କେଡେ ଅମଣିଷ : ୫୦୦ ଟଂକା ପାଇଁ ପିଲାଟାର ଜୀବନ ନେଇଗଲ
ପଡିଶା ଘରୁ ମାତ୍ର ୫ ଶହ ଟଙ୍କା ଚୋରୀ ଅଭିଯୋଗରେ ନାବାଳକକୁ ପିଟି ପିଟି ହତ୍ୟା
ଦିଲ୍ଲିପ ମହାନ୍ତି, ବାରିପଦା- ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ କିଆପାଣପୋଷି ଗ୍ରାମରେ ନାବାଳକୁ ପିଟି ପିଟି ହତ୍ୟା ଅଭିଯୋଗ ,ସାମନ୍ୟ ୫୦୦ଟଙ୍କା ପଡିଶା ଘରୁଚୋରି କରିଥିବାରୁ ଜନୈକ ମହିଳାଙ୍କ…