ସ୍ୱାଭିମାନ ଅଚଂଳ ରେ ପୁଣି ନକ୍ସଲଙ୍କ ପତିଆରା ଆରମ୍ଭ 

ପ୍ରଜାକୋଟରେ ନିସ୍ପତି ନେଲେ, ଗୋଟିଏ ପରିବାରକୁ ଗାଁରୁ ବିତାଡିତ କଲେ । ମାଲକାନଗିରି (ବି ଶ୍ରୀନିବାସ ପାତ୍ର ) :  ଗତ ନଭେମ୍ବର ମାସ ୨୬ ତାରିଖ ଦିନ ହୋଇଥିବା ଏନକାଉଣ୍ଟରକୁ ପାଇଁ ପୋଲିସ ଇନଫର୍ମର ସନ୍ଦେହ କରି ମାନୁ ଗଲୋରୀଙ୍କୁ ବିତାଡିତ କଲେ ସ୍ଥାନୀୟ ବାସିନ୍ଦା | ତିନିଦିନ ପୁର୍ବରୁ…

ଭୁବନେଶ୍ୱରରେ ଖୋଲିଲା ମୋଣ୍ଟେକାର୍ଲୋର ଦ୍ୱିତୀୟ ଏକ୍ସକ୍ଲୁସିଭ୍ ଷ୍ଟୋର୍ 

ଭୁବନେଶ୍ୱର (ଶାସକ ପ୍ରଶାସକ) ସମସ୍ତ ୠତୁରେ ବ୍ୟବହାର ଉପଯୋଗୀ ଏବଂ ଅତି ଆରାମ ଦାୟକ ପୋଷାକ ପତ୍ର ନିର୍ମାତା ତଥା ଭାରତର ଅନ୍ୟତମ ପ୍ରିମିୟମ୍ ପୋଷାକ ବ୍ରାଣ୍ଡ - ମୋଣ୍ଟେକାର୍ଲୋ ଫେଶନ୍ସ ଲିମିଟେଡ୍ ଓଡ଼ିଶାର ପୋଷାକ ପ୍ରେମୀ ଗ୍ରାହକଙ୍କ ଚାହିଦାକୁ ସମ୍ମାନ ଜଣେଇ ଏବଂ ଗ୍ରାହକଙ୍କ ସୁବିଧା…

କିଶୋର ମନ ଏତେ ବିଭତ୍ସ ଯେ ହୋଇପାରେ…..!!!

‘ପରୀକୁ ହତ୍ୟା କରିବା ପରେ ତା’ ମୃତଦେହ ସହ ଦୁଷ୍କର୍ମ କରିଥିଲା ସରୋଜ ମୁଖ୍ୟ ଅଭିଯୁକ୍ତ ସରୋଜକୁ ରିମାଣ୍ଡରେ ଆଣିବ ଏସଆଇଟି  ପରୀର ଲେଗଇନ୍ସ ଖୋଜିବା ପାଇଁ ଶୁଖାଯାଉଛି ପୋଖରୀ ଭୁବନେଶ୍ଵର: କିଶୋର ମନ ଏତେ ବିଭତ୍ସ ହୋଇପାରେ ! ଏତେ ନୃସଂଶତା ତା ମନ ଭିତରେ ବାସ ବାନ୍ଧିଥାଏ |…

ସାକ୍ଷୀ ରହିଲା ସମ୍ବିଧାନ : ବିବାହ ଡୋରିରେ ବାନ୍ଧି ହେଲେ ଦୁଇଟି ଜୀବନ

ବରଣମାଳା ଦେଇ ଜୀବନ ସାଥୀ ହେଲେ ଅନ୍ତର୍ଯ୍ୟାମୀ ଓ ମଞ୍ଜୁଲତା। ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ଆଜିର ଆଧୁନିକ ଯୁଗରେ ବିଭିନ୍ନ ସମ୍ପ୍ରଦାୟରରେ ବିବାହ ବନ୍ଧନର ପରମ୍ପରା ବହୁ ନିରାଡମ୍ବର ଭାବରେ ହେବା ସହିତ ବହୁଳ ଅର୍ଥ ଖର୍ଚ୍ଚ କରା ଯାଇ ବିବାହ ଉତ୍ସବ କରାଯାଉଛି। ହେଲେ କରୋନା ମହାମାରୀ…

ଇନଷ୍ଟିଚ୍ୟୁଟ ଅଫ ସ୍କଲାର୍ସ ଦ୍ୱାରା ସୋଆର ଗବେଷକ ସମ୍ମାନିତ

ଭୁବନେଶ୍ୱର,(ଶାସକ ପ୍ରଶାସକ)  : ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ଲେସମେଂଟ ଅଫିସର ଶ୍ରୀ ସତିଶ କୁମାର ସାମଲ ଇନଷ୍ଟିଚ୍ୟୁଟ ଅଫ ସ୍କଲାର୍ସ ଦ୍ୱାରା ୨୦୨୦ ପାଇଁ ୟଙ୍ଗ ରିସର୍ଚ୍ଚର (ଯୁବ ଗବେଷକ) ସମ୍ମାନରେ ସମ୍ମାନିତ ହୋଇଛନ୍ତି ।  ଗତ ଶନିବାର ଦିନ ଏକ ଭର୍ଚୁଆଲ କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରୀ…

