ଦୁଇଟି ଗ୍ରାମୀଣ ଶିଶୁ ଉଦ୍ୟାନ ପାଇଁ ଭୂମି ପୂଜନ କଲେ ଉପଜିଲ୍ଲାପାଳ

ଗାଇସିଲେଟ/କେଦାର ନାଥ ସାହୁ:ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ସ୍ଥିତ ତାଲପାଲି ପଞ୍ଚାୟତରେ ଦୁଇଟି ଗ୍ରାମୀଣ ଶିଶୁ ଉଦ୍ୟାନ ପାଇଁ ଭୂମି ପୂଜନ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ତନ୍ମୟ ଦରୱାନଙ୍କ ଦ୍ବାରା ଅନୁଷ୍ଠିତ ହୋଇଯାଇଛି। ତାଲପାଲି ଗ୍ରାମ ପଞ୍ଚାୟତର ତାଲପାଲି ଠାରେ ଦଶ ଲକ୍ଷ ଏବଂ ଜନକେଡା ଗ୍ରାମରେ…

କଳାହାଣ୍ଡି ଜିଲ୍ଲା ସୀମାନ୍ତ ଅଞ୍ଚଳ ଗୁଡ଼ିକରେ ପ୍ରଶାସନର କଡ଼ା ଯାଞ୍ଚ୍

ମ.ରାମପୁର/ଜଗତରାମ ସାହୁ :  ଦିନକୁ ଦିନ ବଢି ଚାଲିଥିବା କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ କଳାହାଣ୍ଡି ଜିଲ୍ଲା ପ୍ରଶାସନ  ସଜାଗ ରହିଛି । ଜନ ସଚେତନତା ସହ ମହାମାରୀ କରୋନା ଶୃଙ୍ଖଳକୁ ଛିନ୍ନ କରିବାପାଇଁ ସମୟ ସମୟରେ ସଟ୍ ଡ଼ାଉନ୍, ରାସ୍ତା ସିଲ୍, କଣ୍ଟେନମେଣ୍ଟ ଜୋନ ଘୋଷଣା ପରି…

କୋଭିଡ ପରିଚାଳନା ପାଇଁ ୨୪୧ ପୋଷ୍ଟ ପିଜି ଡାକ୍ତରଙ୍କୁ ନିୟୋଜିତ କଲେ ସରକାର 

ଭୁବନେଶ୍ୱର (ଶାସକ ପ୍ରଶାସକ) : କୋଭିଡ -୧୯ ର ସୁପରିଚାଳନା ପାଇଁ ରାଜ୍ୟ ସରକାର ଆଜି ୨୪୧ ଜଣ ପୋଷ୍ଟ ପିଜି ଡାକ୍ତରଙ୍କୁ   ବିଭିନ୍ନ CDM ଏବଂ PHO ଅଧୀନରେ ନିୟୋଜିତ ହୋଇଛନ୍ତି | ଏହି ପୋଷ୍ଟ ପିଜି ଡାକ୍ତରମାନେ ତୁରନ୍ତ ନିଜ ନିଜ ନିୟୋଜନ ସ୍ଥଳରେ ହଯୋଗଦେଇ ସମ୍ପୃକ୍ତ CDM ଏବଂ PHO ର ଅଧୀନରେ…

ମିଛ ଖବର ପ୍ରଚାରରେ ସୀମା ଟପୁଛି ରାଜ୍ୟ ବିଜେପି: ବିଜେଡି

ଭୁବନେଶ୍ୱର,(ଶାସକ ପ୍ରଶାସକ) : ମିଛ ଖବର ପ୍ରଚାର କରିବାରେ ରାଜ୍ୟ ବିଜେପି ନେତାମାନେ ଏବେ ସବୁ ସୀମା ଟପିଗଲେଣି । ବିଜେପି ନେତା ଭୃଗୁ ବକ୍ସିପାତ୍ରଙ୍କ ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ଏହା କହିଛନ୍ତି ବିଜେଡି ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର । ଡକ୍ଟର ପାତ୍ର କହିଛନ୍ତି ଯେ ଗତ ତିନି…

କରୋନା ସ୍ଥିତିକୁ ନିୟନ୍ତ୍ରଣ ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ସାହାଯ୍ୟ ଓ ହସ୍ତକ୍ଷେପ ଲୋଡନ୍ତୁ:ଭୃଗୁ 

ଗଂଜାମ ଜିଲ୍ଲାରେ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ଏବଂ କରୋନା ପରିଚାଳନାରେ ଜିଲ୍ଲା ପ୍ରଶାସନ ଫେଲ ମାରିବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅବଗତ କଲେ ରାଜ୍ୟ ବିଜେପି ଉପସଭାପତି  ଭୁବନେଶ୍ୱର(ଶାସକ ପ୍ରଶାସକ) : ଦୀର୍ଘ ୨୦ ବର୍ଷ ଧରି ମୁଖ୍ୟମନ୍ତ୍ରୀ ନୀରବଚ୍ଛିନ୍ନ…

