ପୂର୍ବତଟ ରେଳପଥ ମୁଖ୍ୟାଳୟରେ 74ତମ ସ୍ୱାଧୀନତା ଦିବସ ପାଳନ 

ଭୁବନେଶ୍ୱର (ଶାସକ ପ୍ରଶାସକ) : ଭୁବନେଶ୍ୱର ସ୍ଥିତ  ରେଳବାଇ  ଷ୍ଟାଡିଅମ ଠାରେ ପୂର୍ବତଟ ରେଳପଥ ପକ୍ଷରୁ 74ତମ  ସ୍ୱାଧୀନତା ଦିବସ ପାଳନ ହୋଇଯାଇଛି l ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ବିଦ୍ୟା  ଭୂଷଣ ଜାତୀୟ ପତାକା ଉତ୍ତୋଳନ କରି  ରେଳ ସୁରକ୍ଷା ବଳ(RPF) ଦ୍ଵାରା ଆୟୋଜିତ ପ୍ୟାରେଡ଼ ରେ…

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଶାଖା ଓ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ର ମିଳିତ…

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଶାଖା ଓ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ର ମିଳିତ ଉଦ୍ୟମରେ ୭୪ତମ ସ୍ବାଧୀନତା ଦିବସ ରାଜଦାଣ୍ଡ ସାହି ସଙ୍ଘ କାର୍ଯ୍ୟାଳୟ ସମ୍ମୁଖରେ ପାଳନ ହୋଇଯାଇଛି । ମୁଖ୍ୟ ଅତିଥି  ଭାବେ ଅବସର…

ଗଜପତି ଜିଲ୍ଲା ଆପ ଦଳ ପକ୍ଷରୁ ପାରଳାଖେମୁଣ୍ଡି ଠାରେ ୭୪ ତମ ସ୍ବାଧିନତା ଦିବସ ପାଳନ

ପାରଳଖେମୁଣ୍ଡି (ବାଳକୃଷ୍ଣ ପାଣିଗ୍ରାହୀ)  ଗଜପତି ଜିଲ୍ଲା ଆପ ଦଳ ତରଫରୁ ପାରଳାଖେମୁଣ୍ଡି ଠାରେ ୭୪ ତମ ସ୍ବାଧିନତା ଦିବସ ପାଳନ କରାଯାଇଛି । ଜିଲ୍ଲା ଆବାହକ ଶିଶିର କୁମାର ଭଞ୍ଜ ସାମନ୍ତଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।  ମୁଖ୍ୟ ଅତିଥି ଭାବେ ରବିନ୍ଦ୍ରନାଥ ମହାରଣା…

କନ୍ଧମାଳ ଜିଲ୍ଲାର ସଦରମହକୁମାରେ  ବର୍ଷା ସତ୍ୱେ ୭୪ତମ ସ୍ୱାଧୀନତା ଦିବସ 

ଘୁ.ଉଦୟଗିରି/ ଗଗନ କୁମାର ପ୍ରଧାନ: କନ୍ଧମାଳ ଜିଲ୍ଲାର ସଦରମହକୁମା ଫୁଲବାଣୀ ସମେତ ଜିଲ୍ଲାର ବିଭିନ୍ନ ବ୍ଲକରେ କରୋନା କଟକଣା ଏବଂ ବର୍ଷା ସତ୍ୱେ ୭୪ତମ ସ୍ୱାଧୀନତା ଦିବସ ପାଳିତ ହୋଇଛି I ଜିଲ୍ଲା ପ୍ରଶାସନର ନିର୍ଦ୍ଧେଶ କ୍ରମେ ନିର୍ଧାରିତ ସରକାରୀ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ…

ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ୭୪ତମ ସ୍ବାଧୀନତା ଦିବସ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ନିୟତି ମାନସିକ ଅନଗ୍ରସର ଅନୁଷ୍ଠାନ (ରାଣୀପେଣ୍ଠ) ଠାରେ ପବିତ୍ର ୭୪ତମ ସ୍ୱାଧୀନତା ଦିବସ ନିଡ଼ାମ୍ବର ସହକାରେ  ପାଳନ ହୋଇଯାରିଛି।ସହରର ବିଶିଷ୍ଟ ବୁଦ୍ଧିଜୀବୀ, ସାଇ ଡ଼ିଟିପି ସେଣ୍ଟରର ମାଲିକ  ଟୁକୁନା ପାଢ଼ୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ …

