ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ବିଭାଗର ସଚିବଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପରେ ଅଗ୍ନିକାଣ୍ଡ ଘଟଣା • ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଓ ଇଣ୍ଡିଆନ୍ ଅଏଲର ଅଧିକାରୀମାନଙ୍କ ସହ ଆଲୋଚନା କରି ତୁରନ୍ତ ଘଟଣାର ତଦନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ  • ଆହତ ମାନଙ୍କର ଆଶୁ ଆରୋଗ୍ୟ କାମନା କଲେ ନୂଆଦିଲ୍ଲୀ/ଭୁବନେଶ୍ୱର – ଭୁବନେଶ୍ୱର…

ତିନି ଅସହାୟ ଶିଶୁଙ୍କୁ ସହାୟତାର ହାତ ବଢାଇଲା କିସ ଫାଉଣ୍ଡେସନ

ଭୁବନେଶ୍ୱର(ଶାସକ ପ୍ରଶାସକ): ଗଞ୍ଜାମ ଜିଲ୍ଲା ଜରଦା ଥାନା ଭୋଗିବନ୍ଧ ଗ୍ରାମର ତିନି ଅସହାୟ ଭାଇ ଭଉଣୀଙ୍କୁ ସହଯୋଗର ହାତ ବଢାଇଛି କିସ ଫାଉଣ୍ଡେସନ। ସେମାନଙ୍କ ମା ବାଳାବତୀ ନାୟକଙ୍କ ମୃତ୍ୟୁ ଗତ ଅଗଷ୍ଟ ମାସରେ ହୋଇ ଯାଇଥିବା ବେଳେ ସେପ୍ଟେମ୍ବର ମାସରେ ବାପା କୁଷନ ନାୟକଙ୍କ ଅକାଳ ବିୟୋଗ ପରେ…

 ସହିଦ୍‌ କୋଭିଡ ଯୋଦ୍ଧାଙ୍କ ପରିବାରକୁ ରାଜ୍ୟ ସରକାର ଅନୁକମ୍ପା ସହାୟତା ଯୋଗାଇ ଦେବେ  – ମୁଖ୍ୟମନ୍ତ୍ରୀ

କୋଭିଡ ମୁକାବିଲା,  ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା   ସହିଦ ଯୋଦ୍ଧାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିଲେ । ତଦ୍‌ନୁଯାୟୀ ରାଜ୍ୟ ସରକାର କୋଭିଡ ନିୟନ୍ତ୍ରଣ କାର୍ଯ୍ୟ କରୁଥିବା ସମୟରେ ସହିଦ୍‌ ହୋଇଥିବା ୬୦ ଜଣ ଯୋଦ୍ଧାଙ୍କର…

କରୋନାକୁ ପରାଜିତ କଲେ ୯୬ ବର୍ଷୀୟ ସ୍ୱାଧିନତା ସଂଗ୍ରାମୀ

ସମ୍ କୋଭିଡ୍ ହସ୍ପିଟାଲ୍‌ରୁ ସୁସ୍ଥ ହୋଇ ଫେରିଲେ ଘରକୁ ଭୁବନେଶ୍ୱର, (ଶାସକ ପ୍ରଶାସକ): ସାରା ବିଶ୍ୱରେ ଜାରି ରହିଥିବା କୋଭିଡ -୧୯ ମହାମାରୀ ସହ ଲଢ଼ି ଏହାକୁ ପରାଜିତ କରିଛନ୍ତି ଜଣେ ୯୬ ବର୍ଷୀୟ ସ୍ୱାଧିନତା ସଂଗ୍ରାମୀ । ସମ୍ କୋଭିଡ ହସ୍ପିଟାଲ୍‌ରେ ସଫଳ ଚିକିତ୍ସା ପାଇବା ପରେ ଏହି…

ଅବସରପ୍ରାପ୍ତ ଶିକ୍ଷକ, ସଂଗଠକ ତଥା ସମାଜସେବୀ ଆର୍ତ୍ତବନ୍ଧୁ ମିଶ୍ରଙ୍କ ପରଲୋକ

ଓଡ଼ଗାଁ  (ଶ୍ରୀକାନ୍ତ ମିଶ୍ର) :ଓଡ଼ଗାଁ ବ୍ଲକ ଅନ୍ତର୍ଗତ କୁରାଳ ବେଙ୍ଗେଇସାହିର ଅବସର ପ୍ରାପ୍ତ ଶିକ୍ଷକ ତଥା ଜଣେ ସମାଜସେବୀ ଆର୍ତ୍ତବନ୍ଧୁ ମିଶ୍ରଙ୍କର ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୮୩ ବର୍ଷହୋଇଥିଲା । ସାଲିସବିହୀନ ଶିକ୍ଷକ ଜୀବନମଧ୍ୟରେ ଅନୁଶାସନ, ଶୃଙ୍ଖଳା ଏବଂ ସଂସ୍କାର ଉପରେ…

ହାଥରସ ଓ ବଳରାମପୁର ବଳାତ୍କାର ଘଟଣାର ବିରୋଧ :ସୁପ୍ରିମ କୋର୍ଟଙ୍କ ତଦାରଖରେ ଯାଞ୍ଚ ଦାବି କଲେ ପ୍ରଦର୍ଶନକାରୀ! 