ସୁନ୍ଦରଗଡ ଗସ୍ତରେ ମନ୍ତ୍ରୀ ଟୁକୁନି ସାହୁ, ପ୍ଲାଜ଼ାମା ଦାନକୁ ଉତ୍ସାହିତ କରିବା ପାଇଁ ନେଲେ ସମୀକ୍ଷା ବୈଠକ 

ସୁନ୍ଦରଗଡ (ହୋରାଚାନ୍ଦ ଦେଉରିଆ) : ପ୍ଲାଜ଼ାମା ଦାନକୁ ଉତ୍ସାହିତ କରିବା ପାଇଁ ସୁନ୍ଦରଗଡ଼ ଜ଼ିଲ୍ଲାର  ଦାୟୀତ୍ୱ  ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ  ଶ୍ରୀମତୀ ଟୁକୁନି ସାହୁଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଦେଇଥିବା ବେଳେ ସେହିକ୍ରମରେ  ମନ୍ତ୍ରୀ ଶ୍ରୀମତୀ…

କ୍ୟୁଏସ୍ ଆଇ-ଗଜ୍ ଡାଇମଣ୍ଡ ୟୁନିଭର୍ସିଟି ରେଟିଂରେ ସ୍ଥାନ ପାଇଲା ସୋଆ

ପୂର୍ବ ଭାରତର ଏକମାତ୍ର ବିଶ୍ୱବିଦ୍ୟାଳୟ ଭାବେ ଏହି ସଫଳତା ହାସଲ କରିଛି ସୋଆ ଭୁବନେଶ୍ୱର,(ଶାସକ ପ୍ରଶାସକ)  : ଆଉ ଏକ ସଫଳତା ସାଉଁଟିଛି ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସଟି) । କ୍ୟୁଏସ୍ ଆଇ-ଗଜ୍ ପକ୍ଷରୁ ଡାଇମଣ୍ଡ ୟୁନିଭର୍ସିଟି ରେଟିଂ ହାସଲ କରିଛି ସୋଆ । ଏହି ସଫଳତା ହାସଲ…

ଆଜି ଭୁବନେଶ୍ୱରରେ ୧୦୫  ପଜିଟିଭ 

ଦେଖନ୍ତୁ ୪୬   ଜଣ ସ୍ଥାନୀୟ ସଂକ୍ରମିତ କେଉଁ କେଉଁ ଅଂଚଳରୁ !!!! ଭୁବନେଶ୍ୱର(ଶାସକ ପ୍ରଶାସକ) : ଆଜି ଭୁବନେଶ୍ୱର ମହାନଗର ନିଗମ ଅଂଚଳରୁ  ଚିହ୍ନଟ ହୋଇଛନ୍ତି ୧୧୧ କରୋନା ପଜିଟିଭ | ସେଥି ମଧ୍ୟରୁ ୫୯ ଜଣ ସଙ୍ଗ ରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୪୬  ଜଣ ସାଧାରଣ ଅଂଚଳରୁ | ଫଳରେ…

କନ୍ଧମାଳ ଜିଲ୍ଲାରେ ଗର୍ବ ସାଜିଲେ ନିପଟ ମଫସଲ ଗାଁ ଗୋଇବନ୍ଧାର ମୀନାକ୍ଷୀ   

ଘୁ.ଉଦୟଗିରି:ଗଗନ କୁମାର ପ୍ରଧାନ: ଚେଷ୍ଟା ହିଁ  ସଫଳତାର  ଚାବିକାଠି l କଥାରେ ଅଛି ଦୃଢ ଇଛାଶକ୍ତି ଓ ଅଧ୍ୟବସାୟ ବଳରେ ଶୀର୍ଷର  ସୋପାନକୁ  ପହଞ୍ଚି ହୁଏ l କନ୍ଧମାଳର  ସୁନାଝିଅ ମିନାକ୍ଷୀ ମେଟ୍ରିକ ପରୀକ୍ଷାରେ ସମସ୍ତଙ୍କୁ  ପଛରେ ପକାଇ ଜ଼ିଲ୍ଲା ତଥା  ରାଜ୍ୟପାଇଁ  ଗୌରବ ଆଣିଛନ୍ତି l…

ସାଢେ ୮ ଟଙ୍କା କମିଲା ଡିଜେଲ ଦର

ଡିଜେଲ ଉପରେ ଦିଲ୍ଲୀ ସରକାର କମାଇଲେ ଭାଟ ନୂଆଦିଲ୍ଲୀ: ଦିଲ୍ଲୀ କେଜ୍ରିୱାଲ ସରକାରଙ୍କ କ୍ୟାବିନେଟ୍ ଡିଜେଲ ଉପରେ ଭାଟ୍ ୩୦% ରୁ ୧୬.୭୫% କୁ ହ୍ରାସ କରିଛନ୍ତି | ଫଳରେ ଡିଜେଲ ମୂଲ୍ୟ ଲିଟର ପିଛା   82 ଟଙ୍କା ବଦଳରେ ୭୩.୬୪ ଟଙ୍କାକୁ କମିଛି | ଅର୍ଥାତ ଡିଜେଲ ଦର ଲିଟର ପିଛା 8.36 ଟଙ୍କା…