ଚର୍ଚାରେ ସୁରେଶଙ୍କ ସମ୍ବଲପୁରୀ ମାସ୍କ 

ଝାରସୁଗୁଡ଼ା :(ସୁଭାଷ ସହାରେ) :ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି ଦିଲ୍ଲୀରେ। ଏହାନେଇ ସରକାର ଓ ବିରୋଧୀ ଦଳମାନଙ୍କ ଉପରେ ସମଗ୍ର ଦେଶର ନଜର ରହିବ। ମାତ୍ର ସଂସଦର ଅଧିବେଶନ ଆରମ୍ଭ ହେବା ସଙ୍ଗେ ସଙ୍ଗେ ବରଗଡ଼ ସାଂସଦ ସମସ୍ତଙ୍କ ପାଇଁ ପ୍ରଶଂସାର ପାତ୍ର ହୋଇ ଯାଇଛନ୍ତି । ଆଉ…

ମୋଟର କର୍ମଚାରୀ ସଂଘର ନୂତନ ସଭାପତି ହେଲେ ନୃସିଂହ ଚରଣ ପଟ୍ଟନାୟକ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ମୋଟର କର୍ମଚାରୀ ସଂଘର ନୂତନ ସଭାପତି ଭାବେ ପାରଳା ପୌର ପରିଷଦର ପୂର୍ବତନ ନଗରପାଳ ଶ୍ରୀ ନୃସିଂହ ଚରଣ ପଟ୍ଟନାୟକ ମନୋନୟନ ହୋଇଛନ୍ତି।ପୂର୍ବତନ ସଭାପତି ପି.କ୍ରିଷ୍ଣାଙ୍କ ବିୟୋଗ ପରେ ଏହି ପଦବୀଟି ଖାଲି ପଡିଥିଲା ।  କର୍ମକର୍ତ୍ତା…

ଏସ୍  ଟି ଏଫ୍ ପକ୍ଷରୁ ଚଢାଉ, ସନ୍ଦେହ ଘେରରେ ସୁବଳୟା ପୋଲିସ 

ବୀରମହାରାଜପୁର -(ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା କାସଲପୁର ଜଙ୍ଗଲରୁ ୪.୭୯ କୁଇଣ୍ଟାଲ ଗଞ୍ଜେଇ ଜବତ କରିବା ସହ ଏଥିରେ ସଂପୃକ୍ତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ନଗଦ ୯.୭୯ ଲକ୍ଷ ଟଙ୍କା, ଚୋରାଚାଲାଣ ବ୍ୟବହୃତ ପିକ୍ ଅପ୍…

ଦୁଇ ବାଇକ ମୁହାଁ ମୁହିଁ ଧକ୍କା, ଜଣେ ମୃତ ।

ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ବାଗବର ପୋଲ ଉପରେ ଦୁଇ ବାଇକ ମୁହାଁ ମୁହିଁ ଧକ୍କା ହେବା ଫଳରେ ବାଗବର ଗାଁ ର ସତ୍ଯନାରାୟଣ ବିଶ୍ବାଲ (୫୩) ଙ୍କ ମୃତ୍ୟୁ ଘଟିଛି । ସେ ଘରୁ  ଏକ ବାଇକରେ ଯୋଗେ ଜଟେସିଂହା…

ବେଲୁନକୁ ଦେଖି ଲୋକେ ଛାନିଆ ।

ମାଲକାନଗିରି(ବି ଶ୍ରୀନିବାସ ପାତ୍ର) : ଜିଲ୍ଲାର ମୋଟୁ ଥାନା ଅନ୍ତର୍ଗତ ଲୁଗେଲ ପଞ୍ଚୟତର mpv-83 ଗାଁ ଠାରୁ ପ୍ରାୟ 500 ମିଟର ଦୂରରେ ଥିବା ଏକ ଚାଷ ଜମିରେ  ଆଜି ସକାଳୁ ଆକାଶରୁ ଏକ ବିରାଟ କାୟ ବେଳୁନ ପଡିଥିବା ସ୍ଥାନୀୟ ଲୋକମାନେ ଦେଖୀବା ପରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହେବା ସହ…

ଜିଲ୍ଲା ଶିକ୍ଷା ଅଧିକାରୀ ବିନାନୁମତିରେ ସମାବେଶ : କାର୍ଯାନୁଷ୍ଠାନ କୁଆଡେ ଗଲା, ନା ହୋଇଗଲା କିଛି ସଲା !

