ଆଜି ୧୦ ଜୀବନ ଯାଇଥିବା ବେଳେ ସୁସ୍ଥ ହେଲେ ୭୫୬ ଜଣ 

ଭୁବନେଶ୍ୱର (ଶାସକ ପ୍ରଶାସକ) : ଆଜି କରୋନା ଯୋଗୁ ୧୦ ଜଣଙ୍କ ଜୀବନ ଯାଇଥିବା ବେଳେ ଆଜି ସୁସ୍ଥ ହୋଇଛନ୍ତି ଘରକୁ ଫେରିଛନ୍ତି ୭୫୬ ଜଣ | ଫଳରେ ମୋଟ ସୁସ୍ଥଙ୍କ ସଂଖ୍ୟା ୨୧୨୭୩ ରେ ପହଂଚିଛି | ଆଜି ସର୍ବାଧିକ ୧୬୨ଜଣ ଖୋର୍ଦ୍ଧା, ୧୩୯ଜଣ ଗଂଜାମରୁ, ୭୮ଜଣ କଟକ, ୫୮ଜଣ  ସୁନ୍ଦରଗଡରୁ, ୪୯ଜଣ…

ସଂକ୍ରମିତ ସଂଖ୍ୟା ହୁ ହୁ ହୋଇ ବଢ଼ୁଛି 

୮୭ ଦିନରେ ୬୯୦ ଟପିଲା, ଦିନକରେ ୩୯ ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା  ଉଦବେଗଜନକ ହେବା ଆରମ୍ଭ କରିଛି । ଜିଲ୍ଲାର ସମସ୍ତ ୨୬ଟି ବ୍ଲକ ସହିତ ୨ଟି ଏନଏସି ଓ ଗୋଟାଏ ପୌରପରିଷଦରେ କରୋନା ତାର କାୟା ବିସ୍ତାର କରିସାରିଥିବା ବେଳେ କେବଳ ରାଇରଙ୍ଗପୁର…

ବ୍ରହ୍ମପୁରରେ ଆଉ ଦୁଇଟି କୋଭିଡ ହସ୍‌ପିଟାଲ ଉଦ୍‌ଘାଟିତ, ବଢ଼ିଲା ୩୦୦ ଶଯ୍ୟା 

ଗଞ୍ଜାମରେ ସଂକ୍ରମଣ ହାର କମୁଛି | ବର୍ତ୍ତମାନ ପରିସ୍ଥିତିରେ ଆତ୍ମସନ୍ତୋଷର କୌଣସି ସ୍ଥାନ ନାହିଁ | ନିଜର ଓ ନିଜ ପରିବାରର ନିରାପତ୍ତା ପାଇଁ ଗହଳିକୁ ଯାଆନ୍ତୁ ନାହିଁ, କୋଭିଡ ନିୟମକୁ ହାଲ୍‌କା ଭାବରେ ନିଅନ୍ତୁ ନାହିଁ, ଏହାର ଗୁରୁତ୍ବକୁ ଭଲ ଭାବରେ ବୁଝନ୍ତୁ – ମୁଖ୍ୟମନ୍ତ୍ରୀ ଭୁବନେଶ୍ବର,(…

ଆଜି ଭୁବନେଶ୍ୱରରେ ୧୨୬   ପଜିଟିଭ 

ଦେଖନ୍ତୁ ୪୯ ଜଣ ସ୍ଥାନୀୟ ସଂକ୍ରମିତ କେଉଁ କେଉଁ ଅଂଚଳରୁ !!!! ଭୁବନେଶ୍ୱର(ଶାସକ ପ୍ରଶାସକ) : ଆଜି ଭୁବନେଶ୍ୱର ମହାନଗର ନିଗମ ଅଂଚଳରୁ  ଚିହ୍ନଟ ହୋଇଛନ୍ତି ୧୨୬   କରୋନା ପଜିଟିଭ | ସେଥି ମଧ୍ୟରୁ ୭୭  ଜଣ ସଙ୍ଗ ରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୪୯   ଜଣ ସାଧାରଣ ଅଂଚଳରୁ | ଫଳରେ…

କିସରେ ଯୁକ୍ତ ଦୁଇ ପଢ଼ିବେ କନ୍ଧମାଳ ମାଟ୍ରିକ୍‍ ଟପ୍ପର 

ଯୁକ୍ତ ଦୁଇ ବିଜ୍ଞାନରେ ଭଲ କଲେ ନିଃଶୁଳ୍କ ଇଂଜିନିୟରିଂ ବା ଡାକ୍ତରୀ ପାଠପଢ଼ାର ପ୍ରତିଶ୍ରୁତି ଦେଲେ ଡ଼ ସାମନ୍ତ  ଭୁବନେଶ୍ୱର(ଶାସକ ପ୍ରଶାସକ) : କିସରେ  ପଢ଼ିବେ କନ୍ଧମାଳ ଜିଲ୍ଲାର ମାଟ୍ରିକ୍‍ ଟପ୍ପର  ମୀନାକ୍ଷୀ ମଲ୍ଲିକ । ମାଟ୍ରିକ୍‍ ପରୀକ୍ଷାରେ ସର୍ବାଧିକ ୯୨.୬ ପ୍ରତିଶତ ନମ୍ବର ରଖି…

