ଶିକ୍ଷକ ବନ୍ଧୁ ସରୋଜ ସାହୁଙ୍କ ବିୟୋଗରେ ଶୋକସଭା
ପଦ୍ମପୁର,:ପଦ୍ମପୁର ଟାଉନ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ତରଣୀ ସେନ ସାହୁଙ୍କ ସଭାପତିତ୍ବରେ ପ୍ରିୟ ସଂସ୍କୃତି ଶିକ୍ଷକ ସରୋଜ ସାହୁଙ୍କ ବିୟୋଗରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଛି । ସଭାରେ ଶିକ୍ଷକ ବନ୍ଧୁ ସ୍ବର୍ଗତ ସରୋଜ ସାହୁ ଜଣେ ଆଦର୍ଶ,ଛାତ୍ର ବତ୍ସଳ,ମେଲାପୀ,କଳା ସଂସ୍କୃତି ପ୍ରିୟ…