ନେହେରୁ ଯୁବ କେନ୍ଦ୍ରର ବିକାଶ କାର୍ଯ୍ୟକ୍ରମ
ମେଲଛାମୁଣ୍ଡା,(ମନୋଜ ଭୋଇ): ବରଗଡ ଜିଲ୍ଳା ସୋହେଲା ବ୍ଳକ ଅଧିନସ୍ତ ଝର ଗ୍ରାମରେ କ୍ରିଡା ଓ ଯୁବ ବ୍ୟାପାର ମନ୍ତ୍ରାଳୟ ଭାରତ ସରକାର ଅଧିନରେ କାର୍ଯ୍ୟ କରୁଥିବା ନେହେରୁ ଯୁବ କେନ୍ଦ୍ର, ବରଗଡ ତରଫରୁ ଏକ ଯୁବକ ସଂଘ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଝର ଓ…