ଏବିଭିପି ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଶାଖା ପକ୍ଷରୁ “ଅଖଣ୍ଡ ଭାରତ” ଦିବସ ପାଳନ

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଶାଖା କାର୍ଯ୍ୟକାର୍ତ୍ତାଙ୍କ ଦ୍ବାରା "ଅଖଣ୍ଡ ଭାରତ" ଦିବସ ଏବିଭିପି କାର୍ଯ୍ୟାଳୟରେ ପାଳନ ହୋଇଯାଇଛି।  ସେଥିରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଗଜପତି ବିଭାଗ ସହ ପ୍ରଚାରକ…

ଓଡ଼ିଶା ଉନ୍ନୟନ କର୍ତ୍ତୃପକ୍ଷ  (ପ୍ଲାନିଂ ଆଣ୍ଡ ବିଲଡିଂ ଷ୍ଟାଣ୍ଡାର୍ଡ) ନିୟମ ୨୦୨୦  ବିଜ୍ଞପ୍ତି ଜାରି 

http://www.youtube.com/watch?v=HLWPONTdd_E ନିୟମାବଳୀକୁ ସଂପୂର୍ଣ୍ଣ ଲୋକାଭିମୁଖୀ ଓ ପ୍ରଗତିଶୀଳ କରିବାପାଇଁ ଉଦ୍ୟମ କରାଯାଇଛି । ବ୍ୟବସ୍ଥାର ସରଳୀକରଣ ସହ କୋଠାବାଡ଼ି ନିର୍ମାଣ ଯୋଜନା ଅନୁମୋଦନ ପାଇଁ ଏକ ସାଧାରଣ ଅନଲାଇନ ପ୍ଲାଟଫର୍ମ କାର୍ଯ୍ୟକାରୀ କରାଇବାରେ ଏହା ହେବ…

ପ୍ରଥମ ସ୍ଥାନରେ ଖୋରଧାର ଆଜି ହ୍ୟାଟ୍ରିକ, ତିନିଶହ ପାର : ଆଜି ୧୯୭୭/୧୦

ଭୁବନେଶ୍ୱର(ଶାସକ ପ୍ରଶାସକ) : ପ୍ରଥମ ସ୍ଥାନରେ ଖୋରଧାର ଆଜି ହ୍ୟାଟ୍ରିକ | ଆଜି  ତିନିଶହ ପାର ହୋଇଛି ଖୋର୍ଦ୍ଧା ଜିଲ୍ଲାରେ |  ଆଜି ରାଜ୍ୟରେ୧୯୭୭ ଆକ୍ରାନ୍ତ ଚିହ୍ନଟ ହୋଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୪୬୩୦ ପହଂଚିଛି  | ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୨୪୧  ଜଣ…

ଚବିଶି ଘଂଟାରେ ୬୪,୫୫୩   ଆକ୍ରାନ୍ତ, ଯାଇଛି  ୧୦୦୭ ଜୀବନ 

 ବଢିଛି ନମୁନା ଯାଞ୍ଚ , ୧୩ ତାରିଖରେ ଯାଞ୍ଚ ହୋଇଛି ୮,୪୮,୭୨୮ନମୁନା  ନୂଆଦିଲ୍ଲୀ (ଶାସକ ପ୍ରଶାସକ) ଆଜି ସାରା ଦେଶରେ ଗତ ୨୪ ଘଣ୍ଟା ଭିତରେ ୬୪,୫୫୩   କୋଭିଡ ପଜିଟିଭ କେଶ ଚିହ୍ନଟ ହୋଇଥିବା ବେଳେ  ୧୦୦୭  ଜଣଙ୍କ ମୃତ୍ୟୁ ହୋଇଛି | ଦେଶରେ ମୋଟ ପଜିଟିଭଙ୍କ ସଂଖ୍ୟା  ୨୪,୬୧,୧୯୧  ହୋଇଥିବା…

ପ୍ରଶାସନ ବଡ଼ଲୋକ, ସୂଚନା ଦେବାକୁ ବାଧ୍ୟ କିଏ କରିପାରିବ !!!

ବାରିପଦା(ଦିଲ୍ଲୀପ ମହାନ୍ତି)- ମୟୂରଭଞ୍ଜ ଜିଲ୍ଲାରୁ ଆଜି ୩୭ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି ଏବଂ ଆକ୍ରାନ୍ତମାନଙ୍କ ସଂଖ୍ୟା ହଜାରେ ଟପି ୧୦୩୩ରେ ପହଁଞ୍ଚିଛି । ଏଥି ସହିତ ଅଗଷ୍ଟ ୧୩ ସୁଦ୍ଧା  ଜିଲ୍ଲାରେ ସୁସ୍ଥ ସଂଖ୍ୟା  ୭୪୫  ରହିଥିବା ସମୟରେ ସକ୍ରିୟ ସଂଖ୍ୟା ୨୯୨ ରହିଥିବା ସମୟରେ  ରାଜ୍ୟ…

ଗ୍ରିଣ୍ଡୋଲାପାଲି କଟା ରେ ଘାଇ ହୋଇ ବାଲିଚର ରେ ଫସଲ ନଷ୍ଟ ପ୍ରସଙ୍ଗ : ଖବର ପ୍ରକାଶନ ପରେ ବିଡିଓ , ଯନ୍ତ୍ରୀ , ରାଜସ୍ୱ…