ଝାରସୁଗୁଡ଼ା :(ସୁଭାଷ ସହାରେ)-ହାଥରସ ଗଣବଳାତ୍କାର ମାମଲା ଥଣ୍ଡା ନ ହେଉଣୁ, ଉତ୍ତର ପ୍ରଦେଶରେ ଆଉ ଏକ ବଳାତ୍କାର ଘଟଣା ସାମନାକୁ ଆସିଛି। ଏଥର ବଳରାମପୁରରେ। ଵାରମ୍ବାର ଏହାର ଶୀକାର ହେଉଛନ୍ତି ଦଳିତ ଗୋଷ୍ଠୀର ଝିଅମାନେ। ଏହି ଘଟଣା ଯୋଗୁଁ ଆଜି ଦଳିତମାନେ ନିଜକୁ ନିରାପଦ ମନେ କରି ପାରୁ…

ଦୁର୍ଗମ ଅଂଚଳକୁ ଚାଲିଚାଲି ଗଲେ ଉପଜିଲ୍ଲାପାଳ, ବୁଝିଲେ ଲୋକଙ୍କ ସମସ୍ୟା 

http://www.youtube.com/watch?v=Zl7GZvoDdAk  ଗୁଣୁପୁରରୁ ମାଧବ ବିଡ଼ିକା : ଗୁଣପୁର ଉପଜିଲ୍ଲାପାଳ ଶ୍ରୀ ଜେ ସୋନାଲ ମଙ୍ଗଳବାର ଦିନ  ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ଗୁଡ଼ାରୀ ବ୍ଲକ୍ ଗସ୍ତ କରି ବିଭିନ୍ନ ଅପହଞ୍ଚ ଅଞ୍ଚଳ ଚାଲିଚାଲି ଯାଇ ଲୋକଙ୍କ ସମସ୍ୟା ବିଷୟରେ ବୁଝିଥିଲେ l ଗୁଡ଼ାରୀ…

ଟିଟିଲାଗଡ଼ର ସହରର ପରିମଳ , ଦିଶୁଅଛି ଜଳଜଳ

ସହରକୁ  ସ୍ୱଚ୍ଛ ରଖିବାରେ ପୌରପରିଷଦ ଅସଫଳ  ଟିଟିଲାଗଡ଼, (ଗୌରବ ଦର୍ଜୀ)-ଟିଟିଲାଗଡ ରେ ସ୍ୱଚ୍ଛ ଭାରତ ଅଭିଯାନ କେବଳ ନାମକୁ ମାତ୍ର। ସହର ରେ ସ୍ବଚ୍ଛତା ନାମକୁ ମାତ୍ର ପୌରପରିଷଦ ର କାର୍ଯ୍ୟ ହେଉଛି। ଅଳିଆ ଆବର୍ଜ୍ଜନା ର ସହର କହିଲେ କିଛି ଅତ୍ୟୁକ୍ତି ହେବା ନାହିଁ। ଯେଉଁ ଆଡେ ଗଲେ ଲୋକେ ନାକ…

ଜିଲ୍ଲା ପ୍ରଶାସନ ପକ୍ଷରୁ ‘କୋଭିଡ-୧୯ ନଲେଜ୍‌ ହବ’ ଆସନ୍ତା ୧୦ ତାରିଖ ଦିନ

ବଲାଙ୍ଗିର/ନିରୋଜ ମିଶ୍ର : ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ‘କୋଭିଡ-୧୯ ନଲେଜ୍‌ ହବ’ ଆସନ୍ତା ୧୦ ତାରିଖ ଦିନ ଅନୁଷ୍ଠିତ ହେବ । ଏ ସଂପର୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଫେସ୍‌ବୁକ୍‌ ଲାଇଭ୍‌, ଟ୍ୱିଟର୍‌ ଲାଇଭ୍‌ ଏବଂ ୟୁଟ୍ୟୁବ୍‌ରେ ୧୦ ତାରିଖ ରବିବାର ସଂଧ୍ୟା ୫ଟା…

ବଲାଙ୍ଗୀର ପାଇଁ ଗୌରବ ଆଣିଲେ ଦି ଭାଇ 

ବଲାଙ୍ଗିର/ ନିରୋଜ ମିଶ୍ର : ବଲାଙ୍ଗିର ଜିଲ୍ଲାର ନାଁ ଉଜ୍ଜ୍ୱଳ କରିଛନ୍ତି ଦୁଇଭାଇ।  କଂଟାବାଞ୍ଜି ଅଞ୍ଚଳର ଦୁଇ ଭାଇ ପରୀକ୍ଷାରେ ରେକର୍ଡ କରିଛନ୍ତି । ବଡ଼ ଭାଇ ରୌନକ ଡାଲମିୟା ସର୍ବ ଭାରତୀୟ ସ୍ତରରେ ୫୨ତମ ରାଙ୍କ ହାସଲ କରିଛନ୍ତି। ସେହିପରି  ସାନ ଭାଇ ମନ୍ଥନ ଡାଲମିୟା ୧୦୦ତମ ରାଙ୍କ ହାସଲ…