ବନ ବିଭାଗ ପକ୍ଷରୁ ୫୨.୬୬ ଘନଫୁଟ କାଠ ପଟା, ସାଇଜ କାଠ ଓ ଯନ୍ତ୍ରପାତି ଜବତ ।
ବୁଗୁଡା / ଡ଼ଃ କୁମୁଦ ଚନ୍ଦ୍ର ବେହେରା : ଗଞ୍ଜାମ ଜିଲ୍ଲା ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ସତ୍ୟନାରାୟଣ ବେହୁରାଙ୍କ ନିର୍ଦ୍ଦେଶ କ୍ରମେ ଏସିଏଫ ପ୍ରଭାକର ନାୟକ,ଓ ଶଙ୍କର୍ଷଣ ବେହେରା ଏବଂ ବୁଗୁଡା ରେଞ୍ଜର ଫକୀର ଚରଣ ବେହେରାଙ୍କ ନେତୃତ୍ୱରେ ସେପ୍ଟେମ୍ବର ୨୬ ତାରିଖ ଭୋର ସାଢେ ତିନିଟା …