ଚେତନା ଭିନ୍ନକ୍ଷମ ସ୍ୱତନ୍ତ୍ର ବିଦ୍ୟାଳୟ ଅଧ୍ୟକ୍ଷଙ୍କ ଅକାଳ ବିୟୋଗ
ଭୁବନେଶ୍ୱର: ସ୍ଥାନୀୟ ଜୟଦେବବିହାରସ୍ଥିତ ଜୁଏଲ ଇଣ୍ଟରନ୍ୟାସନାଲ ‘ଚେତନା’ ବୌଦ୍ଧିକ ଭିନ୍ନକ୍ଷମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ବେହେରାଙ୍କର ଶୁକ୍ରବାର ବିଳମ୍ବିତ ରାତିରେ ହୃତ୍ଘାତ ଯୋଗୁ ଅକାଳ ବିୟୋଗ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୯ ବର୍ଷ ବୟସ ହୋଇଥିଲା । …