ସମ୍ବଲପୁର (ରମାକାନ୍ତ ବିଶ୍ବାଳ ): ସମ୍ବଲପୁର ଜ଼ିଲ୍ଲା  ଧନକଉଡା ବ୍ଲକ  କଲାମାଟି ପଞ୍ଚାୟତ ଗ୍ରିଣ୍ଡୋଲାପାଲି  କଟା ରେ ଘାଇ ସୄୁଷ୍ଟି ହୋଇ ବ୍ୟାପକ ଫସଲ ନଷ୍ଟ ହୋଇଥିବା ଏବଂ ଏଥିପାଇଁ ବ୍ଲକ ଅଧିକାରୀ ଯନ୍ତ୍ରୀଙ୍କୁ ଲୋକେ ଦାୟୀ କରିଥିବା ନେଇ ଖବର ପ୍ରକାଶନ ପରେ ଆଜି ଚିପିଲିମା ରାଜସ୍ୱ…

ଚପରାସୀ ମାନଙ୍କ ଦରମା ପ୍ରଦାନ ଦାବିରେ ରେଢ଼ାଖୋଲ ଡିଭିଜନ ଡିଏଫ୍ଓ ଙ୍କୁ ଦାବୀ ପତ୍ର ପ୍ରଦାନ l

ସମ୍ବଲପୁର (ରମାକାନ୍ତ ବିଶ୍ବାଳ ): ଚପରାସୀ ମାନଙ୍କ ଦରମା ପ୍ରଦାନ ଦାବିରେ ଆଜି  ରେଢ଼ାଖୋଲ ଡିଭିଜନ ଡି ଏଫ୍ ଓ ଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଛି l  ଆସନ୍ତା ୧୭ ତାରିଖ ସୁଦ୍ଧା ଦରମା ପ୍ରଦାନ ନ ହେଲେ ଅଗଷ୍ଟ ୨୦ ତାରିଖ ରେ ଧାରଣା ତଥା ପ୍ରତିବାଦ ସଭା କରାଯିବ ବୋଲି ଲିଖିତ ଭାବେ…

ବିଭିନ୍ନ ସମସ୍ୟା ନେଇ ଭୀମସାର ପ୍ରଶାସନିକ ଅଧିକାରୀଙ୍କ ସହ ବୁର୍ଲା ଭାଜପାର ଆଲୋଚନା l

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ ) :  ବୁର୍ଲା ଭୀମସାରରେ  ଗତ ୨୦୧୬ ରୁ ଚତୁର୍ଥ ଶ୍ରେଣୀ କର୍ମଚାରୀମାନେ ଅବସର ନେଇଥିବାବେଳେ ଅଦ୍ୟାବଧି ବକେୟା ଅର୍ଥ ଓ ପୂର୍ଣ୍ଣ ପେନସନ ପାଇନଥିବା ଅଭିଯୋଗ ରହିଥିବାବେଳେ , ସେମାନେ ବିଭିନ୍ନ ସମସ୍ୟା ରେ ଗତିକରୁଛନ୍ତି ।  କର୍ମଚାରୀମାନଙ୍କର ବିଭିନ୍ନ ସମସ୍ୟା…

ଓଡିଶାରେ ପ୍ରଥମ : ସମ୍ବଲପୁରରେ କରୋନା ଆକ୍ରାନ୍ତ ଡାକ୍ତରଙ୍କ ମୃତ୍ୟୁ l

ସମ୍ବଲପୁର (ରମାକାନ୍ତ ବିଶ୍ବାଳ ):  ରାଜ୍ୟରେ କରୋନା ଆକ୍ରାନ୍ତ ହୋଇ ଜଣେ ଡାକ୍ତର ମୃତ୍ୟୁବରଣ କରିବା ପରି ଦୁଃଖଦ  ପ୍ରଥମ ଘଟଣା ସମ୍ବଲପୁର ଜିଲ୍ଲା ରେ ଘଟିଛି l ଜ଼ିଲ୍ଲା ର  ହୀରାକୁଦ ଇଏସ୍‌ଆଇ ମେଡିକାଲରେ କାର୍ଯ୍ୟରତ ଡାକ୍ତର କୁଳମଣି ସୁନା (୪୭)ଙ୍କ କରୋନାରେ ଗୁରୁବାର ମୃତ୍ୟୁ ଘଟିଛି।…

ଗୁମାଡେରାରେ ଖୋଲିଲା ୨୦ ଶଯ୍ୟା ବିଶିଷ୍ଟ କୋଭିଡ କେୟାର କେନ୍ଦ୍ର। 

ଝାରସୁଗୁଡ଼ା(ସୁଭାଷ ସହାରେ): କ୍ରମାଗତ ଭାବରେ କୋରୋନା ସଂକ୍ରମଣ ସଂଖ୍ୟା ଝାରସୁଗୁଡ଼ା ଜିଲ୍ଲାରେ ବଢ଼ି ଚାଲିଥିବାରୁ ଯହିଁ ଗୋଟିଏ ପକ୍ଷରେ ପ୍ରଶାସନ ପାଇଁ ଏକ ଚିନ୍ତାର ବିଷୟ ହୋଇଛି, ଅନ୍ୟ ପକ୍ଷରେ ସାଧାରଣ ନାଗରିକଙ୍କ ପାଇଁ ଆଶଙ୍କାରେ ପରିଣତ ହୋଇଛି। ମାତ୍ର କିଛିଟା ଆଶ୍ବସ୍ତି ଆଣିଦେଇଛି ଏକ…