ରାସ୍ତା ଉପରେ ପାଣି, ୧୦ଟି ଗ୍ରାମର ଲୋକେ , ଯାତାୟତ ପାଇଁ ଠପ୍ 

ବୌଦ୍ଧ( ସାଶକ ପ୍ରଶାସକ )– ଗତ କାଲିର ଲଗାଣ ବର୍ଷା ଯୋଗୁଁ ରାସ୍ତା ଉପରେ ୩ପୁଟ ପାଣି ପ୍ରବାହିତ ହେଉଥିବା ଯୋଗୁଁ ବୌଦ୍ଧ ଜିଲ୍ଲା ରକ୍ସା ପଞ୍ଚାୟତରେ ଲୋକଙ୍କ ପାଇଁ ଯାତାୟତ ଠପ୍ ହୋଇପଡିଛି । ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ୫୭ନମ୍ବର ଜାତୀୟ ରାଜପଥର ଦହ୍ୟା ଛକ ଠାରୁ ରକ୍ସା ରାସ୍ତାରେ ଦୁଇ…

ଜାମ୍ବୁନାଳର ରାସ୍ତା ଉପରେ ୪ଫୁଟ ଉଚ୍ଚତା ରେ ପାଣି

ବୌଦ୍ଧ (ଶାସକ ପ୍ରଶାସକ ): ବୌଦ୍ଧ ଜିଲ୍ଲା ବଉଦ ବ୍ଲକ ଖମାରିପଡା ରାସ୍ତାର କମିରା ଦାମୋଦରପୁର ମଝିରେ ଥିବା ଜାମ୍ବୁନାଳ ଉପରେ ଆଜି ସକାଳୁ ୪ଫୁଟ ଉପରେ ଜଳ ପ୍ରବାହିତ ହେଉଥିବା ଯୋଗୁଁ ମୁଣ୍ଡାପଡା ପଞ୍ଚାୟତ ଅନ୍ତର୍ଗତ ଖଣ୍ଡପଡା, କମିରା, ଖମାରିପଡା ସମେତ ବ୍ରାହ୍ମଣୀପIଲି ପଞ୍ଚାୟତ ଲୋକମାନେ ଏହି…

କରୋନା ଜୁଆର, ଷାଠିଏ ହଜାର ଟପିଲା ମୋଟ ସଂଖ୍ୟା 

  ଆଜି ସବୁ ଜିଲ୍ଲାକୁ "ଠ"  ବୁଲାଇଲା କରୋନା : ରେକର୍ଡ ତୋଡ ୨୯୨୪ ଆକ୍ରାନ୍ତ ଚିହ୍ନଟ ଗତକାଲି ୨୪ ଘଣ୍ଟା ଭିତରେ ଯାଞ୍ଚ ହୋଇଛି ୫୨,୭୯୫ ନମୁନା | ପ୍ରଥମ ସ୍ଥାନରେ ଖୋରଧା, ପାଖାପାଖି ୫୦୦  ୧୧ ଜିଲ୍ଲା ରେ କରୋନା ତିନି ଅଙ୍କ ଉପରେ,ଆଜି ୧୦ ଜଣଙ୍କ ମୃତ୍ୟୁ   …

ଖୋଲିଲା ମାତାଙ୍କ ଦରବାର, କଟକଣା ଭିତରେ ଦର୍ଶନ ଦେବେ ମା 

ଶ୍ରୀନଗର ( ଏଜେନ୍ସି ) : ଆଜିଠୁ ଚାଲିବ ପୁଣି ମାତାଙ୍କ ଦରବାର | ଆଜିଠାରୁ ଭକ୍ତମାନଙ୍କ ପାଇଁ ମାତା ବୈଷ୍ଣୋଦେବୀ ମନ୍ଦିର ଖୋଲିବ | ଏଥିପାଇଁ  ଉପଯୁକ୍ତ ସତର୍କତା ପଦକ୍ଷେପ ଗ୍ରହଣ କରାଯାଇଛି | ମାଆଙ୍କ ଦର୍ଶନ ପାଇଁ କେବଳ 2000 ଲୋକଙ୍କୁ  ଅନୁମତି ଦିଆଯାଇଛି |  ଯେଉଁଥିରୁ କେନ୍ଦ୍ରଶାସିତ…

ଚବିଶି ଘଂଟାରେ ୬୩,୪୮୯ ଆକ୍ରାନ୍ତ, ଯାଇଛି  ୯୪୪ ଜୀବନ 

ନୂଆଦିଲ୍ଲୀ (ଶାସକ ପ୍ରଶାସକ) ଆଜି ସାରା ଦେଶରେ ଗତ ୨୪ ଘଣ୍ଟା ଭିତରେ ୬୩,୪୮୯ କୋଭିଡ ପଜିଟିଭ କେଶ ଚିହ୍ନଟ ହୋଇଥିବା ବେଳେ  ୯୪୪  ଜଣଙ୍କ ମୃତ୍ୟୁ ହୋଇଛି | ଦେଶରେ ମୋଟ ପଜିଟିଭଙ୍କ ସଂଖ୍ୟା  ୨୫,୮୯,୬୮୨ ହୋଇଥିବା ବେଳେ ସକ୍ରିୟ ଅଛନ୍ତି  ୬,୭୭,୪୪୪ ଜଣ |  ଏ ଯାବତ ଦେଶରେ ୧୮,୬୨,୨୫୮ ଜଣ…