କୋଭିଡ୍‌ ଯୋଦ୍ଧାଙ୍କ ସମ୍ମାନ ପାଇଁ ଆଜି ସନ୍ଧ୍ୟା ୬ଟାରେ ଏକ ମିନିଟ୍ ନିରବ ପ୍ରାର୍ଥନା l

ପ୍ରାର୍ଥନା ପରେ ନିଜେ ମୁଖ୍ୟମନ୍ତ୍ରୀ ଶପଥ ପାଠ କରାଇବେ l ଭୁବନେଶ୍ବର(ରମାକାନ୍ତ ବିଶ୍ବାଳ ): କୋଭିଡ୍‌ ଯୋଦ୍ଧାମାନଙ୍କର ମାନବ ଜାତି ପ୍ରତି ସର୍ବୋଚ୍ଚ ତ୍ୟାଗକୁ ପୁନଃ ସ୍ମରଣ କରିବା ଓ ସମ୍ମାନ ଜଣାଇବା ଲାଗି ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଘୋଷଣା କରିଛନ୍ତି। ଆଜି ସନ୍ଧ୍ୟା ୬ଟାରେ ସାରା…

ଟିକେ ଦୃଷ୍ଟି ଦେବେ କି  ମାନ୍ୟବର : ଏମନ୍ତ ଚାଲିଛି ଅନଲାଇନ ପାଠପଢା ବ୍ୟାପାର 

 ଅନଲାଇନ ପାଠ ପାଇଁ ମୋବାଇଲରେ ନେଟୱର୍କ ପାଇବାକୁ ଛାତ୍ରଛାତ୍ରୀ ଚଢୁଛନ୍ତି  ଗଛ ଓ ଟାୱାର ଉପର  ସବୁଠି ଉପଲବ୍ଧ ନାହିଁ ନେଟୱାର୍କ ଇଣ୍ଟରନେଟ ସୁବିଧା, ବିକଳ ଚିତ୍ର। ଝାରବନ୍ଧ ବ୍ଲକ ଅଭ୍ୟନ୍ତର ଅଞ୍ଚଳର  ଝାରବନ୍ଧ/ମନୋହର ଦାଶ : କରୋନା ମହାମାରୀ କାୟା ବିସ୍ତାର କରି…

ରେଙ୍ଗାଳପାଳି ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଦେହାନ୍ତ

ଧର୍ମଗଡ /ସୁଶାନ୍ତ ରାଉତ :  କୋକସରା ବ୍ଲକ ରେଙ୍ଗାଳପାଳି ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଅକ୍ଷୟପୂଝାରୀଙ୍କ ହଠାତ ଦେହାନ୍ତ ଖବର କୋକସରା ବ୍ଲକ ର ସମସ୍ତ କର୍ମଚାରୀ ଓ କାର୍ଯ୍ୟରତ  ଥିବା ରେଙ୍ଗାଲପାଳି ଓ ଡହ ଗାଁ ପଞ୍ଚାୟତ ଅଞ୍ଚଳରେ ଆଶ୍ଚର୍ଯ୍ୟ ଚକିତ କରିବା ସଙ୍ଗେ ଶୋକର ଛାୟା ଖେଳେଇ…

“ସଂସ୍କୃତି ଚର୍ଚ୍ଚା’ ଲୋକାର୍ପିତ

  ଭୁବନେଶ୍ୱର( ଶାସକ ପ୍ରଶାସକ) : ରାଜ୍ୟ ଅଭିଲେଖାଗାର ପକ୍ଷରୁ ପ୍ରକାଶିତ "ସଂସ୍କୃତି ଚର୍ଚ୍ଚା'ର ପ୍ରଥମ ଖଣ୍ଡ ମନ୍ତ୍ରୀ ଶ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ଦ୍ୱାରା ଲୋକାର୍ପିତ ହୋଇ ଯାଇଛି |  ରାଜ୍ୟ ଅଭିଲେଖାଗାର ଆନୁକୂଲ୍ୟରେ ପ୍ରତି ମାସରେ ଅନୁଷ୍ଠିତ "ସଂସ୍କୃତି ଚର୍ଚ୍ଚା'…

ଅନଲାଇନରେ  ସଂରକ୍ଷଣ ହେବ ରବିନ୍ଦ୍ର, ଉତ୍କଳ ଓ ଭଞ୍ଜକଳା ମଣ୍ଡପ

ଭୁବନେଶ୍ୱର,(ଶାସକ ପ୍ରଶାସକ) ଏଣିକି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ରହିଥିବା ଭୁବନେଶ୍ୱରର ତିନୋଟି ମଣ୍ଡପ- ରବିନ୍ଦ୍ରମଣ୍ଡପ, ଉତ୍କଳମଣ୍ଡପ ଓ ଭଞ୍ଜକଳା ମଣ୍ଡପର ସଂରକ୍ଷଣ ଅନ୍ଲାଇନରେ  ହୋଇପାରିବା  ସ୍ଥାନୀୟ ସଂସ୍କୃତିଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ଭର୍ଚୁଆଲ୍…

