ସାହ୍ଲେପାଲିକୁ ହରାଇ ସେମିରେ ବ୍ରଜରାଜନଗର
କୋଲାବିରା: କୋଲାବିରା ବ୍ଲକ ଅଧିନସ୍ଥ କୁଲିହାମାଲ ମିନି ଷ୍ଟାଡିୟମରେ ନୂଆଁଖାଇ ଉପଲକ୍ଷେ ଚାଲିଥିବା ଜ୍ୟୋତି ଏକାଦଶ ଫୁଟବଲ ଟୁର୍ଣ୍ଣାମେଣ୍ଟର ୨ୟ ସେମିଫାଇନାଲ ମ୍ୟାଚରେ ଏସଇଆର ଜୁନିୟର ବ୍ରଜରାଜନଗର ୪-୦ ଗୋଳରେ ସାହ୍ଲେପାଲି କୁ ପରାସ୍ତ କରି ୨ୟ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି l!-->…