ହରିଦାସପୁର-ପାରାଦ୍ୱୀପ ରେଳପଥ ପ୍ରସଙ୍ଗରେ ପୂର୍ବ ତଟ ରେଳପଥର ନିବେଦନ

ପରୀକ୍ଷାମୂଳକ ମାଲବାହୀ ଟ୍ରେନ୍ ଚଳାଚଳକୁ ବ୍ୟାହତ ନକରିବାକୁ ଅନୁରୋଧ  ଭୁବନେଶ୍ୱର(ଶାସକ ପ୍ରଶାସକ): ବହୁ ପ୍ରତିକ୍ଷିତ ହରିଦାସପୁର-ପାରାଦ୍ୱୀପ ରେଳପଥ ନିର୍ମାଣ କାର୍ଯ୍ୟ ଶେଷ ହେବା ଉପରେ । ପରୀକ୍ଷାମୂଳକ ମାଲବାହୀ ଟ୍ରେନ୍ ଚଳାଚଳ ୩୧ ଜୁଲାଇ ୨୦୨୦ରୁ ଆରମ୍ଭ ହୋଇଥିଲା । ପାସେଞ୍ଜର…

ଜ୍ୱାଇଁଙ୍କୁ ହତ୍ୟାକଲେ ଶ୍ୱଶୁର ଘର ଲୋକେ!

ପୁରୁଣା କଟକ (ଶାସକ ପ୍ରଶାସକ): ବୌଦ୍ଧ ଜିଲ୍ଲା  ପୁରୁଣାକଟକ  ଥାନା ପିତାମ୍ବରପୁର ପଞ୍ଚାୟତ ଅନ୍ତର୍ଗତ ଇନ୍ଦ୍ରପୁର ଗ୍ରାମରେ ପାରିବାରିକ କଳହକୁ କେନ୍ଦ୍ର କରି ଏକ ହତ୍ୟାକାଣ୍ଡ ର ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ  ପୁରୁଣାକଟକ ଥାନା ରାଜିଂ  ଗ୍ରାମର ଲବ ବଗର୍ତ୍ତି ପାଖ ଗାଁ ର…

୧୨ବର୍ଷର ଝିଅକୁ ଦୁଷ୍କର୍ମ କଲେ ୬୦ବର୍ଷୀୟ ବୃଦ୍ଧ : ଦୁଷ୍କର୍ମ ପରେ ଘଟଣା ସଂପର୍କରେ ନକହିବାକୁ ପୀଡ଼ିତାଙ୍କୁ ଦେଲେ …

ଅନୁଗୁଳ (ଶାସକ ପ୍ରଶାସକ): ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଥାନା ହିଙ୍ଗଣ୍ଡଳ ଗାଁରେ  ୧୨ ବର୍ଷର ନାବାଳିକାଙ୍କୁ ସେହି ଗ୍ରାମର ୬୦ ବର୍ଷ ବୟସ୍କ ବୃଦ୍ଧ ଦୁଷ୍କର୍ମ କରିଥିବା  ଅଭିଯୋଗ ହୋଇଛି । ଯାହାକୁ ନେଇ ଗାଁରେ ଉତ୍ତେଜନା ଦେଖାଦେଇଛି । ଗାଁ କମିଟି ନିଷ୍ପତ୍ତି ପରେ ଗ୍ରାମବାସୀ ନ୍ୟାୟ ପାଇଁ…

କରୋନା ଯୋଦ୍ଧା ଏବେ କରୋନାରେ ଆକ୍ରାନ୍ତ: ଜିଲ୍ଲାରେ ୧୬୩ ପଜିଟିଭ

ନୂଆପଡା(ଅମିତ ପୁରୋହିତ) : କରୋନା ଯୋଦ୍ଧା ସାଜିଥିବା ନୁଆପଡା ପୋଲିସ ଆଜି କରୋନା କବଳରୁ ନିଜକୁ ରକ୍ଷା କରିପାରି ନାହିଁ । ୪୦ ଜଣ ପୋଲିସ କର୍ମୀଙ୍କ ଶରୀରରେ କରୋନା ସଂକ୍ରମଣର ସୂଚନା ମିଳିଛି । ସୂଚନା ମିଳିବା ପରେ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ତଥା ଥାନାକୁ କଣ୍ଟେନମେଣ୍ଟ ଜୋନ ମହିସାବରେ…

ଏନ.ଏ.ଏଫ.ସି.ସି ଯୋଜନା ଦିଗହରା ଆଶାୟୀ ଚାଷୀ ନିରାଶ

ନୂଆପଡା(ଅମିତ ପୁରୋହିତ) ; ଶୁଷ୍କ ମରୁଡି ପ୍ରବଣ ଜିଲ୍ଲା କୁ ସବୁଜ ଓ ଚାଷୀ ମାନଙ୍କ ଆର୍ଥିକ ମେରୁଦଣ୍ଡ କୁ ସୁଦୃଢ କରିବା ନିମନ୍ତେ ନୂଆପଡା ଜିଲାରେ କୋଟି କୋଟି ଟଙ୍କା ବ୍ୟାୟରେ ଜଳବାୟୁ ପରିବର୍ତ୍ତନ ପାଣ୍ଠି ବିନିଯୋଗ କରାଯାଇଛି ସତ କିନ୍ତୁ ଚାଷୀଙ୍କ ଉନ୍ନତି ହେବା ବଦଳରେ ଏବେ ଅବନତି ହେବାର…