ନୂଆ ୯୭ ଆକ୍ରାନ୍ତଙ୍କ ସହ  କରୋନା ପଜିଟିଭ୍ ସଂଖ୍ୟା ପହଞ୍ଚିଲା ୧୪୦୧ ରେ : ଜିଲ୍ଲାପାଳ ଅନୁପମ ସାହା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ଗଜପତି ଜିଲ୍ଲାରେ ଆଜି ପୁଣି ନୂଆ ୯୭ ଟି କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ପ୍ରେସ୍ ଇସ୍ତହାର ମାଧ୍ୟମରେ ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ସେମାନଙ୍କ ମଧ୍ୟରୁ ଜିଲ୍ଲାର ପାରଳାଖେମୁଣ୍ଡିରୁ ୫୮ ଜଣ , ରାୟଗଡ ବ୍ଳକରୁ ୫ ଜଣ , ଗୁମ୍ମା…

ରାଜ୍ୟରେ ୨୯ ଜିଲ୍ଲାରୁ ୧୪୯୯  ଜଣ ଚିହ୍ନଟ 

ଗଂଜାମ ୩୬୮ ଜଣ, ଖୋର୍ଦ୍ଧା ୨୧୪, ଗଜପତି ୯୭, ଢେଙ୍କାନାଳ ୯୨, କୋରାପୁଟ ୮୧, ସୁନ୍ଦରଗଡ ୭୫, ନୟାଗଡ ୬୭  ଭୁବନେଶ୍ୱର (ଶାସକ ପ୍ରଶାସକ) : ଆଜି ରାଜ୍ୟରେ ୨୯  ଜିଲ୍ଲାରୁ ୧୪୯୯  ଜଣ ଚିହ୍ନଟ  ହୋଇଛନ୍ତି  | ସେମାନଙ୍କ ମଧ୍ୟରୁ କବାରେଣ୍ଟାଇନ ସେଂଟରରୁ ୯୧୪  ଜଣ ଚିହ୍ନଟ ହୋଇଥିବା ବେଳେ ୫୮୫  ଜଣ…

ଆଜି ୫୫ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ମୃତ୍ୟୁ ୭୭୯ 

 ଦିନକରେ ସର୍ବାଧିକ ୬ ,୪୨ ,୫୮୮ ନମୁନା ପରୀକ୍ଷା ନୂଆଦିଲ୍ଲୀ (ଏସପିବି) ଆଜି ସାରା ଦେଶରେ ଗତ ୨୪ ଘଣ୍ଟା ଭିତରେ ୫୫,୦୭୯ କୋଭିଡ ପଜିଟିଭ କେଶ ଚିହ୍ନଟ ହୋଇଥିବା ବେଳେ ୭୭୯  ଜଣଙ୍କ ମୃତ୍ୟୁ ହୋଇଛି | ଦେଶରେ ମୋଟ ପଜିଟିଭଙ୍କ ସଂଖ୍ୟା ୧୬,୩୮,୮୭୧  ହୋଇଥିବା ବେଳେ ସକ୍ରିୟ ଅଛନ୍ତି ୫,୪୫,୩୧୮ …

ମୟୂରଭଞ୍ଜ :ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାକୁ ନେଇ ଭଞ୍ଜସେନା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ବାରିପଦା(ଦିଲ୍ଲୀପ ମହାନ୍ତି )- ଭଞ୍ଜସେନା ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଥିବାର ଅଭିଯୋଗ ଆଣି ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।  ସେନାର ଜିଲ୍ଲା ସଭାପତି ପିଣ୍ଟୁ ମାଇତିଙ୍କ ନେତୃତ୍ୱରେ…

ଭବିଷ୍ୟତ ରେ ଡାକ୍ତର ହେବି:ସ୍ମୃତିସୁଧା ପ୍ରିୟଦର୍ଶନୀ

ହାଟଡିହି (ଶାସକ ପ୍ରଶାସକ) : ଚଳିତ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା-2020 ଫଳ ପ୍ରକାଶ ପାଇଛି l  ଏହି ପରୀକ୍ଷାରେ ଆନନ୍ଦପୁର ବ୍ଲକ ଅନ୍ତର୍ଗତ   ପାତାଳଶୁଣି ଉଚ୍ଚ ବିଦ୍ୟାଳୟ, ଜଙ୍ଘାର-ବାଙ୍ଖିଡି, ଅଧିନରେ ଶିକ୍ଷାରତ ସ୍ମୃତିସୁଧା ପ୍ରିୟଦର୍ଶନୀ ବେହେରା ସର୍ବୋଚ୍ଚ 521 …

