କରୋନା ଆକ୍ରାନ୍ତଙ୍କୁ ସ୍ଥାନାନ୍ତର ପାଇଁ ସ୍ବାସ୍ଥ୍ୟ ଟିମକୁ ଘେରିଲେ ଗ୍ରାମବାସୀ
ବୌଦ୍ଧ (ଶାସକ ପ୍ରଶାସକ)–ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ଦପଲା ଗ୍ରାମ ପଞ୍ଚାୟତର ବଉଳସିଙ୍ଗା ଗ୍ରାମରେ ଜଣେ ଯୁବତୀ କରୋନା ଆକ୍ରାନ୍ତ ହୋଇଥିବା ଗତ ରବିବାର ଦିନ ରିପୋର୍ଟ ଆସିଥିଲା l ସରପଞ୍ଚ ବଉଳସିଙ୍ଗା ଗ୍ରାମକୁ ଆଜି ମଧ୍ୟରାତ୍ରୀ ଯାଏଁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛନ୍ତି |…