 କୋଭିଡ ନିୟମକୁ ଚ୍ୟାଲେଞ୍ଜ କରି ସ୍କୁଲ ସମୟରେ  କନିଷ୍ଠ ଶିକ୍ଷକ ମେଳି ।  ମାଲକାନଗିରି/ବି ଶ୍ରୀନିବାସ ପାତ୍ର : ଓଡିଶା ସରକାର ରାଜ୍ୟ ରେ୫-ଟି ଲାଗୁକରିଥିବା ବେଳେ ହାତ ଗଣତି କିଛି ଶିକ୍ଷା ଅଧିକାରୀ କିଭଳି ଖୋଲୁମ ଖୋଲା ଉକ୍ତ ନିୟମକୁ ବେଖାତିର୍ କରି ,ବିଭିନ୍ନ ଆଳ ଦେଖାଇ ଅଧୀନସ୍ଥ…

ବଲାଙ୍ଗିର ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଚଞ୍ଚଳ ରାଣା

ବଲାଙ୍ଗିର(ନିରୋଜ ମିଶ୍ର): ବଲାଙ୍ଗିର ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଆଜି ଯୋଗ ଦେଇଛନ୍ତି ଯୁବ ତଥା ଦକ୍ଷ ଆଇଏଏସ ଅଫିସର ଚଞ୍ଚଳ ରାଣା । ନୂତନ ଜିଲ୍ଲାପାଳ ଶ୍ରୀ ରାଣା ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀଙ୍କଠାରୁ ଦାୟିତ୍ୱ ନେଇଛନ୍ତି । ଶ୍ରୀ ରାଣା ୨୦୧୪ ବ୍ୟାଚ୍‌ର ଆଇଏଏସ୍…

” ଦୁଇବର୍ଷରେ ବାଘ ଓ ହାତୀ ପ୍ରକଳ୍ପରେ ଓଡିଶାକୁ ମିଳିଛି ୩୬ କୋଟି “

ହାତୀ ଓ ବାଘଙ୍କ ସଂରକ୍ଷଣ ପାଇଁ କେନ୍ଦ୍ରର ଆର୍ଥିକ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍ • ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ଧନ୍ୟବାଦ • ସାତକୋଶିଆ ପାଇଁ ୧୧.୧୯ କୋଟି ଓ ଶିମିଳିପାଳ ବାଘ ଅଭୟାରଣ୍ୟକୁ ମିଳିଛି ୧୫.୬୮…

ମନ୍ତ୍ରୀ ସମୀର ଦାଶ ସପତ୍ନୀକ କୋଭିଡ ଚିହ୍ନଟ

ଭୁବନେଶ୍ୱର : ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କୋଭିଡ ପଜିଟିଭରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କ ସହ ତାଙ୍କ ସହଧର୍ମିଣୀ ଶ୍ରୀମତୀ ସଂଗୀତା ଦାଶ ମଧ୍ୟ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ମନ୍ତ୍ରୀ ଶ୍ରୀ ଦାଶ ଆଜି ନିଜେ ଟୁଇଟ କରି ଏହା ଜଣାଇଛନ୍ତି । ସେ ସାମାଜିକ ଗଣମାଧ୍ୟମରେ ସୂଚନା…

ସେଲ୍ଫି ହେଲା କାଳ ! ମୋବାଇଲ ସାଙ୍ଗରେ ଡ୍ୟାମକୁ ଡେଇଁଲେ ଯୁବ ଇଂଜିନିୟର

ଓଡ୍ରାଫ ଟିମ ଦ୍ୱାରା ଉଦ୍ଧାର ହେଲା ମୃତ ଦେହ । ବୋୖଦ୍ଧ(ଦୋଳଗୋବିନ୍ଦ ନାଏକ): ବୋୖଦ୍ଧ ଜିଲ୍ଲା ବଘିଆପଡା ଫାଣ୍ଡି ଅନ୍ତର୍ଗତ ପାଲଝାର ଡ୍ୟାମକୁ ଗାଧୋଇବାକୁ ଯାଇ ଯୁବ ଇଂଜିନିୟର ମୃତ। ମୃତକ ହେଲେ ତାମିଲନାଡୁର ଆର.ମୁକୁନ୍ଦମ। ସେ ଅନୁଗୋଳ ଜିଲ୍ଲା କୁମ୍ଭୀଆ ଠାରେ ଚାଲିଥିବା ମେଗା ଲିଫ୍ଟ…