ବେସରକାରୀ ଶିକ୍ଷାନୁଷ୍ଠାନର ଜୋର ଜୁଲୁମର ଶିକାର ହେଉଛନ୍ତି ଅଭିଭାବକ !
ପଦ୍ମପୁର- କରୋନା ମାଡ ରେ ଆର୍ଥିକ ଅବସ୍ଥା ଦୋହଲି ପଡିଥିବାବେଳେ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ପଦ୍ମପୁର ସହର ର ଅନତି ଦୂରରେ ଥିବା ଭେଉଁରିଆ ଗ୍ରାମ ର କେତେକ ଅଭିଭାବକ ଲିଖିତ ଭାବେ ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ତନ୍ମୟ…