ଗୋ ଚାଲାଣ ରୋକିଲେ ଗ୍ରାମବାସୀ: ୪୨ ଗାଈ ଉଦ୍ଧାର, ୫ ଗିରଫ, କନଟେନର ଜବତ

ସମ୍ବଲପୁର-(ରମାକାନ୍ତ ବିଶ୍ବାଳ): ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଅମାପାଲି ଗ୍ରାମରୁ କୋଲକତାକୁ ଗୋ ଚାଲାଣ ହେଉଥିବା ସମୟରେ ଗ୍ରାମବାସୀମାନେ ଏହାକୁ ରୋକିବାରେ ସଫଳ ହୋଇଛନ୍ତି । ଗାଈ ଚାଲଣ କରୁଥୁବା ଅଭିଯୁକ୍ତ ଓ ଗାଡିକୁ ଗ୍ରାମବସୀ ମାନେ ଅଟକ ରଖି ରେଙ୍ଗାଲି ପୁଲିସକୁ ଖବର…

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ର ୬୭ ବର୍ଷିୟ  ପ୍ରଥମ କରୋନା ରୋଗୀଙ୍କ ମୃତ୍ୟୁ 

ସମ୍ବଲପୁର (ରମାକାନ୍ତ ବିଶ୍ବାଳ ):  ସମ୍ବଲପୁର ପାଇଁ ଗୁରୁବାର  ଦୁଃଖଦ ଖବର ନେଇ ଆସିଛି ମହାମାରୀ କରୋନା l ଆଜି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ର ୬୭ ବର୍ଷିୟ  ପ୍ରଥମ କରୋନା ରୋଗୀ ଙ୍କ ମୃତ୍ୟୁ ହୋଇଛି  l ଏନେଇ ସରକାରୀ ସ୍ତରରେ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି l  ଉକ୍ତ…

ବିଶିଷ୍ଟ ନାଟ୍ୟକାର ନିର୍ଦ୍ଦେଶକ ଗୁରୁଶ୍ରୀ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କୁ ଗୁରୁ ସତ୍ୟ ନାରାୟଣ ଜାତୀୟ ସମ୍ବଲପୁରୀ…

ସମ୍ବଲପୁର (ରମାକାନ୍ତ ବିଶ୍ବାଳ) :  ସମ୍ବଲପୁରୀ  ଭାଷା ସାହିତ୍ୟ ସଂସ୍କୃତି ର ପ୍ରଚାର ପ୍ରସାର  ଦିଗରେ ୨୦୧୩ ମସିହାରୁ ଅଗ୍ରଣୀ  ଭୂମିକା ଗ୍ରହଣ କରିଥିବା ପଶ୍ଚିମାଞ୍ଚଲ ଏକତା ମଞ୍ଚ ପକ୍ଷରୁ ସମ୍ବଲପୁରୀ ଦିନ୍ ପାଇଁ ପ୍ରସ୍ତୁତି  ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି  । ସମ୍ବଲପୁରୀ ଭାଷା…

କୋରୋନାର ମୁକାବିଲା ପାଇଁ ବ୍ଲକ ପ୍ରଶାସନକୁ ଚିଠି ଲେଖିଲେ ସରପଞ୍ଚ

ମ ରାମପୁରରୁ ଜଗତରାମ ସାହୁ : ରାଜ୍ୟରେ କରୋନା ସ୍ଥିତି ଗମ୍ଭୀର ଥିବାବେଳେ କଳାହାଣ୍ଡି ଜିଲ୍ଲାରେ ମଧ୍ୟ ବଢ଼ି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରଶାସନ ତରଫରୁ ଏହାକୁ ପ୍ରତିହତ କରିବା ପାଇଁ ବିହିତ ପଦକ୍ଷେପମାନ ଗ୍ରହଣ କରାଯାଉଛି କିନ୍ତୁ କେତେକ ସ୍ଥାନରେ ଲୋକେ ଏହାକୁ ଖାମଖିଆଲି ଭାବେ…

ମ. ରାମପୁର ଗ୍ରାମ ପଞ୍ଚାୟତ କୁ ସଟ୍ ଡାଉନ୍ ଘୋଷଣା କଲେ ସ୍ଥାନୀୟ ସରପଂଚ

ମ.ରାମପୁରରୁ ଜଗତ ରାମ ସାହୁ : କୋରୋନା ମହାମାରୀ ନାମକ ଭୁତାଣୁ ଦିନକୁ ଦିନ ତାର କାୟା ବିସ୍ତାର କରିବାରେ ଲାଗିଛି।ଆଉ   ଏଥିରୁ ବାଦ୍ ପଡିନି ଆମ ଦେଶ,ରାଜ୍ୟ  ଏଥିରୁ କଳାହାଣ୍ଡି ଜିଲ୍ଲା ରେ ମଧ୍ୟ ଆକ୍ରାନ୍ତ ଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ଅଞ୍ଚଳ…