ମନରେଗା ଯୋଜନା ବାଟ ହୁଡ଼ିଛି : ମଣିଷ ବଦଳରେ ମେସିନ କାମ କରୁଛି
ବାରିପଦା(ଦିଲ୍ଲୀପ ମହାନ୍ତି )-; ମନରେଗା ଯୋଜନା ମୟୁରଭଂଜ ଜିଲ୍ଲାରେ ବାଟ ହୁଡ଼ିଛି । ଜିଲ୍ଲାର କୁସୁମୀ ବ୍ଲକ ଅଧିନ ଛଣୁଆଁ ପଞ୍ଚାୟତରେ ମନରେଗା କାମରେ ମେସିନ ଖୋଳୁଛି ପୋଖରୀ । ଏହାର ପ୍ରତିବାଦରେ ଏସୟୁସିଆଇ ପକ୍ଷରୁ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଜିଲ୍ଲାର କୁସୁମି ବ୍ଲକର…