁ ଦେଖନ୍ତୁ
ଭୁବନେଶ୍ୱର( ଶାସକ ପ୍ରଶାସକ) ଆଜି ଭୁବନେଶ୍ୱରରୁ ୨୧୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ସେମାନଙ୍କ ମଧ୍ୟରୁ ୬୫ ଜଣ ସାଧାରଣ ଅଂଚଳରୁ ଚିହ୍ନଟ ହୋଇଥିବା ବେଲେ ୧୫୫ ଜଣ କ୍ଵାରେଣ୍ଟାଇନ ସେଂଟରରୁ ଚିହ୍ନଟ…