ୱେସ୍କୋ ଘରୋଇକରଣ କୁ ବିରୋଧ
ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ- ୱେସ୍କୋର ଘରୋଇକରଣକୁ ବିରୋଧ କଲେ ପଶ୍ଚିମ ଓଡିଶା ଶ୍ରମିକ କର୍ମଚାରୀ ଇଂଜିନିୟରସ ଏକତା ମଞ୍ଚ । ୱେସ୍କୋରେ କାର୍ଯ୍ୟ କରୁଥିବା ସବୁ କର୍ମଚାରୀ ତଥା ଶ୍ରମିକ ସଂଘ କୁ ବିଶ୍ୱାସ କୁ ନ ନେଇ କି ଆଲୋଚନା ବି ନକରି ସରକାର ତରବରିଆ ଭାବରେ ୱେସ୍କୋ ଘରୋଇକରଣ କରି…