ଦେଶରେ ଏକସଠି ଲକ୍ଷ, ରାଜ୍ୟରେ ୨.୧୫ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା
୭୦,୫୮୯ ନୂଆ ପଜିଟିଭ କେଶ ,ଓଡ଼ିଶାରେ ଚିହ୍ନଟ ହୋଇଛନ୍ତି ୩୦୬୭ ଜଣ
ଆଜି ଦେଶରେ ପ୍ରାଣ ହରାଇଛନ୍ତି ୭୭୬ , ଓଡ଼ିଶାରେ ୧୫
ନୂଆଦିଲ୍ଲୀ (ଶାସକ ପ୍ରଶାସକ) : ଆଜି ଦେଶରେ ଏକସଠି ଲକ୍ଷ ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା | ସେହିପରି ଓଡ଼ିଶାରେ ଟପିଛି ୨.୧୫ଲକ୍ଷ | ଗତ ୨୪ ଘଣ୍ଟା ଭିତରେ ସାରା…