ଉପଖଣ୍ଡକୁ ପହଁଚିଲା କୋରୋନା ଟୀକା
ବରଗଡ :- ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାକୁ ଆଜି କୋରୋନା ଟୀକା ପଂହଂଚି ଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ ଆସନ୍ତା କାଲି ଠାରୁ ଦେଶ ବ୍ୟାପି ଟୀକାକରଣ ଅଭିଯାନ ଆରମ୍ଭ ହେବାକୁ ଯାଉଛି । ଇତି ମଧ୍ୟରେ ସରକାର ଯୁଦ୍ଧକାଳୀନ ଭିତ୍ତିରେ ପ୍ରତ୍ୟେକ କେନ୍ଦ୍ର ଗୁଡିକୁ ଟୀକା ପହଞ୍ଚାଇବାରେ…