ମାନ୍ୟତା ମିଳିଛି, ହେଲେ ବିକାଶକୁ ପଛଘୁଞ୍ଚା କିଆଁ 

ଅବହେଳିତ ମୟୂରଭଞ୍ଜର ମାନ୍ୟତା ପ୍ରାପ୍ତ ପର୍ଯ୍ୟଟନସ୍ଥଳୀ ସୀତାକୁଣ୍ଡ ବାରିପଦା(ଦିଲ୍ଲୀପ ମହାନ୍ତି )-  ମୟୂରଭଞ୍ଜ ଜିଲ୍ଲାରେ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଥିବା ୧୯ଟି ସ୍ପଟଗୁଡିକ  ମଧ୍ୟରେ ସୀତାକୁଣ୍ଡ ଅନ୍ୟତମ । ଏହା ଶାମାଖୁଣ୍ଟା ବ୍ଲକର ଗୋବିନ୍ଦପୁର ପଞ୍ଚାୟତରେ ଅଧୀନରେ ରହିଥିବା ବେଳେ…

ଶ୍ରମ ଅଧିକାରୀଙ୍କ ମଧ୍ୟସ୍ଥତାରେ  ନେସ୍କୋ ଠିକା କର୍ମଚାରୀମାନଙ୍କ ଆନ୍ଦୋଳନ  ସ୍ଥଗିତ ଓ ସ୍ୱାକ୍ଷରିତ ହେଲା…

ବାରିପଦା(ଦିଲ୍ଲୀପ ମହାନ୍ତି )- ନେସ୍କୋ ପାୱାର ଏମ୍ପେ୍ଲାଇଜ ୟୁନିଅନ ପକ୍ଷରୁ ୧୧ ଦଫା ଦାବି ନେଇ ଆରମ୍ଭ ହୋଇଥିବା ଆନେ୍ଦାଳନ ଆଜି ମୟୂରଭଞ୍ଜ ଜିଲ୍ଲା ଶ୍ରମ ଅଧିକାରିଣୀ ମୋନାଲିସା ନାୟକଙ୍କ ମଧ୍ୟସ୍ଥତାରୁ ୟୁନିୟନ ଆନ୍ଦୋଳନକୁ ଅନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ସ୍ଥଗିତ ରହିବା ସାଙ୍ଗକୁ…

ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ନାବାଳିକା ଦୁଷ୍କର୍ମ ଓ ହତ୍ୟା ପ୍ରତିବାଦ: କଂଗ୍ରେସ ପକ୍ଷରୁ ଏସପି ଅଫିସ ସମ୍ମୁଖରେ ଧାରଣା…

ବାରିପଦା(ଦିଲ୍ଲୀପ ମହାନ୍ତି )- ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ ସଭାପତି ହେମନ୍ତ ଦାସଙ୍କ ନେତୃତ୍ୱରେ ଆଜି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଓଡ଼ିଶାରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ,…

“ଓଡ଼ିଆ ଭାଷାର ସୁରକ୍ଷା କରିବା ପ୍ରତ୍ୟେକ ଓଡ଼ିଆଙ୍କ କର୍ତ୍ତବ୍ୟ ।”

ମାଟିଲଗ୍ନା ସାହିତ୍ୟ ସଂସଦ ସୁବର୍ଣ୍ଣପୁର ଜିଲ୍ଲା ଶାଖାର ବନ୍ଧୁମିଳନ । ବିରମହାରାଜପୁର/ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ : ଯେଉଁ ଜାତିର ଭାଷା ଯେତିକି ଉନ୍ନତ, ସେହି ଜାତି ସେତିକି ସମୃଦ୍ଧ । ଭାଷା ଭିତ୍ତିରେ ପ୍ରଦେଶ ଗଠନରେ ଓଡ଼ିଶା ହେଉଛି ସମଗ୍ର ଭାରତରେ ପ୍ରଥମ । ଓଡ଼ିଆ ଭାଷାର…

ଚର୍ଚ୍ଚକୁ ବଡ଼ଦିନରେ ଦୁଇଘଣ୍ଟା ପାଇଁ ଖୋଲିବା ପାଇଁ ଅନୁମତି ଦେବାକୁ ଅନୁରୋଧ କରି ଜିଲ୍ଲାପାଳଙ୍କୁ ଦରଖାସ୍ତ। 

ଝାରସୁଗୁଡ଼ା:(ସୁଭାଷ ସହାରେ) :ଝାରସୁଗୁଡ଼ା ସହରସ୍ଥିତ ସେଣ୍ଟ ଡେଭିଡ ସିଏନଆଇ ଚର୍ଚ୍ଚ ଗତ ମାର୍ଚ୍ଚ ମାସରୁ କୋରୋନା ଯୋଗୁଁ ବନ୍ଦ ରହିଛି। ଆଗକୁ ବଡ଼ଦିନ ପର୍ବ। ଖ୍ରୀଷ୍ଟ ଧର୍ମାବଲମ୍ବୀମାନଙ୍କ ପାଇଁ ଏହି ଦିନ ସବୁଠାରୁ ପବିତ୍ର ଦିବସ। ତେଣୁ ଆସନ୍ତା ୨୫ ଡିସେମ୍ବରରେ ଚର୍ଚ୍ଚକୁ ଉପାସନା ପାଇଁ…