 ତହସିଲଦାର – ମାଫିଆ ଲିଙ୍କ ଅଭିଯୋଗ :କ୍ରାଇମବ୍ରାଞ୍ଜ ତଦନ୍ତ ଆରମ୍ଭ

ବାରିପଦା(ଦିଲ୍ଲୀପ ମହାନ୍ତି )- ବେତନଟୀ ତହସିଲର ପୂର୍ବତନ ତହସିଲଦାର ଅନିଶା ଦାସଙ୍କ ସହିତ ଲଘୁ ଖଣିଜ ସମ୍ପଦ ଚୋରା ବ୍ୟବସାୟ ଚଳାଇଥିବା ମାଫିଆମାନଙ୍କ ସହିତ ଲିଙ୍କ ଅଭିଯୋଗ ଉପରେ କ୍ରାଇମବ୍ରାଞ୍ଚ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଆଜି କ୍ରାଇମବ୍ରାଞ୍ଚର ଡ଼ିଏସପି ବିକାଶ ବେହୁରୀଆଙ୍କ…

ପଂଚାୟତିରାଜ ଓ ପାନୀୟଜଳ, ଆଇନ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ମୟୂରଭଞ୍ଜ ଜିଲ୍ଲା ଗସ୍ତ

କୋଭିଡ୍ ସୁପରିଚାଳନା ଏବଂ  ପ୍ଲାଜମା ଥେରାପି ପାଇଁ ପ୍ଲାଜମା ସଂଗ୍ରହ ଉପରେ ନେଲେ ସମୀକ୍ଷା ବୈଠକ   । ଭୁବନେଶ୍ୱର(ଦିଲ୍ଲୀପ ମହାନ୍ତି ) : ରାଜ୍ୟ ପଂଚାୟତିରାଜ ଓ ପାନୀୟ ଜଳ, ଆଇନ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ଆଜି ମୟୂରଭଞ୍ଜ ଜିଲ୍ଲାଗସ୍ତରେ ଆସି ପୂର୍ବାହ୍ନରେ ଜିଲ୍ଲା…

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁରର ୫୫ ତମ ପ୍ରତିଷ୍ଠା ଦିବସ ପାଳିତ ।

ପଦ୍ମପୁର- ମଙ୍ଗଳବାର ଦିବା ୯ ଘଟିକା ସମୟରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସେବାଶ୍ରୀ ଭୋଇଙ୍କ ଅଧ୍ୟକ୍ଷତାରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁରର ୫୫ ତମ ପ୍ରତିଷ୍ଠା ଦିବସ କୋଭିତ ୧୯ ର ସମସ୍ତ ନିୟମ ଅନୁପାଳନ ପୂର୍ବକ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ବୃନ୍ଦାବନ…

ବିଶାଲଖିଣ୍ଡା ପଞ୍ଚାୟତରେ ମାଗଣା ହୋମିଓପ୍ୟାଥିକ ଔଷଧ ବଣ୍ଟନ

ସମ୍ବଲପୁର (ରମାକାନ୍ତ ବିଶ୍ବାଳ ): କରୋନା ରୋଗ ର ସଂକ୍ରମଣ ଓ ଭୟାବହତା ବୃଦ୍ଧି ସଙ୍ଗେ ସଙ୍ଗେ ଏହାର ମୁକାବିଲା ପାଇଁ ମଧ୍ୟ ଯୁଦ୍ଧକାଳୀନ ଭିତ୍ତିରେ ବିଭିନ୍ନ କାର୍ଯ୍ୟକ୍ରମ ମାନ ଚାଲିଛି । ଗୋଟେ ପଟେ ସରକାରୀ ବେସରକାରୀ ସ୍ତରରେ ଏହାର ପ୍ରତିଷେଧକ ଔଷଧ ଓ ରୋଗରୁ ଆରୋଗ୍ୟ ଲାଭ କରିବାର ଔଷଧ…

କରୋନା ବେଳରେ ପ୍ରତିଟି ଦିନ କଟିଥାଏ ସାଧାରଣ ଜନତାଙ୍କ ପାଖରେ

ନୟାଗଡ (ବିଶ୍ୱଜିତ ନାୟକ) - ନୟାଗଡ ଜିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ବେହେରାଙ୍କ ପ୍ରତିଟି ଦିନ କଟିଥାଏ ସାଧାରଣ ଜନତାଙ୍କ ପାଖରେ । ଯେକୌଣସି ଵର୍ଗର ହେଉ ବା ଯେକୌଣସି ଜାତିର ହେଉ ଯେକେହି ଅସୁବିଧାର ସମ୍ମୁଖୀନ ହୁଅନ୍ତି…